-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
ସଇଁତଳା(ନାରାୟଣ ସାହୁ): ବଲାଙ୍ଗୀର ଜିଲ୍ଲା ସଇଁତଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ 78 ତମ ସ୍ଵାଧୀନତା ଦିବସ ପାଳନ ହେଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ବ୍ୟବସାୟୀ ମଦନ ଲାଲ ଅଗ୍ରୱାଲ ଯୋଗ ଦେଇ ଜାତୀୟ ପତାକା ଉତେଳନ କରିବା ସହ ଅଭିଭାଦାନ ଗ୍ରହଣ କରି ଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେମନ୍ତ ଭୋଇ ସଭା ପରିଚାଲନା କରି ଥିବା ବେଳେ ବିଦ୍ୟାଳୟ ସମସ୍ତ ଛତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ ।