-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
06-Jun-2024
ବଲାଙ୍ଗିର (ପ୍ରେରଣା ଖବର ): ଶିଳ୍ପାୟନ,ଜଙ୍ଗଲ କ୍ଷୟ ଯୋଗୁଁ ସବୁଜ ବଳୟ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି l ଏକଦା ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳ ଗୁଡ଼ିକ ଏବେ ପଦl ହେବାରେ ବସିଲାଣି l ପରିବେଶ ପ୍ରଦୂଷଣ ର ଏହି ବିଷମ ପରିସ୍ଥିତି ଏବେ ମଣିଷ ସାମାଜ ପ୍ରତି ବିପଦ ସୃଷ୍ଟି କରିଛି l ଆମ ପରିବେଶ ଓ ମଣିଷ ସମାଜକୁ ମରଣ ମୁହଁରୁ ବଞ୍ଚାଇବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ l