-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
19-Aug-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବୁଦ୍ଧିଆପାଲି ଏବଂ ଝାଙ୍କରପାଲି ଗ୍ରାମର ବିଦ୍ୟୁତ ଉପଭୋକ୍ତା ମାନେ ସ୍ମାର୍ଟ ମିଟର ରେ ବିଲ ଅଧିକ ଆଶୁଛି କାହିଁକି ? ବିଶିପାଲି ଗ୍ରୀଡ଼ ରେ ଘରେ ଲାଗିଥିବା ସ୍ମାର୍ଟ ମିଟର ଫେରାଇ ଦେବା ପାଇଁ ଆଣିଥିଲେ, ହେଲେ କର୍ମଚାରୀ ମାନେ ଗ୍ରାମବାସୀଙ୍କୁ ଦେଖି ବାହାରେ ଜଳୁଥିବା ଲାଇନ ବନ୍ଦ କରିଦେଲେ ଏବଂ ଗେଟ ବନ୍ଦ କରିଦେଲେ। ଗ୍ରାମବାସୀ ମାନେ ସମସ୍ତ ମିଟର ଗେଟ ସାମ୍ନାରେ ଥୋଇ ଦେଇଛନ୍ତି।