-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Sep-2024
ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ୨ ଠାରେ ପିପଲସ୍ ହୋପ ଫାଉଣ୍ଡେସନ ର ୨ୟ ବାର୍ଷିକ ଉତ୍ସବରେ ଖଡ଼ିଆଳ ର ଯୁବ ସମାଜ ସେବୀ ରାଜେଶ୍ୱର ଦର୍ଯି କୁ ସମ୍ମାନିତ କରିଛନ୍ତି ସେ ଜଣେ ବେଶ୍ ପରିଚିତ ଯୁବ ସମାଜ ସେବୀ କେବଳ ଓଡ଼ିଶା ରେ ନୁହେଁ ଓଡ଼ିଶା ର ନୂଆପଡ଼ା ବଲାଙ୍ଗୀର ଭୁବନେଶ୍ୱର କଟକ ବ୍ରହ୍ମପୁର ଭଳି ସହର ମାନଙ୍କରେ ରୋଗୀ ମାନଙ୍କୁ ରକ୍ତ ଜୋଗେଇଦେଇ ଆସୁଥିବା ବେଳେ ଓଡ଼ିଶା ବାହାରେ ଛତିଶଗଡ ର ରାୟପୂର୍ ଭଳି ସହର ମାନଙ୍କରେ ରୋଗୀ ମାନଙ୍କୁ ରକ୍ତ ଯୋଗେଇ ଆସୁଛନ୍ତି ସେହିପରି ଗରିବ ଅସହାୟ ଲୋକମାନଙ୍କ ପାଇ ମଧ୍ୟ ବହୁ ପ୍ରକାର ସାହାଯ୍ୟ କରୁଛନ୍ତି ତାଙ୍କର ଏହି ନିଃସ୍ଵାର୍ଥପର ସେବା ଭାବ କୁ ଦେଖି ଆଜି ପିପଲସ ହିପ ଫାଉଣ୍ଡେସନ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି ଆଜିର ଏହି କାର୍ଯ୍ୟକ୍ରମ ରେ ନୂଆପଡ଼ା କଳାହାଣ୍ଡି ବଲାଙ୍ଗିର ଜିଲ୍ଲା ମାନଙ୍କ ରୁ ବହୁ ସଂଖ୍ୟା ରେ ସମାଜସେବୀ ମାନେ ଯୋଗ ଦେଇଥିଲେ l