-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
27-Jul-2024
କଣ୍ଟାମାଳ(ଜୟ କୁମାର ମହାରଣା): କଣ୍ଟାମାଳ ଠାରେ ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତ୍ରିରଙ୍ଗା ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l
ଜ଼ିଲ୍ଲା ୟୁବ ମୋର୍ଚା ସଭାପତି ଅଟଳ ପ୍ରଧାନ ଙ୍କ ନେତୃତ୍ୱରେ କାର୍ଗିଲ ଯୁଦ୍ଧ ର ବୀର ଯବାନ ସହିଦଙ୍କର ସମ୍ମାନ ରେ ଦୀପ ପ୍ରଜ୍ୟୋଳନ ସହିତ ମଶାଲ ଶୋଭାଯାତ୍ରା ଗିଗୋବର୍ଧନ ମନ୍ଦିର
ଠାରୁ କଲୋରାକୋଠା କାଳୀ ମଣ୍ଡପ ପର୍ଯ୍ୟନ୍ତ ହୋଇଥିଲା! ଶୋଭାଯାତ୍ରା ପୂର୍ବରୁ ବୀର ସେନାନୀ ଶ୍ରୀ ମହେନ୍ଦ୍ର କୁମାର ସାହୁଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇ ଥିଲା!ଏହି କାଯ୍ୟକ୍ରମ ରେ ଜ଼ିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି,ମଣ୍ଡଳ ସଭାପତି ପିନାୟକ ରଣା, ଅନିଲ ପ୍ରଧାନ, ଦମ୍ଭରୁ ଧର କ ହଁର ଶିବ ଚାଉଳିଆ, ରାଜୀବ ମିଶ୍ର, ଯଯାତି ପ୍ରଧାନ, ସରୋଜ ପ୍ରଧାନ, ଶୁକ ପ୍ରଧାନ, ତ୍ରିଦେବ ନାୟକ, ମଧୁସୂଦନ ସାଲମା, ମଧୁସୂଦନ ନାୟକ, ଠାକୁର ନାୟକ, ସୁଶୀଲ ପୁରୋହିତ, ଦିବ୍ୟ ମହାକୁଡ଼ଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ଥିଲେ!