-+91-9937148622 |

prerana_bgr@rediffmail.com |

  Tuesday 28th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   (28-Apr-2026)       ||      ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      (28-Apr-2026)       ||      ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   (28-Apr-2026)       ||      Qwert   (28-Apr-2026)       ||      Jk   (28-Apr-2026)       ||      କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼    (28-Apr-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   (28-Apr-2026)       ||      *ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   (28-Apr-2026)       ||      ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   (28-Apr-2026)       ||      ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (28-Apr-2026)       ||      ସିଲ୍ ହେଲା ବେଆଇନ ବାଲି ଘାଟ   (28-Apr-2026)       ||      ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   (28-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ♦️ ମହାକାଳୀ ୱାରିଅର୍ସ ଚମ୍ପିୟାନ୍, ସ୍କାୟ ଲିଜେଣ୍ଡ ରନର୍ସ ଅପ୍   (28-Apr-2026)       ||      ଶାଖା କେନାଲ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ ପାଇଁ ଦାବି   (27-Apr-2026)       ||      ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୯ରେ    (27-Apr-2026)       ||      ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ କମିଟିର ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି   (27-Apr-2026)       ||      ବଲାଙ୍ଗୀର ଜିଲ୍ଲାର ବୋହୂ ଡ. ସଂଗୀତା ମିଶ୍ରଙ୍କୁ ରାଜ୍ୟସ୍ତରୀୟ ସମ୍ମାନ    (27-Apr-2026)       ||      ଦୁଇ ନେତାଙ୍କ ଏହି ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି    (27-Apr-2026)       ||      ରାଣ୍ଡିମହୁଲ ଛପନ ପ୍ରହାର ନାମଯଜ୍ଞର ଚତୁର୍ଥ ଦିବସ    (27-Apr-2026)       ||      ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (27-Apr-2026)       ||     

HOME   ରାଜ୍ୟ

ବଳୀ ପୀଠରେ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଶ୍ରଦ୍ଧାଂଜଳି

26-Jul-2024



କଟକ : ବିଶିଷ୍ଟ ଶ୍ରମିକ ନେତା ଭୂତପୂର୍ବ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ଦ୍ୱିତୀୟ ବାର୍ଷିକ ପୁଣ୍ୟ ତିଥିରେ ବୟାଳିଶମୌଜ଼ା ଚାନ୍ଦୁଲି ବଳିବାମନ ପୀଠ ପ୍ରତିମୂର୍ତ୍ତିରେ ଭକ୍ତିପୂତ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି ।  କାର୍ଯ୍ୟକ୍ରମରେ ସମାଜସେଵୀ ଶେଷ ଦେବ ପାତ୍ର,୪୨ ମୌଜ଼ା ବିକାଶ ପରିଷଦ ସଂପାଦକ ନାଟ୍ୟକାର ସନ୍ତୋଷ କୁମାର ପତି,ଯୁବନେତା ଉଦୟ ରାଉଳ,କୂଳସରିଚୁଆଁ ପଞ୍ଚାୟତ ସରପଞ୍ଚ ବନମାଳୀ ବିହାରୀ,ସମିତି ସଭ୍ୟ ଦିଲୀପ ବିହାରୀ,ସୁକଦେଵ ପଟ୍ଟନାୟକ, ବିମଳ ମହାପାତ୍ର,ବିକ୍ରମ କିଶୋର ପତି,ଦୁର୍ଗାପ୍ରସାଦ ପତି, ଶିକ୍ଷାବିତ୍ ପବିତ୍ର କୁମାର ପ୍ରଧାନ,ପୂର୍ବତନ ସମିତି ସଭ୍ୟ ମୋହନୀ ସାମଲ,ବୁଲୁ ରାଉଳ,ଗିରିଧାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଗତ ବର୍ଷ ପ୍ରଥମ ପୁଣ୍ୟ ତିଥିରେ ବଳି ବାମନ ପୀଠରେ ପଦ୍ମଶ୍ରୀ ପୂଜ୍ୟପାଦ ବାବା ବଳିଆଙ୍କ ଉପସ୍ଥିତରେ ସ୍ୱର୍ଗତ ରାଜୁ ସିଂଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ହରେରାମ ହରେକୃଷ୍ଣ ଧ୍ବନି ରେ କମ୍ପିଲା ନବରଙ୍ଗପୁର ମାଟି*   28-Apr-2026
  ଜିଲ୍ଲା  
ଭରସୁଜା ପଂଚାୟତ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ      28-Apr-2026
  ଜିଲ୍ଲା  
ଜୟନ୍ତୀଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ହେବ ସାଧାରଣ ଜନତାଙ୍କ ସ୍ୱର- ନରସିଂହ   28-Apr-2026
Qwert   28-Apr-2026
Jk   28-Apr-2026
  ଜିଲ୍ଲା  
କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼   28-Apr-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପଳିତ   28-Apr-2026
  ଜିଲ୍ଲା  
*ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-   28-Apr-2026
  ଜିଲ୍ଲା  
ପ୍ରାକୃତିକ ସନ୍ଦର୍ଯ୍ୟର ଗନ୍ତାଘର ବିଖ୍ୟାତ ଶୈବପୀଠ କେଲିଆ""   28-Apr-2026
  ଜିଲ୍ଲା  
ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   28-Apr-2026
  ଜିଲ୍ଲା  
ସିଲ୍ ହେଲା ବେଆଇନ ବାଲି ଘାଟ   28-Apr-2026
  ଜିଲ୍ଲା  
ଦେଓଗାଁ ବ୍ଲକରେ ଆଇନ ସଚେତନତା ଶିବିର ଅନୁଷ୍ଠିତ   28-Apr-2026

You Might Also Like