-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ର ଶ୍ରେଷ୍ଠ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସବୁବେଳେ ଜନତାଙ୍କ ସହ ରହି ଚର୍ଚ୍ଚା ସାଉଣ୍ଡି ବାରେ ଲାଗିଛନ୍ତି। ବିଧାୟକ ହେବେତ ଏମିତି। ୧୨ ମାସରେ ୧୩ ପର୍ବ ଭଳି ବିଧାୟକ ମଧ୍ୟ ପ୍ରତି ମାସରେ ଜନତାଙ୍କ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଲାଗିଥାନ୍ତି। ଟିକିଏ ସମୟ ପାଇଗଲେ ସେ ଘରେ ବିଶ୍ରାମ ନ କରି ଦିନରାତି ଜନତାଙ୍କ ସେବାରେ ବାହାରି ପଡନ୍ତି। ଚାଷ କାମ ଆରମ୍ବ ହେଲେ ନିଜ ନିର୍ବାଚନ ମଣ୍ଡଳୀର ଉପାନ୍ତ ଗ୍ରାମ ଗୁଡ଼ିକକୁ ଯାଇ ମହିଳା ମାନଙ୍କୁ ଜମିରେ ଧାନ ରୁଆ କରୁଥିବା ବେଳେ ହାଜର ହୋଇ ଯାଇଥାନ୍ତି।ଆଜି ଡାବୁଗାଁ ନିର୍ବାଚନ ମଣ୍ଡଳୀର କୋଷାଗୁମଡା ଏଵଂ ପାପଡାହାଣ୍ଡି ବ୍ଲକର ବିଭିନ୍ନ ଗ୍ରାମର ଚାଷ ଜମିରେ କାମ କରୁଥିବା ମହିଳା ମାନଙ୍କୁ ଜୋରିପାଲ, ବେଗ, ଚା,ସହ ଶୁଖିଲା ଖାଦ୍ୟସମଗ୍ରୀ ବାଣ୍ଟିଲେ।ଆଜି ଦିନକ ମଧ୍ୟରେ ନିଜସ୍ୱ ପଇସାରେ ତିନି ହଜାର ରୁ ଉର୍ଦ୍ଧ ଜରିପାଲ ଏଵଂ ବେଗ୍ ବାଣ୍ଟିଲେ ଡାବୁଗାଁ ଲୋକପ୍ରିୟ ବିଧାୟକ
ବିଧାୟକ ଙ୍କ ମହାନତା,,,,,
-ଦିନକ ମଧ୍ୟରେ ନିଜସ୍ୱ ପଇସାରେ ତିନି ହଜାର ରୁ ଉର୍ଦ୍ଧ ଜରିପାଲ ଏଵଂ ବେଗ୍ ବାଣ୍ଟିଲେ ଡାବୁଗାଁ ଲୋକପ୍ରିୟ ବିଧାୟକ*