-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||     

HOME   ରାଜନୀତି

ବଲ୍ଲୁଭାଇ(ବଳରାମ ସିଂଯାଦବ)ଙ୍କ ନାମାଙ୍କନପତ୍ର ଦାଖଲ ସାଂସଦସଂଗୀତାଙ୍କ ମନମାନୀକୁ ନେଇ ଜନଅସନ୍ତୋଷ ରହିଛି-ବଳରାମ

04-May-2024



ବଲାଙ୍ଗିର: ବଲାଙ୍ଗୀରର ବହୁଚର୍ଚ୍ଚିତ ବଲ୍ଲୁଭାଇ(ବଳରାମ ସିଂଯାଦବ) ବଲାଙ୍ଗୀର ଲୋକସଭାନିର୍ବାଚନମଣ୍ଡଳିର ସ୍ୱାଧିନପ୍ରାର୍ଥି ଭାବରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ବହୁବର୍ଷ ହେଲା ବିଜେପିଦଳରେ ରହିଅସସିଛନ୍ତି । ଚଳିତଥର ସେ ଭାଜପାଦଳରୁ ଲୋକସଭା ପ୍ରାର୍ଥି ହେବାକୁ ଆବେଦନ କରିଥିଲେ । କିନ୍ତୁ ଭାଜପାଦଳ ସାଂସଦ ଥିବା ସଂଗୀତାକୁମାରୀ ସିଂଦେଓଙ୍କୁ ଦଳୀୟଟିକେଟ ଦେଇଛି । ଫଳରେ ବଳରାମ ତାଙ୍କ ସମର୍ଥକମାନଙ୍କ ନିସ୍ପତ୍ତିକ୍ରମେ ସ୍ୱାଧିନପ୍ରାର୍ଥି ଭାବରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଗତ ୧ ତାରିଖରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୨ତାରିଖରେ ଏକ ବିଶାଳ ଶୋଭାଯାତ୍ରା କରି ତାଙ୍କର ଶକ୍ତିପ୍ରଦର୍ଶନ କରିଛନ୍ତି । ପ୍ରାୟ ୭ହଜାରରୁ ଅଧିକ ସମର୍ଥକଙ୍କୁ ନେଇ ବଲାଙ୍ଗୀର ସହରରେ ଏକ ଶୋଭାଯାତ୍ରା କରି ଶକ୍ତିପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ,ଦେଶରେ ମୋଦୀ ଲହର ଚାଲିଥିବା ବେଳେ ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ସଂଗୀତାବିରୋଧି ହାୱା ବହୁଛି । ସାଂସଦ ଥିବା ସଂଗୀତାକୁମାରୀ ସିଂଦେଓ ଦଳରେ ମନମାନୀ ଚଳାଇଥିବା ଓ ଅଞ୍ଚଳରେ କୌଣସି ବିକାଶକାମ କରାଇନଥିବାରୁ ତାଙ୍କ ବିରୁଦ୍ଧରେ ଜନଅସନ୍ତୋଷ ରହିଛି । ସେହି କାରଣରୁ ଭାଜପାର ଅନେକ କାର୍ଯ୍ୟକର୍ତ୍ତା ସଂଗୀତାଙ୍କୁ ଦଳୀୟଟିକେଟ ନଦେବାକୁ ଦଳୀୟ ହାଇକମାଣ୍ଡଙ୍କୁ ପତ୍ରଲେଖିଥିଲେ । କିନ୍ତୁ ତଥାପି କୌଣସି ପ୍ରକାରେ ଟିକେଟ ହାତେଇବାରେ ସଂଗୀତା ସଫଳ ହୋଇଛନ୍ତି । କିନ୍ତୁ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ନିସ୍ପତ୍ତି ଅନୁଯାୟୀ ତଥା କାର୍ଯ୍ୟକର୍ତ୍ତାଙ୍କ ସ୍ୱାଭିମାନକୁ ନେଇ ବଳରାମ ସ୍ୱାଧିନପ୍ରାର୍ଥି ଭାବରେ ଲଢୁଛନ୍ତି ବୋଲି କହିଛନ୍ତି । ବଲାଙ୍ଗୀରର ୧୪ଟି ଗୋଟି ବ୍ଲକଅଞ୍ଚଳ ଓ ସୋନପୁର ଜିଲ୍ଲାର ୬ଗୋଟି ବ୍ଲକଅଞ୍ଚଳରୁ ୩୮୨ଟି ବୋଲେରୋ,୨୯ମାକ୍ସପିକଅପ ଓ ୩୫୦ରୁ ଉର୍ଦ୍ଧ ମୋଟରସାଇକେଲରେ ଏକ ବିଶାଳ ରାଲିରେ ୭ହଜାରରୁ ଉର୍ଦ୍ଧ୍ୱଲୋକ ଆସି ସହରପରିକ୍ରମା କରିଥିଲେ । ଏଥିରେ ବଲାଙ୍ଗୀର ଜିଲ୍ଲା ଭାଜପାରବ ପୂର୍ବତନ ସଭାପତି ବିକ୍ରମାନନ୍ଦ

ପାଣିଗ୍ରାହୀ,ସୁରେଶ ମିଶ୍ର,ଦିଲିପ ପୁରୋହିତ,ଧର୍ମନିରଂଜନ ପଣ୍ଡା,ମହେନ୍ଦ୍ର ମଲ୍ଲିକ,ଦିଲିପ ବିଶ୍ୱାଳ,୨୪ଜଣ ପୂର୍ବତନ ସରପଞ୍ଚ,୧୭ଜଣ ସମିତିସଭ୍ୟ ଓ ୭ଜଣ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟଙ୍କ ସହ ହଜାର ହଜାର ଲୋକ ଯୋଗଦେଇଥିଲେ । ପ୍ରକାଶ୍ୟ ଯେ,ଗତ ଦୁଇବର୍ଷ ହେଲା ବଳରାମ(ବଲ୍ଲୁ) ସଂଗଠନକାମ କରିଆସୁଛନ୍ତି । ଭାଜପାର ଅନେକ ପୁରୁଣା କାର୍ଯ୍ୟକର୍ତ୍ତା ,ଆରଏସଏସ କାର୍ଯ୍ୟକର୍ତ୍ତା ସିଧାସଳଖ ବଳରାମଙ୍କୁ ସମର୍ଥନ କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026

You Might Also Like