-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2020
ଭାପୁର, ନୟାଗଡ,05/10-(Pradip Panda)- ନୟାଗଡ ଜିଲ୍ଲା ଭାପୁର ବ୍ଲକର ଶାଳପଡା ଛକ ନିକଟରେ ଏକ ପୋଲ ତଳୁ ଅଜଣା ଯୁବକଙ୍କୁ ମୃତାବସ୍ଥା ରେ ଉଦ୍ଧାର କରାଯାଇଛି | ଅତ୍ୟଧିକ ନିଶା ସେବନ ର ପ୍ରଭାବ ରୁ ସେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିବା ସନ୍ଦେହ ହେଉଥିବା ବେଳେ ବେଶ ପୋଷାକ ଏବଂ ସ୍ଥାନ କୁ ନେଇ ପୋଲିସ ସନ୍ଦେହ କରୁଛି ଏହା ହତ୍ୟା ମଧ୍ୟ ହୋଇପାରେ | ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି | ପୋଷ୍ଟମର୍ଟମ ରିପୋର୍ଟ ରୁ ଅଜଣା ଯୁବକଙ୍କ ମୃତ୍ୟୁ ର କାରଣ ସ୍ପଷ୍ଟ ହେବବୋଲି ପୋଲିସ ସୂଚନା ଦେଇଛି |