-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲାର ଗୁଡଭେଲାବ୍ଲକ ଅନ୍ତର୍ଗତ ବିରାମୁଣ୍ଡା ଗ୍ରାମରେ ସ୍ବଚ୍ଛତା ହିଁ ସେବା ୨୦୨୪ ବୁଧବାର ଅନୁଷ୍ଠିତ ହୋଇ ଯାଇଛି। ସରପଞ୍ଚ ସଂଯୁକ୍ତା ପ୍ରଧାନ, ଏଡିବିଓ ଡୁଲେଶ୍ବର ଭୋଇ, ଯୋଗାଣ ସହାୟକ କ୍ଷିରୋଦ ନନ୍ଦ, ସମାଜସେବୀ ଚୁଳେଶ୍ବର ବାଗ, ଏମବିକେ, ସିଆରପି ଆଦି କର୍ମଚାରୀ, ବିଭିନ୍ନ ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ଯା ତଥା ଗ୍ରାମବାସୀ ଉପସ୍ଥିତ ରହି ପଞ୍ଚାୟତ ପରିସର ସଫା କରିବା ସହ ଗ୍ରାମରେ ଲୋକମାନଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ। ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମଣ କରିଥିଲେ।