-+91-9937148622 |

prerana_bgr@rediffmail.com |

  Wednesday 7th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||      ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   (07-Oct-2026)       ||      ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   (07-Oct-2026)       ||      ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   (07-Oct-2026)       ||      _ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   (07-Oct-2026)       ||      କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||      ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   (07-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ   (06-Oct-2026)       ||      ୫୦.ବର୍ଷ ପରେ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଲୋକମାନେ ପାଇଲେ ସିଲିଂ ଜମିର ପଟ୍ଟା   (06-Oct-2026)       ||      ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଏସବିଆଇ.ପକ୍ଷରୁ ସିଦ୍ଧାର୍ଥ ଜୁନିଅର କଲେଜରେ ଆର୍ଥିକ ସାକ୍ଷରତା ଶିବିର   (06-Oct-2026)       ||     

HOME   ଜିଲ୍ଲା

ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ପ୍ରଥମ ଆଇଆଇଏମ ଭୋବ ଏନଏଚଆରଡିଏନ ଚାପ୍ଟର ଶୁଭାରମ୍ଭ*

06-Dec-2024



 

ଭୁବେନଶ୍ୱର/ ସମ୍ବଲପୁର.(ସଂଜୀବ ପାଣିଗ୍ରାହୀ) : ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟେର ସମନ୍ୱୟକୁ ସୁଦୃଢ଼ କରିବା ପାଇଁ ଅଗ୍ରଣୀ ପଦେକ୍ଷପ ସ୍ୱରୂପ ଅନ୍ୟତମ ପ୍ରମୁଖ ମ୍ୟୋନଜେମଂଟ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଜାତୀୟ ମାନବ ସମ୍ବଳ ବିକାଶ ନେଟୱାର୍କ (ଏନ୍‌ଏଚ୍‌ଆରଡିଏନ୍‌) ସହେଯାଗେର ନୂଆଦିଲ୍ଲେୀର ଅୋୟାଜିତ ଏକ କାର୍ଯ୍ୟକ୍ରମେର ଏହାର କ୍ୟାମ୍ପସେର ଏକ ନୂତନ ଚାପ୍ଟର ପ୍ରତିଷ୍ଠା କରିବାକୁ ଘୋଷଣା କରିଛି। ଏହି ପଦେକ୍ଷପ ସହିତ ଆଇଆଇଏମ୍ ସମ୍ବଲପୁର ପ୍ରଥମ ଆଇଆଇଏମ୍ ଭୋବ ଏନ୍‌ଏଚ୍‌ଆରଡିଏନର ଏକ ଚାପ୍ଟର (ଶାଖା) ସ୍ଥାପନ କରିଛି। ଏହି ପଦେକ୍ଷପର େଉଦ୍ଦଶ୍ୟ ହେଉଛି ଭାରତେର ମାନବ ସମ୍ବଳ ବିକାଶ ଏବଂ ଚିନ୍ତାଶୀଳ ନେତୃତ୍ୱ ପାଇଁ ଏକ ପରିଦୃଶ୍ୟ ସୃଷ୍ଟି କରିବା ଏବଂ ବରିଷ୍ଠ ମାନବ ସମ୍ବଳ ପେସାଦାର, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କ ସେମତ ୨୦,୦୦୦ ସକ୍ରିୟ ସଦସ୍ୟଙ୍କୁ ନେଇ ଏକ ପ୍ଲାଟଫର୍ମ ପ୍ରଦାନ କରିବା। ତାହା ଉତ୍ସାହଜନକ ଅୋଲାଚନାକୁ ସୁଗମ କରିବ, ସେର୍ବାତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବ ଏବଂ ଦେଶେର ମାନବ ସମ୍ବଳ ଅଭ୍ୟାସର ଭବିଷ୍ୟତକୁ ଆକାର ଦେବ।

ଏହା ଗୁରୁତ୍ୱପୂର୍ଣ୍ଣ ଯେ ଜାତୀୟ ମାନବ ସମ୍ବଳ ନେଟୱାର୍କ ମାନବ ସମ୍ବଳ କ୍ଷେତ୍ରେର ଅନ୍ୟତମ ପ୍ରମୁଖ ବୃତିଗତ ସଂଗଠନ ଏବଂ ବିଭିନ୍ନ ଶିଳ୍ପେର ମାନବ ସମ୍ବଳ ଅଭ୍ୟାସ ଏବଂ ନୀତିଗୁଡ଼ିକୁ ଆକାର ଦେବୋର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସିଙ୍ଗାପୁର, ମଧ୍ୟପ୍ରାଚ୍ୟ, ନେପାଳେର ୩ଟି ଅନ୍ତର୍ଜାତୀୟ ଚାପ୍ଟର ଏବଂ ୯ଟି ଛାତ୍ର ଚାପ୍ଟର ସେମତ ଏନଏଚଆରଡିଏନର ଏହା ୫୨ତମ ଚାପ୍ଟର ହେବ। ଏହି ସହେଯାଗ ମାଧ୍ୟମେର ଆଇଆଇଏମ୍ ସମ୍ବଲପୁର ଏକ ପ୍ରମୁଖ ପରିଚାଳନା ଅନୁଷ୍ଠାନର ଶିକ୍ଷଣୀୟ କେଠାରତା ଏବଂ ଗେବଷଣା ଭିତିକ ଆଭିମୁଖ୍ୟ ସହିତ ମାନବ ସମ୍ବଳ ସମ୍ପ୍ରଦାୟର ଦକ୍ଷତାକୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛି।

ଏହି ଅବସରେର *ଆଇଆଇଏମ୍ ସମ୍ବଲପୁରର ନେିଦର୍ଶକ ପ୍ରେଫସର ମହୋଦବ ଜୟସ୍ୱାଲ କହିଛନ୍ତି* ଯେ, ‘ ଭବିଷ୍ୟତର ମାନବ ସମ୍ବଳ ଲିଡରମାନଙ୍କ ବିକାଶେର ଯୋଗଦାନ କରିବା ପାଇଁ ଆମର ମୂଳ ମୂଲ୍ୟେବାଧ ଏବଂ ମିଶନ ସହିତ ସମନ୍ୱୟ ରକ୍ଷା କରି ଜାତୀୟ ମାନବ ସମ୍ବଳ ନେଟୱର୍କିଂ ସହିତ ଆମର ସହେଯାଗିତା ମାନବ ସମ୍ବଳ ସମ୍ପ୍ରଦାୟର ବେିଶଷତାକୁ ଏକାଠି କରିବ। ଏହି ଚାପ୍ଟର ମାଧ୍ୟମେର ଅୋମ ସମସାମୟିକ ମାନବ ସମ୍ବଳ ରଣନୀତି ସହିତ ସଜ୍ଜିତ ଦୂରଦର୍ଶୀ ଲିଡରମାନଙ୍କୁ ବିକଶିତ କରିବା ଏବଂ ସହେଯାଗୀ ଗେବଷଣାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଅତ୍ୟାଧୁନିକ କାର୍ଯ୍ୟକ୍ରମ ଅୋୟାଜନ କରୁଛୁ ଯାହା ମାନବ ସମ୍ବଳ କ୍ଷେତ୍ରେର ବାସ୍ତବ ଦୁନିଆ ପ୍ରେୟାଗ ସହିତ ଶୈକ୍ଷିକ ଦୃଷ୍ଟେିକାଣକୁ ସେଂଯାଗ କରୁଛି। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବେିଶଷଜ୍ଞ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ସହେଯାଗ ଏବଂ ଉଦ୍ଭାବନ ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବା ସହିତ ଦକ୍ଷତା ବୃଦ୍ଧି ଏବଂ ବୃତିଗତ ସମ୍ପକର୍କୁ ବିସ୍ତାର କରିବା ପାଇଁ କମର୍ଶାଳା, ସେମିନାର ଏବଂ ନେଟୱାର୍କିଂ କାର୍ଯ୍ୟକ୍ରମ ଅୋୟାଜନ କରିବା।’’

କେଠାର ଗେବଷଣା, ଅନୁସନ୍ଧାନ ଏବଂ ନିରନ୍ତର ଜ୍ଞାନ ଅଜର୍ନ ମାଧ୍ୟମେର ଏହାର ଦଶର୍ନ, ପ୍ରକ୍ରିୟା ଏବଂ ପ୍ରେୟାଗଗୁଡ଼ିକର ବ୍ୟାପକ ବୁଝାମଣାକୁ ପ୍ରୋତ୍ସାହିତ କରି ମାନବ ସମ୍ବଳ ବିକାଶ (ଏଚଆରଡି)ର ତାତ୍ୱିକ ଏବଂ ବ୍ୟାବହାରିକ ଦିଗକୁ ଆଗକୁ ବଢ଼ାଇବାକୁ ଏହି କାର୍ଯ୍ୟକ୍ରମେର ପ୍ରୟାସ କରାଯିବ। ଏହାର େଉଦ୍ଦଶ୍ୟ ପେସାଦାର ଏବଂ ଅଧ୍ୟାପକମାନଙ୍କ ମଧ୍ୟେର ଉନ୍ନତ ମାନବ ସମ୍ବଳ ବିକାଶ ଜ୍ଞାନ ପ୍ରସାର କରିବା, କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ବୁଦ୍ଧି ଏବଂ ଅଭିଜ୍ଞତାର ଆଦାନ ପ୍ରଦାନକୁ ସୁଗମ କରିବା। ୩୬ ବର୍ଷ ପେୂର୍ବ ସ୍ଥାପିତ ହୋଇଥିବା ଏନଏଚଆରଡିଏନ ସ୍ୱୟଂଶାସିତ, ଅଣଲାଭକାରୀ ବୃତିଗତ ଭାବେର ପରିଚାଳିତ ହେଉଥିବା ଏକ ସଂଗଠନ। ଏହା ଭବିଷ୍ୟତ ପାଇଁ ଲିଡରମାନଙ୍କୁ ପ୍ରସ୍ତୁତ କରିବୋର ଉତେପ୍ରରକ ଭୋବ କାର୍ଯ୍ୟ କରୁଛି। ଏଥେôର ୨୦,୦୦୦ରୁ ଅଧିକ ସଦସ୍ୟ ରହିଛନ୍ତି।େ
ଜେକ ଅର୍ଗାନାେଇଜସନର ଗ୍ରୁପ୍ ଏଚ୍‌ଆର୍ ସଭାପତି ପ୍ରେମ ସିଂହ ଏନ୍‌ଏଚ୍‌ଆରଡିଏନ୍ ହୋଷ୍ଟ ଏବଂ ଲେଖକ ତଥା ବୁଦ୍ଧିଜୀବୀ ଅରୁଣ ମାଇରା ଏହି କାର୍ଯ୍ୟକ୍ରମେର ମୁଖ୍ୟ ଅତିଥି ଭୋବ ଯୋଗ ଦେଇଥେôଲ। ଏହି ଅବସରେର ହେିରା ମେୋଟାକର୍ପ ଲିମେିଟଡର ଏଚଆର ମୁଖ୍ୟ ଧର୍ମ ରକ୍ଷିତ; ସିଇଓ ତଥା ପୂବର୍ତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଅକିଲ ବୁସରାଇ; ଜିଏମ୍‌ଆର୍ ଗ୍ରୁପର ଗ୍ରୁପ ହେଡ ସିଓଇ-ଟ୍ୟୋଲଂଟ ଆକ୍ୱିଜିସନ ହରପ୍ରୀତ ଦତ, ଇଫେକାର ନେିଦ୍ଦର୍ଶକ -ଏଚଆର ଆରପି ସିଂହ; ଡିସିଏମ ଶ୍ରୀରାମର ଗ୍ରୁପ ସିଏଚଓ ସନ୍ଦୀପ ଜେିରାତ୍ରା, ମ୍ୟାକ୍ସ ଗ୍ରୁପର ସିଏଚଓ ସିମର ଦୀପ କୌର, ଡିଏସ୍ ଗ୍ରୁପର ଏଚଆର ମୁଖ୍ୟ ସିମିନ୍ ଅସ୍କରି ଓ ଇଣ୍ଡେିଗାର ଗ୍ରୁପ୍ ସିଏଚ୍‌ଆରଓ ସୁଖଜିତ ପାସ୍ରିଚା ଉପସ୍ଥିତ ଥେôଲ।

ଆଇଆଇଏମ ସମ୍ବଲପୁର-ଏନଏଚଆରଡିଏନ ଚାପ୍ଟର ପରବର୍ତୀ ପିଢ଼ିର ମାନବ ସମ୍ବଳ ଲିଡରମାନଙ୍କୁ ସମୃଦ୍ଧ କରିବା ଏବଂ ମାନବ ସମ୍ବଳ ଅଭ୍ୟାସର ସାମଗ୍ରିକ ଉନ୍ନତେିର ଯୋଗଦାନ ଦେଇ ଏକ ସ୍ଥାୟୀ ପ୍ରଭାବ ପକାଇବାକୁ ପ୍ରସ୍ତୁତ ରହିଛି। ଆଇଆଇଏମ୍ ସମ୍ବଲପୁର ଏବଂ ଏନଏଚଆରଡିଏନ୍ ମିଳିତ ଭୋବ ମାନବ ସମ୍ବଳ ବିକାଶେର ନବସୃଜନ ଏବଂ ଉତ୍କଷର୍ତାକୁ ପ୍ରୋତ୍ସାହିତ କରେିବ ଏବଂ ଶିଳ୍ପ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରେିବ। 

ଆଇଆଇଏମ୍ ସମ୍ବଲପୁରର ଦିଲ୍ଲୀ କ୍ୟାମ୍ପସର ଏମବିଏ, ୱାର୍କିଂ ପ୍ରେଫସନାଲର ଅଧ୍ୟକ୍ଷ ପ୍ରେଫସର ପୁନମ କୁମାର ଓ ଆଇଆଇଏମ୍ ସମ୍ବଲପୁରର ମୁଖ୍ୟ କେର୍ପୋରଟ୍ ରେିଲସନ୍ସ ସଞ୍ଜୟ ଶର୍ମାଙ୍କ ସେମତ ଛାତ୍ରଛାତ୍ରୀମୋନ ଉପସ୍ଥିତ ଥେôଲ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   07-Oct-2026
  ଜିଲ୍ଲା  
ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା   07-Oct-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   07-Oct-2026
  ଜିଲ୍ଲା  
ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   07-Oct-2026
  ଜିଲ୍ଲା  
ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   07-Oct-2026
  ଜିଲ୍ଲା  
_ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   07-Oct-2026
  ଜିଲ୍ଲା  
କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   07-Oct-2026
  ଜିଲ୍ଲା  
ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   07-Oct-2026

You Might Also Like