-+91-9937148622 |

prerana_bgr@rediffmail.com |

  Thursday 26th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆନ୍ତଃରାଜ୍ୟ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ    (26-Mar-2026)       ||      *ଶିଶୁ ସାହିତ୍ୟିକ, ସଂଗଠନ ପ୍ରେମୀ,ହୋମିଓପ୍ୟାଥିକ ଚିକିତ୍ସକ ଗୁରୁଚରଣ ସାହୁ ଙ୍କ ପରଲୋକ*   (26-Mar-2026)       ||      ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା    (25-Mar-2026)       ||      ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   (25-Mar-2026)       ||      ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   (25-Mar-2026)       ||      ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   (25-Mar-2026)       ||      ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   (25-Mar-2026)       ||      ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   (25-Mar-2026)       ||      ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   (25-Mar-2026)       ||      ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   (25-Mar-2026)       ||      *ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   (25-Mar-2026)       ||      ୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   (25-Mar-2026)       ||      *ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬*-   (25-Mar-2026)       ||      ଜିଲ୍ଲା ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ   (25-Mar-2026)       ||      *ଜିଲ୍ଲା ମତ୍ସ୍ୟ ଵିଭାଗ ପକ୍ଷରୁ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ*-   (25-Mar-2026)       ||      ରୋତ କଲେଜରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ସଚେତନତା ସ୍ବାସ୍ଥ୍ୟ ଶିବିର   (25-Mar-2026)       ||      ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହେଲା ହେଲ୍‌ଥ ଇନସ୍ୟୁରେନ୍ସ କଂପାନୀ   (25-Mar-2026)       ||      ବରପାଲିରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ବିଭ୍ରାନ୍ତି ସୃଷ୍ଟି ଅଭିଯୋଗରେ ବିରୋଧୀଙ୍କୁ ଘେରିଲା ବିଜେପି   (25-Mar-2026)       ||      ଜାଗ୍ରତ ବରୀ ପକ୍ଷରୁ ଦସ୍ତଖତ ଅଭିଯାନର ଶୁଭାରମ୍ଭ   (25-Mar-2026)       ||      *ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷ ରୁ ମତ୍ସ୍ୟ ଯାଆଁଳା ଚାଡ଼ିବା ଉତ୍ସବ ଅନୁଷ୍ଠିତ*   (25-Mar-2026)       ||     

HOME   ଜିଲ୍ଲା

ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ

06-Dec-2024



ବରଗଡ/ଅତାବିରା(ଆକାଶ ମିଶ୍ର): ଆଜି  ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା କଟ୍ଟରପନ୍ଥୀ ମୁସଲମାନ ମାନଙ୍କ ଅତ୍ୟାଚାର ବିରୋଧରେ ସ୍ଥାନୀୟ ନିଶାମଣି ହାଇସ୍କୁଲ ପଡ଼ିଆ,ବରଗଡ ଠାରୁ ହିନ୍ଦୁମାନଙ୍କ ଏକ ବିଶାଳ ଶୋଭା ଯାତ୍ରା ବାହାରି ପ୍ରଧାନ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଗଲା। ଜିଲାପାଳଙ୍କ କାର୍ଯ୍ୟଳୟ ଠାରେ ବିକ୍ଷୋଭ

ସଭାରେ ମହିଳା ସମିତିର ସଭାପତି ଶ୍ରୀମତୀ ହରଜିନ୍ଦର କୌର କହିଲେ ଯେ ଆଜି ଦିନ ଶିଖ ଧର୍ମର ନବମ ଗୁରୁ, ଗୁରୁତେଗ ବହାଦୁର ହିନ୍ଦୁ ଧର୍ମର ରକ୍ଷା ପାଇଁ ନିଜ ବଳିଦାନ ଦେଇଥିଲେ।ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ

ଅତ୍ୟାଚାର ବନ୍ଦ କରିବା  ପାଇଁ କେନ୍ଦ୍ର ସରକାର ଏଥିପାଇଁ ଦୃଢ଼ ପଦକ୍ଷେପ ନେଉ ବୋଲି ନିଜ ଭାଷଣ ରେ ଅନୁରୋଧ କରିଥିଲେ।ଉକ୍ତ ବିକ୍ଷୋଭ ସଭାରେ ଶ୍ରୀମତୀ ଇନ୍ଦ୍ରାଣୀ ଶତପଥୀ,ଜୟନ୍ତୀ ପ୍ରଧାନ,ସଂଗୀତା ଗୁପ୍ତା,ପଦ୍ମନୀ ପଧାନ,ସାଇ ବଳନୀ ପଣ୍ଡା ସୁଜାତା ପଣ୍ଡା, ଗୀତାଞ୍ଜଳୀ ପାଣିଗ୍ରାହୀ, ସୁଜାତା ପଧାନ ଏବଂ ଅନ୍ୟାନ୍ୟ ସଦସ୍ୟା ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆନ୍ତଃରାଜ୍ୟ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ   26-Mar-2026
  ଜିଲ୍ଲା  
*ଶିଶୁ ସାହିତ୍ୟିକ, ସଂଗଠନ ପ୍ରେମୀ,ହୋମିଓପ୍ୟାଥିକ ଚିକିତ୍ସକ ଗୁରୁଚରଣ ସାହୁ ଙ୍କ ପରଲୋକ*   26-Mar-2026
  ଜିଲ୍ଲା  
ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା   25-Mar-2026
  ଜିଲ୍ଲା  
ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   25-Mar-2026
  ଜିଲ୍ଲା  
ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   25-Mar-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   25-Mar-2026
  ଜିଲ୍ଲା  
ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   25-Mar-2026
  ଜିଲ୍ଲା  
ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   25-Mar-2026
  ଜିଲ୍ଲା  
ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   25-Mar-2026
  ଜିଲ୍ଲା  
ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   25-Mar-2026
  ଜିଲ୍ଲା  
*ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   25-Mar-2026
  ଜିଲ୍ଲା  
୨୭ ରାମନବମୀରେ ଶିବସେନା ପକ୍ଷରୁ। ଦୀପଦାନ   25-Mar-2026

You Might Also Like