-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ୩୫୩ ନମ୍ୱର୍ ଜାତୀୟ ରାଜପଥ କେନାଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ବନ୍ୟପ୍ରାଣୀ ହେଟା ବାଘ ର ମୃତ୍ୟୁ ହୋଇଅଛି। ଗ୍ରାମବାସୀ ମାନେ ଆଜି ସକାଳୁ ଦେଖି ଥିବା ବେଳେ ବନ୍ ବିଭାଗ କୁ ସୂଚନା ଦେଇଚନ୍ତି। ଘଟଣା ସ୍ଥଳରେ ଖଡିଆଳ ବନ୍ ବିଭାଗ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ଶବ କୁ ପୋତିବା ବ୍ୟବସ୍ଥା କରିବା ପ୍ରକାଶ କରିଛନ୍ତି।