-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ବାଲିଗୁଡା ୟୁକୋ ବ୍ୟାଙ୍କରୁ ଅଭିନଵ ଉପାୟରେ ଟଙ୍କା ହଡପ,  ମାଷ୍ଟର ମାଇଣ୍ଡ ସୁନା ଦୋକାନୀ ବଣ୍ଟି ଆଚାରୀ ଫେରାର 

15-Sep-2024



କନ୍ଧମାଳ/ବାଲିଗୁଡା:  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସହର ସ୍ଥିତ ୟୁକୋ ବ୍ୟାଙ୍କର ନିୟୋଜିତ ସୁନା ଆପ୍ରlଇଜର ବଣ୍ଟି ଆଚାରୀ ସାଜିଲେ ନିଜେ ଲୁଟେରା। ୟୁକୋ ବ୍ୟାଙ୍କ ରେ ଡୁପ୍ଲିକେଟ ସୁନl ବନ୍ଧକ ରଖି ବ୍ୟାଙ୍କରୁ ଠକିନେଲେ ଲକ୍ଷାଧିକ ଟଙ୍କା, ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବର୍ତ୍ତମାନ ଚlଞ୍ଚଲ୍ୟ ସୃଷ୍ଟି କରିଛି l ୟୁକୋ ବ୍ୟାଙ୍କ  କର୍ମଚାରୀଙ୍କ ଦାୟିତ୍ୱହୀନତା କିମ୍ବା ଏଭଳି ସୁନା କେଳେଙ୍କାରୀ ରେ ଜଡ଼ିତ ଥିବା ସନ୍ଦେହ କରାଯାଉଛି | ବର୍ତ୍ତମାନ ୟୁକୋ ବ୍ୟାଙ୍କ ଠକାମୀର ଶିକାର ହେବା ପରେ ସମସ୍ତ ବ୍ୟକ୍ତିବିଶେଷଙ୍କ ତଥ୍ୟ ସଂଗ୍ରହ କରିବାରେ ତନାଘନା ଚଳlଇଛି l ତେବେ ବାଲିଗୁଡା ୟୁକୋ ବ୍ୟାଙ୍କ ସୁନା ଆପ୍ରlଇଜର ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷ ବଣ୍ଟି ଆଚାରୀଙ୍କୁ ନିଯୁକ୍ତି କରିଥିଲେ,  ହେଲେ ବଣ୍ଟି ଆଚାରୀ ବ୍ୟାଙ୍କର ସୁନା ଅପ୍ରାଇଜର ଭାବେ ଗ୍ରାହକ ମାନଙ୍କ ସୁନାକୁ ପରଖି ବ୍ୟାଙ୍କକୁ ନିରପେକ୍ଷ ଖାଣ୍ଟି ସୁନାର ପ୍ରମାଣ ଦେବା ପରିବର୍ତ୍ତେ, ତାଙ୍କର ଦାୟିତ୍ୱ କର୍ତ୍ତବ୍ୟ ପାଳନ କରିବା ଭୁଲି ସେ  ଲୋଭର ବଶବର୍ତ୍ତୀ ହୋଇ ନିଜ ସୁନା ଦୋକାନରେ କାମ କରୁଥିବା ଯୁବକ ଯୁବତୀଙ୍କ ନାମରେ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୮୪ ଲକ୍ଷ୍ ଟଙ୍କା ଠକି ନେଇଥିବା ଖବର  ବର୍ତ୍ତମାନ ବାଲିଗୁଡ଼ା  ଅଞ୍ଚଳରେ ସହର ବଜାର, ଘରେ ଘରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିବା ଦେଖିବାକୁ ମିଳୁଛି | ବର୍ତମାନ  ଅଭିନଵ ଉପାୟରେ ସପୂର୍ଣ୍ଣ ଦିବାଲୋକରେ ବ୍ୟାଙ୍କ ରୁ ନିର୍ଭୟରେ ଥରକୁ ଥର ନକଲି ସୁନା ବ୍ୟାଙ୍କ ରେ ବନ୍ଧକ ରଖେଇ ଠକି ଚାଲିଥିବା ନାୟକ ଆଉ କେହି ନୁହଁ ବ୍ୟାଙ୍କର ସୁନା ଅପ୍ରାଇଜର ବଣ୍ଟି ଅଚାରୀ, ତା ସହିତ ତାଙ୍କର ଆଉ ଏକ କଳା କାରନାମାର କଳଙ୍କିତ  ଦ୍ୱିତୀୟ ଅଧ୍ୟ୍ୟlୟ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି l ଘଟଣାଟି ହେଲା ବାଲିଗୁଡା ସ୍ଥିତ ବଣ୍ଟି ଆଚାରୀ ମଧ୍ୟ୍ୟ ନିଜ ସୁନା ରୁପା  ଦୋକାନରେ ନକଲି ସୁନା ରୁପାର ଅଳଙ୍କାର ମାନ ବିକ୍ରୟ କରିଥିବାର ଅଭିଯୋଗ ହୋଇଛି l ସୂଚନା ଅନୁଯାଇ ଗତ ତିନ ମାସ ପୂର୍ବ୍ ଇଲେଟ୍ରି କଲୋନୀ ସାହିର ଜୈନିକ ବ୍ୟକ୍ତି ଏକ ସୁନା ହାର କିଣିବା ପାଇଁ ବଣ୍ଟି ଆଚାରୀ ଙ୍କୁ ଫୋନ୍ ପେରେ ୧ ଲକ୍ଷ୍୧୦ ହଜାର ଟଙ୍କା ଏବଂ ନଗଦ ହାତକୁ ହାତ ୭୦ ହଜାର ଟଙ୍କା ଦେଇ ଥିଲେ l କିନ୍ତୁ ବଣ୍ଟି ଆଚାରୀ ସୁନା ହାର ଦେଲେ ନାହିଁ ଗ୍ରlହକ ଜଣଙ୍କ ଦେଇ ଥିବା ଟଙ୍କା ମାଗିବାରୁ ସେ ଏକ ଲକ୍ଷ୍ୟ ୮୬ ହଜାର ଟଙ୍କାର ୟୁକ ବ୍ୟାଙ୍କର ଚେକ ଦେଇ ଥିଲେ l  ଗ୍ରlହକ ଜଣକ ବ୍ୟାଙ୍କ ରେ  ବଣ୍ଟି ଆଚାରୀ ପ୍ରଦତ୍ତ ଚେକ ଡିପୋଜିଟ କରିବl ପରେ ଉକ୍ତ ଚେକ ଟି ବାଉଁଶ ହୋଇଯାଇଥିଲା l ଏହା ପରେ ଗ୍ରlହକ ଜଣଙ୍କ ବଣ୍ଟି ଆଚlରିଙ୍କ ଦୋକାନ ଯାଇ ଟଙ୍କା ମାଗିବ ପରେ ବଣ୍ଟି ଆଚାରୀ ଏକ ଅଳଙ୍କାର ଦେଇ ଥିଲେ l ଏହା ପରେ ଗ୍ରlହକ ଜଣଙ୍କ ଏକ ସୁନା ଦୋକାନ ରେ ଉକ୍ତ ସୁନା ଅଳଙ୍କାର କୁ ଯାଞ୍ଚ କରି ତାହା ନକଲି ସୁନା ବୋଲି ଜାଣିପାରିଥିଲା ଓ ତୁରନ୍ତ ବଣ୍ଟି ଆଚାରୀ ଙ୍କ ଦୋକାନରୁ ନେଇଥିବା ଗହଣା ବିଷୟରେ ବୁଝିବାକୁ ଯାଇଥିଲେ l ହେଲେ ସୁନା ଦୋକାନୀ ବଣ୍ଟି କିନ୍ତୁ ଉକ୍ତ  ଗ୍ରାହକଙ୍କୁ ଦେଖା ଦେଇନ ଥିଲେ ଆଉ ସେହି ଦିନରୁ ଗ୍ରlହକଙ୍କୁ ବଣ୍ଟି ଧରା ଛୁଆଁ ଦେଉ ନାହାନ୍ତି  କି ନେଇଥିବା ଗହଣା ବାବଦ ଟଙ୍କା ମଧ୍ୟ୍ୟ ଫରସ୍ତ କରୁନାହାଁନ୍ତି l 

         ବାଲିଗୁଡା ସ୍ଥିତ ସୁନା ଦୋକାନୀ ବଣ୍ଟି ଅଚାରୀଙ୍କ ନକଲି ସୁନା କାରବାର ର ପର୍ଦା ଫ୍ଲାସ ହେବା ଦ୍ୱାରା ବର୍ତ୍ତମାନ  ବାଲିଗୁଡା ସମେତ ଜିଲ୍ଲାର ସମସ୍ତ ସୁନା ରୁପା ଦୋକାନ ଉପରେ ବା ସୁନା ବ୍ୟସାୟିକ କ୍ଷେତ୍ରରେ ବର୍ତ୍ତମାନ ଗ୍ରାହକ ମାନଙ୍କ ମଧ୍ୟରେ ଏକ ସଂଦେହ ର ବାତାବରଣ ଦେଖାଦେଇଛି, ଯାହାକି ଗ୍ରାହକ ଙ୍କୁ ମନରେ ସୁନା କିଣିବା କୁ ଯିବା ସମୟରେ ଏକ ଅଜଣା ଭୟ ସହିତ ସନ୍ଦେହ ରାଗିରହିବ କି ମୁଁ କିଣିବାକୁ ଯାଉଥିବା ସୁନା ଅସଲି କି ନକଲି ବୋଲି  ???  ଏମିତି ଏବେ ନନା କଳ୍ପନା ଜଳ୍ପନା ଜନସାଧାରଣ ଙ୍କୁ ମନରେ ଉଦ୍ରେକ ହେବାରେ ଲାଗିଛି | ଗ୍ରlହକ ଜଣଙ୍କ ଥାନାର ର ଆଶ୍ରୟ ନେବେ ବୋଲି ସୂଚନା ଦେଇଛନ୍ତି l ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ ବାଲିଗୁଡ଼ା ଅଞ୍ଚଳରେ ଗଢିଉଠିଥିବା ସମସ୍ତ ସୁନା ଅଳଙ୍କାର ଦୋକାନ ଗୁଡିକ ଯାଞ୍ଚ କରିବା  ସହିତ ଆୟକର ବିଭାଗ ମଧ୍ୟ୍ୟ ଉକ୍ତ ସୁନା ଅଳଙ୍କାର ଦୋକାନ ଗୁଡ଼ିକୁ ଯାଞ୍ଚ କରି କେତେ ସୁନା ଦୋକାନ ପଞ୍ଜିକୃତ ହୋଇଛି କି ନାହିଁ ତାରି ଉପରେ ଏବେ ଉପଯୁକ୍ତ ପଦକ୍ଷେପ ନେବାର ବେଳ ଆସିଛି ଏବଂ ନକଲି ସୁନା କାରବାର କରି ସର୍ବସାଧାରଣ ଙ୍କୁ ଦିବାଲୋକରେ  ଠକୁ ଥିବା ଦୋକାନ ର ଲାଇସେନ୍ସ ରଦ୍ଦ କରିବା ସହିତ ଉକ୍ତ ସୁନା ଦୋକାନ କୁ କଳା ତାଲିକା ଭୁକ୍ତ କରାଯାଇ ବଣ୍ଟି ଅଚାରୀଙ୍କ ଦୋକାନ ରୁ କିଣିଥିବା  ସମସ୍ତ ଗ୍ରାହକ ମାନଙ୍କ ସୁନାଅଳଙ୍କାର ଗୁଡ଼ିକୁ ଏକ ଅଭିଜ୍ଞ ସୁନା ଅପ୍ରାଇଜର ଦ୍ୱାରା ପୁନଃ ପରୀକ୍ଷା ନିରୀକ୍ଷା କରି ନିରୀହ ସରଳ ଉପଭୋକ୍ତା ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବା ପାଇଁ ବାଲିଗୁଡା ସହରର ବୁଦ୍ଧି ଯିବି ମହଲରେ ଦାବି ହେଉଛି ଓ ବଣ୍ଟି ଅଚାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଗଲେ ଆଗାମୀ ଦିନରେ ବାଲିଗୁଡା ସମେତ କନ୍ଧମାଳ ଜିଲ୍ଲାରେ କୌଣସି ବ୍ୟବସାୟୀ ମାନେ ଖାଉଟି କିମ୍ବା ଗ୍ରାହକ ମାନଙ୍କୁ ଆଉ ଠକିବାକୁ ସାହସ କରିବେ ନାହିଁ |  


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like