-+91-9937148622 |

prerana_bgr@rediffmail.com |

  Monday 27th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (27-Apr-2026)       ||      ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ    (27-Apr-2026)       ||      ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ    (27-Apr-2026)       ||      ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି    (27-Apr-2026)       ||      ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ    (27-Apr-2026)       ||      କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   (27-Apr-2026)       ||      ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   (27-Apr-2026)       ||      ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   (27-Apr-2026)       ||      “ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   (27-Apr-2026)       ||      ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   (27-Apr-2026)       ||      ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   (27-Apr-2026)       ||      ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   (26-Apr-2026)       ||      ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   (26-Apr-2026)       ||      ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ    (26-Apr-2026)       ||      ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   (26-Apr-2026)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ ସମାରୋହ ♦️ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ    (26-Apr-2026)       ||      *ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ, ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ*   (26-Apr-2026)       ||      *ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ* *ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା*   (26-Apr-2026)       ||      କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ    (26-Apr-2026)       ||      ଜନ ଆକ୍ରୋଶ ମହିଳା ସମାବେଶ    (26-Apr-2026)       ||     

HOME   ଜିଲ୍ଲା

ସାଲେପାଲି ଓ ବ୍ରାହ୍ମଣପଡାରେ କଳିକେଶଙ୍କ ନିର୍ବାଚନୀ ପ୍ରଚାର, ଘରଭାଙ୍ଗୁ ନେତାଙ୍କୁ ଭୋଟନଦେବାକୁ ମହିଳାଙ୍କ ଆହ୍ୱାନ

08-May-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀରରେ ନିର୍ବାଚନୀପ୍ରଚାର ଯୋରଧରୁଛି । ଶାସକ ବିଜେଡିଦଳ ପକ୍ଷରୁ ମାଇକ୍ରୋ ଲେବେଲକୁ ଯାଇ ପ୍ରଚାରକାମ ଚାଲିଛି । ଗତ କିଛିଦିନ ହେଲା ବଲାଙ୍ଗୀର ସହରର ୱାର୍ଡୱାରୀ ପ୍ରଚାର ଚାଲିଛି ।

ପ୍ରତିଦିନ ସଂଧ୍ୟାରେ ସହରର କୌଣସି ନା କୌଣସି ପଡାରେ ବଡବଡ ସଭା କରାଯାଇ ପ୍ରଚାରକୁ ଆହୁରି ଯୋର କରାଯାଉଛି । ତେବେ ମଙ୍ଗଳବାର ଦିନ ସଂଧ୍ୟାରେ ବଲାଙ୍ଗୀର ସହରର ୱାର୍ଡନମ୍ବର ୧୮ର ସାଲେପାଲି  ଓ ୱାର୍ଡନମ୍ବର ୮ର ବ୍ରାହ୍ମଣପଡାଠାରେ ଦୁଇଟି ବଡ ସମାବେଶ କରାଯାଇଥିଲା ।ଏଥିରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ, ସାଂସଦ ପ୍ରାର୍ଥି ସୁରେନ୍ଦ୍ର କୁମାର ସିଂଭୋଇ ଯୋଗଦେଇ ବିଜେଡି ସପକ୍ଷରେ ଭୋଟ ଭିକ୍ଷା କରିଥିଲା । ତେବେ ଏହି ସବୁ ବୈଠକରେ ସବୁଠୁ ବଡକଥା ଥିଲା 

ଘରଭାଙ୍ଗୁ ନେତାଙ୍କୁ ଭୋଟ ନଦେବାକୁ ମହିଳାମାନେ ଆହ୍ୱାନ ଦେଇଥିଲେ । ସାଲେପାଲିରେ ପୌରାଧ୍ୟକ୍ଷା ଲିକା ସାହୁ ବିରୋଧିଦଳର ବିଧାୟକଙ୍କୁ ଟାର୍ଗେଟ କରିଥିବା ବେଳେ ବ୍ରାହ୍ମଣପଡାରେ ପୂର୍ବତନ କାଉନସିଲର ମମତା ଜେନା ଓ ବର୍ତ୍ତମାନର କାଉନସିଲର ନନ୍ଦିନୀ ପୋଢ ଟାର୍ଗେଟ କରି ବଲାଙ୍ଗୀରରେ ଗରୀବ ଲୋକଙ୍କ ଘର ଭଙ୍ଗାଇଥିବା ବିଧାୟକ ତଥା ତାଙ୍କ ଦଳକୁ ଭୋଟବେଳେ ଉଚିତ ଶିକ୍ଷାଦେବାକୁ ଉପସ୍ଥିତ ମହିଳାଙ୍କୁ ଆହ୍ୱାନ କରିଥିଲେ । ଗତ କରୋନା ସମୟରେ ବଲାଙ୍ଗୀରରେ ନିର୍ବାଚିତ କାଉନସିଲ ନଥିବା ସମୟରେ ବଲାଙ୍ଗୀରର ଜନବିରୋଧି ବିଧାୟକ ପ୍ରଶାସନକୁ ଚାପ ପକାଇ ବିକାଶ ନାଁରେ ଗରୀବଙ୍କ ଘରଭଙ୍ଗାଇ ବିନାଶ କରାଇଥିଲେ । ସେତେବେଳେ ଗରୀବ ଲୋକମାନେ ବିଧାୟକଙ୍କ ଘରକୁ ଗୁହାରୀ ପାଇଁ ଯାଇଥିଲେ ହେଁ ସେମାନେ ସରକାରୀ ଜମିରେ କାହିଁକି ଘର କରୁଥିଲେ ବୋଲି ଓଲଟା ପ୍ରଶ୍ନ ପଚାରି ଘରୁ ନୀରାଶ କରି ଫେରାଇ ଦେଇଥିଲେ ବୋଲି ପୂର୍ବତନ କାଉନସିଲର ମମତା ଜେନା କହିଥିଲେ । ତେବେ ସେହି ସମୟରେ ଗରୀବଙ୍କ ସାଙ୍ଗରେ କଳିକେଶ ନାରାୟଣ ସିଂଦେଓ ଛିଡା ହୋଇଥିଲେ ଓ ଗରୀବଙ୍କୁ ଜମିଦେଇ ଥଇଥାନ କରାଇଥିଲେ । ତେଣୁ ଏଭଳି ଘରଭାଙ୍ଗୁ ନେତାଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ମମତା ଜେନା ଆହ୍ୱାନ ଦେଇଥିଲେ । ବ୍ରାହ୍ମଣପଡା କାର୍ଯ୍ୟକ୍ରମରେ ବିଜେଡି ନଗରସଭାପତି ଶମ୍ଭୁଭୂଷଣ ନାଗ ସଭାପତିତ୍ୱ ଓ ସଂଯୋଜନା କରିଥିବା ବେଳେ  ୱାର୍ଡନମ୍ବର ୮ର ବରିଷ୍ଠନାଗରିକ ଉପେନ୍ଦ୍ର କୁମାର

ସିଂଦେଓ, ଯୁବନେତା ବିଧୁଭୂଷଣ ତ୍ରୀପାଠୀ, ପୌରାଧ୍ୟକ୍ଷା ଲିକା ସାହୁ ଓ ପୂର୍ବତନ ପୌରଉପାଧ୍ୟକ୍ଷା ଲିପିଶ୍ରୀ ସାଏ ମଞ୍ଚାସୀନ ହୋଇ ବିଜେଡି ସପକ୍ଷରେ ଭୋଟ ମାଗିଥିଲେ । ସେହିପରି ସାଲେପାଲି ମିଟିଂରେ ସୁରେନ୍ଦ୍ର ସିଂଭୋଇ, କଳିକେଶ ନାରାୟଣ ସିଂଦେଓ, କଳିକେଶଙ୍କ ପତ୍ନୀ ମେଘନାରାଣା ସିଂଦେଓ, କାଉନସିଲର ଗଙ୍ଗାଧର ଚାନ୍ଦ, ସନ୍ତୋଷ ସାହୁଙ୍କ ସମେତ ୩ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାରେ ମହିଳା/ପୁରୁଷ ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   27-Apr-2026
  ଜିଲ୍ଲା  
ଜନଗଣନା କାର୍ଯ୍ୟରେ ନିୟୋଜିତ ଗଣନାକାରୀମାନଙ୍କ ମନୋବଳ ବୃଦ୍ଧି କଲେ ଜିଲ୍ଲାପାଳ   27-Apr-2026
  ରାଜ୍ୟ  
ଡହ ଡହ ଖରାରେ ଲୋକଙ୍କ ତୃଷା ମେଣ୍ଟାଇବାକୁ ଆସିଲା ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ♦️ ପୁରୁଣା ବସଷ୍ଟାଣ୍ଡ ନିକଟରେ ଜଳଛତ୍ର ଉଦଘାଟିତ   27-Apr-2026
  ଜିଲ୍ଲା  
ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି   27-Apr-2026
  ଜିଲ୍ଲା  
ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ   27-Apr-2026
  ଜିଲ୍ଲା  
କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   27-Apr-2026
  ଜିଲ୍ଲା  
ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   27-Apr-2026
  ଜିଲ୍ଲା  
ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   27-Apr-2026
  ଜିଲ୍ଲା  
“ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   27-Apr-2026
  ଜିଲ୍ଲା  
ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   27-Apr-2026
  ଜିଲ୍ଲା  
ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   27-Apr-2026
  ଜିଲ୍ଲା  
ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   26-Apr-2026

You Might Also Like