-+91-9937148622 |

prerana_bgr@rediffmail.com |

  Friday 28th August 2026 |

| | | |

R.N.I. Regd No. ODIODI/2010/46693

Breaking News

୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||      ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||      ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   (27-Aug-2026)       ||      ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।   (27-Aug-2026)       ||      ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ  ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ମୁକ୍ତ ଚିକିତ୍ସା କେନ୍ଦ୍ର   (27-Aug-2026)       ||      ଐତିହାସିକ ବାଲିଯାତ୍ରା କଟକ -୨୦୨୬ ଅୟୋଜନ ନିମନ୍ତେ ପ୍ରସାଶନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ନଭେମ୍ବର ୨୪ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏ ବର୍ଷର ବାଲିଯାତ୍ରା |   (27-Aug-2026)       ||      ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   (26-Aug-2026)       ||      ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   (26-Aug-2026)       ||      କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   (26-Aug-2026)       ||      ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   (26-Aug-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   (26-Aug-2026)       ||      ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ    (26-Aug-2026)       ||      *ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   (26-Aug-2026)       ||     

HOME   ଜିଲ୍ଲା

ଟାଙ୍କୁଆରେ ମାତିଛନ୍ତି ପ୍ଲଟିଂ ମାଫିଆ, ବେଆଇନ ପ୍ଲଟିଂରେ ନୋଟିସ ଜାରି କଲେ ସରପଞ୍ଚ

31-Dec-2020



ଜୟପୁର (ପ୍ରେରଣା ଖବର): କୋରାପୁଟ ଜିଲ୍ଲା ଟାଙ୍କୁଆ ଗ୍ରାମପଞ୍ଚାୟତରେ ମାତିଛନ୍ତି ପ୍ଲଟିଂ ମାଫିଆ। ପଞ୍ଚାୟତର ବିନା ଅନୁମତିରେ ପ୍ଲଟିଂ କରାଯାଇଥିବାରୁ ଏହାକୁ ବରୋଧ କରି ସରପଞ୍ଚଙ୍କ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଟାଙ୍କୁଆ ସରପଞ୍ଚ ମଦନ ଗାଦବା ଏନେଇ ବାଘ୍ରା, ଡିମଳା, ଟାଙ୍କୁଆ, ତରଡିପୁଟ ପରି ସ୍ଥାନରେ ପ୍ଲଟିଂ ସ୍ଥାନରେ ନୋଟିସ ମାରିଛନ୍ତି। ବିନା ଅନୁମତିରେ ମାଟି ପକାଇ କିଶମ ପରିବର୍ତ୍ତନ କରାଯାଇଥିବରୁ ପଞ୍ଚାୟତ ପକ୍ଷରୁ ଆଇନଗତ କାର୍ଯ୍ୟନୁଷ୍ଠାନ କରାଯିବାନେଇ ଏକ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି । ଦୀର୍ଘ ଦୀନ ଧରି ଚାଷୀ ଓ ଚାଷ ଜମି ଉପରେ ଜମି ମାଫିଆଙ୍କର ଲୋଲୁପଦୃଷ୍ଟି ପଡିଥିବାବେଳେ ଜୟପୁର ତହସିଲ କତ୍ତୃପକ୍ଷ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି। କୃଷିର ଉନ୍ନତି ଓ କୃଷକର ଉନ୍ନତି କହି ସରକାର ବହୁ ଜଳ ପ୍ରକଳ୍ପ ହାତକୁ ନେଇଥିବାବେଳେ ଜୟପୁର ତହଲସିର ଅପରାଗତା ହେତୁ ଏହା ଏବେ ବାଟ ହୁଡିଛି । ଅଣଜଳସେଚିତ ଜମିକୁ କୋଟି କୋଟି ଖର୍ଚ୍ଚ କରି ସରକାର ଏହାକୁ ଜଳସେଚନ ବ୍ୟବସ୍ଥା କରୁଥିବାବେଳେ ମାଟି ପକାଇ ଏହାକୁ ବନ୍ଦ କରୁଛନ୍ତି ପ୍ଲଟିଂ ମାଫିଆ। ସବୁ ନିୟମକୁ ଦଳି ଚକଟି ପ୍ଲଟିଂ ପାଇଁ ସୁବିଧାରେ କିଶମ ପରିବର୍ତ୍ତନ କରୁଥିବାରୁ ସ୍ଥାନୀୟ ସରପଞ୍ଚ ଆପତ୍ତି  ଉଠାଇଛନ୍ତି ।  ଏହାକୁ ବସବୋଯୋଗୀ କରି ରାସ୍ତା ସହ ଲାଇଟ ଲଗାଉଥିବା ଦେଖିବାକୁ ମିଳିଛି। ନିୟମ ଅନୁସାରେ ପଞ୍ଚାୟତ ଅଧୀନରେ ରହିଥିବା ଜମିକୁ ପ୍ଲଟିଂ କରିବା ପୂର୍ବରୁ ସ୍ଥାନୀୟ ସରପଞ୍ଚ ଓ ଗ୍ରାମପଞ୍ଚାୟତର ଅନୂମତି ନେବାକୁ ପଡିବ । ଏହି ଅନୁମତି ମଧ୍ୟରେ ଜଳସେଚିତ ହୋଇଛି କି ନାହିଁ, ଯଦି ଜଳସେଚିତ ହୋଇଛି ତେବେ ଜଳଉତ୍ସକୁ ବାଧ ଉପୁଜୁଛି କି ନାହିଁ ପ୍ରଥମେ ତଦନ୍ତ କରାଯିବ । ଏହାପରେ ଏହିଠାରେ ପ୍ଲଟିଂ କରିବାକୁ ଅନୁମତି ଦିଆଯିବ । କିନ୍ତୁ ଏହିଠାରେ ରହିଥିବା ଜମିକୁ ଦୁଇବର୍ଷ ତଳେ ପ୍ଲଟିଂ କରାଯାଇଥିବାବେଳେ କଟାରିପୁଟ ସବମାଇନର କେନାଲକୁ ବନ୍ଦ କରିଦିଆଯାଇଛି । ଫଳରେ ତଳମୁଣ୍ଡରେ ରହିଥିବା ଜମିକୁ ମାଡୁନି ପାଣି । ଗତ ଦୁଇବର୍ଷ ହେବ ଏହି ଅଞ୍ଚଳରେ ଧାନ ଭଲ ହେଉ ନ ଥିବା ଜଣାପଡିଛି । ଏହି ଅଞ୍ଚଳରେ ୨୨୬/୧୯୭ରେ ୫ ଏକର, ୨୭/୧୯୫/୨୭୯,୨୫/୨୭୭,୨୪/୨୭୬,୩୧/୨୭୫ ଖାତା ନମ୍ବରରେ ରହିଥିବା ଜମରେ ପ୍ଲଟିଂ ମାଫିଆ ମାଟି ଭର୍ତ୍ତି କରିଦେବାରୁ ତଳମୁଣ୍ଡକୁ ଯାଉନି ପାଣି । ଏହି ସମସ୍ତ ଜମି ଉଭୟ ଖରିଫ ଓ ରବି ପାଇଁ ପାଣି ଯୋଗାଣ ବ୍ୟବସ୍ଥା ରହିଥିବାବେଳେ ଏହାକୁ କିପରି ପ୍ଲଟିଂ କରାଗଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ୨୦୦୬ରେ ରାଜ୍ୟ ସରକାରଙ୍କର ଏକ ଚିଠି  ଅନୁସାରେ ବିନା ଉପଯୁକ୍ତ କାରଣ ଦର୍ଶାଇ ଜମିର କିଶମ ପରିବର୍ତ୍ତନ କରିପାରିବେ । କିନ୍ତୁ ଏହି କ୍ଷେତ୍ରରେ ସବୁ ନିୟମକୁ ଉଲଙ୍ଘନ କରାଯାଇଛି । ତିନିବର୍ଷ ଯଦି ଚାଷ ହୋଇ ନ ଥିବ ତେବେ ଜମିର କିଶମ ପରିବର୍ତ୍ତନ କରିହେବ । ୨୦୨୮ ମସିହାର ସରକାରୀ ନିୟମ ଅନୁସାରେ ଏହି ଜମିରେ ମାଟି ଭରିବାକୁ ପଞ୍ଚାୟତର  ଅନୁମତି ନେବାକୁ ପଡିବ । କିନ୍ତୁ ଟାଙ୍କୁଆ ପଞ୍ଚାୟତର ୫ଟି ପ୍ଲଟିଂସ୍ଥଳରେ ଏହି ନିୟମକୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଓ ସରପଞ୍ଚଙ୍କୁ ବହୁବାର ବହୁ ସଂଗଠନ ପକ୍ଷରୁ ଦାବି କରାଯାଇଥିବାବେଳେ କୌଣସି ସୁଫଳ ମିଳିପାରିନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   28-Aug-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   28-Aug-2026
  ଜିଲ୍ଲା  
କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   28-Aug-2026
  ଜିଲ୍ଲା  
*ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   27-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   27-Aug-2026
  ଜିଲ୍ଲା  
ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   27-Aug-2026
  ଜିଲ୍ଲା  
ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   27-Aug-2026
  ଜିଲ୍ଲା  
ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌   27-Aug-2026
  ରାଜ୍ୟ  
ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   27-Aug-2026
  ରାଜ୍ୟ  
ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   27-Aug-2026
  ଜିଲ୍ଲା  
ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।   27-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ  ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ମୁକ୍ତ ଚିକିତ୍ସା କେନ୍ଦ୍ର   27-Aug-2026

You Might Also Like