-+91-9937148622 |

prerana_bgr@rediffmail.com |

  Sunday 26th April 2026 |

| | | |

R.N.I. Regd No. ODIODI/2010/46693

Breaking News

ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ    (26-Apr-2026)       ||      ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   (26-Apr-2026)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ ସମାରୋହ ♦️ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ    (26-Apr-2026)       ||      *ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ, ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ*   (26-Apr-2026)       ||      *ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ* *ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା*   (26-Apr-2026)       ||      କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ    (26-Apr-2026)       ||      ଜନ ଆକ୍ରୋଶ ମହିଳା ସମାବେଶ    (26-Apr-2026)       ||      *ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ*   (26-Apr-2026)       ||      ନୂଆଁବନ୍ଧରେ ବାଇପାସ୍ ଡ୍ରେନେଜ୍ କାମ ବନ୍ଦ ଦାବୀ *ସହରରେ ନୂତନ ସ୍ୱରେଜ ବ୍ୟବସ୍ଥା ଦାବୀ*   (26-Apr-2026)       ||      ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   (26-Apr-2026)       ||       ମାଟି ମୁଠେ ମଧ୍ୟ ନ ପଡ଼ି ୮ଲକ୍ଷ ଟଙ୍କାର ହୋଇଛି ବିଲ୍ ♦️ ଦାଇତ୍ୱ ଥିବା ଅଧିକାରୀଙ୍କ ବିରୋଧରେ ଉଠିଛି କାର୍ଯ୍ୟାନୁଷ୍ଠାନ ଦାବି    (26-Apr-2026)       ||      ବାଲିଗୁଡ଼ା ବନଖଣ୍ଡରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଗଲା   (26-Apr-2026)       ||      ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ପବିତ୍ର ସୀତା ନବମୀ ଉତ୍ସବ ଅନୁଷ୍ଠିତ   (26-Apr-2026)       ||      ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ସୁନ୍ଦରଗଡ଼ ଜିଲ୍ଲା ପୁରସ୍କୃତ   (26-Apr-2026)       ||      କଟକରେ ବିଶ୍ୱ ପ୍ରାଣିଚିକିତ୍ସା ଦିବସ ପାଳିତ : କ୍ଲଷ୍ଟର ଆଧାରିତ ପ୍ରାଣିପାଳନ ଉପରେ ଗୁରୁତ୍ବ    (25-Apr-2026)       ||      କଂଗ୍ରେସ ବହୁପୂର୍ବରୁ ମହିଳାଙ୍କୁ ପ୍ରଧାନମନ୍ତ୍ରୀ,ବାଚସ୍ପତି ଓ ରାଷ୍ଟ୍ରପତି ପଦ ଦେଇସାରିଛି-କୁକୁସିଂ   (25-Apr-2026)       ||      କଟକରେ ଗ୍ୟାସ ସିଲିଣ୍ଡର ର ନକଲି କାରବାରର ଆଡ୍ଡା ଉପରେ ମାଡି ବସିଲା ପୋଲିସ    (25-Apr-2026)       ||      ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Apr-2026)       ||      ପୂର୍ବତନ ଅଧ୍ୟକ୍ଷ ପ୍ରଶନ୍ନ ଛୋଟରାୟ ଙ୍କ ବିୟୋଗରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଶୋକସଭା   (25-Apr-2026)       ||      ବରପାଲି ପଡ଼ା(ଭାଗବତ ମନ୍ଦିର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (25-Apr-2026)       ||     

HOME   ଜିଲ୍ଲା

ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

27-Jul-2024



ଅଦ୍ୟ ତା.27.07.2024 ରିଖ ଶନିବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ପଣ୍ଡକିଟାଲରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ଵାରା 50 ଟି ବୃକ୍ଷ ରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ସୋନପୁର ସମଗ୍ରଶିକ୍ଷା pedagogy coordinator ଡ. ଅକ୍ଷୟ ସାହୁ, ଡୁଙ୍ଗୁରିପାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଞ୍ଜାଲୁ ମିର୍ଦ୍ଧା, ଶ୍ରୀ ଜଗତ ମଲ୍ଲିକ, ମାୟବର୍ହା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜୟ ଶ୍ରୀରାମ ସିକନ୍ଦର, ଚିନାଯୁରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ରମେଶ କୁମାର ଭୋଇ, ଇଚ୍ଛାପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁ, SMC ସଭାପତି ସତ୍ୟନାରାୟଣ ପଧାନ, ଉପସଭାପତି ଜାହ୍ନବୀ ବିଶ୍ଵାଳ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ  40 ଜଣ ମାଁ ଯୋଗଦେଇ ଥିଲେ ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହେମ ସାଗର ବାଗ ଏବଂ ରାଜ୍ୟ ପୁରସ୍କାର ପ୍ରାପ୍ତ ବୃକ୍ଷ ରୋପଣ ଉପଦେଷ୍ଟା ବଳିଷ୍ଠ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ର ଶିକ୍ଷକ ପ୍ରମୋଦ ବାରିକ, ରୀତା ମେହେର, ଜାହ୍ନବୀ ଭୋଇ, ଦେବରାଜ ଭୋଇ, ଅଶ୍ଵିନୀ ପଧାନ, PTI ସାନନ୍ଦ ବାରିକ, ସମାଜ ସେବୀ ବଳରାମ ବାଗ ପ୍ରମୁଖ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ   26-Apr-2026
  ଜିଲ୍ଲା  
ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   26-Apr-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ ସମାରୋହ ♦️ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ   26-Apr-2026
  ଜିଲ୍ଲା  
*ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ, ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ*   26-Apr-2026
  ଜିଲ୍ଲା  
*ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ* *ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା*   26-Apr-2026
  ଜିଲ୍ଲା  
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ   26-Apr-2026
  ଜିଲ୍ଲା  
ଜନ ଆକ୍ରୋଶ ମହିଳା ସମାବେଶ   26-Apr-2026
  ଜିଲ୍ଲା  
*ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ*   26-Apr-2026
  ଜିଲ୍ଲା  
ନୂଆଁବନ୍ଧରେ ବାଇପାସ୍ ଡ୍ରେନେଜ୍ କାମ ବନ୍ଦ ଦାବୀ *ସହରରେ ନୂତନ ସ୍ୱରେଜ ବ୍ୟବସ୍ଥା ଦାବୀ*   26-Apr-2026
  ଜିଲ୍ଲା  
ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   26-Apr-2026
  ରାଜ୍ୟ  
 ମାଟି ମୁଠେ ମଧ୍ୟ ନ ପଡ଼ି ୮ଲକ୍ଷ ଟଙ୍କାର ହୋଇଛି ବିଲ୍ ♦️ ଦାଇତ୍ୱ ଥିବା ଅଧିକାରୀଙ୍କ ବିରୋଧରେ ଉଠିଛି କାର୍ଯ୍ୟାନୁଷ୍ଠାନ ଦାବି    26-Apr-2026
  ଜିଲ୍ଲା  
ବାଲିଗୁଡ଼ା ବନଖଣ୍ଡରୁ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ କାଠ ଗଲା   26-Apr-2026

You Might Also Like