-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||     

HOME   ଜିଲ୍ଲା

ଲେହେଡି ଗାଁରେ ମାଁ ନାରାୟଣୀ ଙ୍କ ସ୍ତମ୍ଭ ପ୍ରତିଷ୍ଠା ଉତ୍ସବ ମା ଙ୍କ ଆଶୀର୍ବାଦ ନେଲେ ହଜାର ଭକ୍ତ ଶ୍ରଦ୍ଧାଳୁ

10-Apr-2024



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲାରେ ଚୈତ୍ର ମାସରେ ଶକ୍ତି ଆରାଧନା କାହିଁ କେତେ ପୁରୁଣା।ପ୍ରାୟ ସପ୍ତମ ଅଷ୍ଟମ ଶତାବ୍ଦୀରୁ ଆରମ୍ଭ କରି ଆଜିଯାଏଁ ଆଶ୍ୱିନ ଓ ଚୈତ୍ର ମାସରେ ଶକ୍ତି ଆରାଧନା କରାଯାଏ।ତେବେ ଜିଲ୍ଲାର ଚାରିଆଡେ ବିଛାଇ ହୋଇ ରହିଥିବା ଶକ୍ତି ପୀଠ ଭିତରେ ଜିଲ୍ଲାର ଲେହେଁଡ଼ି ଗାଁର ଦେବୀ ମା ମାହେଶ୍ୱରୀଙ୍କ ପୀଠରେ ବି ଚାଲିଛି ଦେବୀଙ୍କ ପୂଜା ଆରାଧନା ।ଚଳିତ ବର୍ଷ ଦେବୀ ମା ମାହେଶ୍ୱରୀଙ୍କ ପୀଠରେ ଚୈତ୍ର ଆରାଧନା ସାଙ୍ଗକୁ ଆୟୋଜିତ ହୋଇ ଯାଇଛି ଦେବୀ ମା ନାରାୟଣୀଙ୍କ ନବକଳେବର ଉତ୍ସବ ।ପ୍ରାୟ ପାଞ୍ଚ ଦଶକ ପୂର୍ବରୁ ପ୍ରାଚୀନ ମନ୍ଦିରରେ ଦେବୀ ମା ନାରାୟଣୀଙ୍କ କାଷ୍ଠ ନିର୍ମିତ ଖମ୍ବ ପ୍ରତିମା ଘରପୋଡିରେ ନଷ୍ଟ ହୋଇ ଯିବା ପରେ ଦେବୀ ପ୍ରତୀମାଙ୍କ ପରିବର୍ତ୍ତନ କରାଯାଇଥିଲା।ତେବେ ପୁଣି ଚଳିତ ଚୈତ୍ର ପର୍ବରେ ଦେବୀ ମା ନାରାୟଣୀଙ୍କ କାଷ୍ଠ ପ୍ରତୀମାର ନବକଳେବର ଉତ୍ସବ ପାଳନ କରାଯାଇ ପ୍ରତିଷ୍ଠା କରାଯାଇଛି।

ତେବେ ଏହି ଅବସରରେ ଚୈତ୍ର ଶୁକ୍ଳ ଦଶମୀ ତିଥିରୁ ଚଣ୍ଡୀ ଯଜ୍ଞର ଆୟୋଜନ କରାଯାଇଥିଲା। ତିନି ଦିନ ପର୍ଯ୍ୟନ୍ତ ଶକ୍ତି ଆରାଧନା ସାଙ୍ଗକୁ ଦେବୀ ମା ଦୁର୍ଗାଙ୍କ ପୂଜା ଆରାଧନା କରାଯାଇଥିଲା।ଏହି ପ୍ରତିଷ୍ଠା ଉତ୍ସବରେ ସଂକୀର୍ତ୍ତନ ,ଆଧ୍ୟାତ୍ମିକ ପ୍ରବଚନ ,ଭଜନ କାର୍ଯ୍ୟକ୍ରମ ଆଦିର ବି ଆୟୋଜନ କରାଯାଇଥିଲା।ହଜ଼ାର ହଜ଼ାର ଶ୍ରଦ୍ଧାଳୁ ଚଣ୍ଡୀ ଯଜ୍ଞରେ ସାମିଲ ହୋଇ ଦେବୀ ଦର୍ଶନ ପୂର୍ବକ ଶ୍ରୀଅନ୍ନ ଯଜ୍ଞରେ ସାମିଲ ହୋଇ ପୂଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ଦେବୀ ମା ମାହେଶ୍ୱରୀ ଡୁମ୍ବାଲ ସମ୍ପ୍ରଦାୟର ଇଷ୍ଟ ଦେବୀ ଭାବେ ପ୍ରସିଦ୍ଧି ଲାଭ କରିଥିବାରୁ ଡୁମ୍ବାଲ ସମ୍ପ୍ରଦାୟର ରାଜ୍ୟସ୍ତରୀୟ କାର୍ଯ୍ୟକର୍ତା ଏହି ଉତ୍ସବରେ ସାମିଲ ହୋଇ ଦେବୀଙ୍କ ଦର୍ଶନର ସୁଯୋଗ ନେଇଛନ୍ତି।ଦେବୀ ମା ମହେଶ୍ୱରୀଙ୍କ ଏହି ଶକ୍ତି ପୀଠ ସୋନପୁର ଗଡଜାତ ଶାସନ ସମୟରୁ ଜିଲ୍ଲାର ଅନ୍ୟତମ ତାନ୍ତ୍ରିକ ଶକ୍ତି ପୀଠ ଭାବେ ପରିଚୟ ପାଇଥିବା ବେଳେ ଏହି ପ୍ରତିଷ୍ଠା ପର୍ବରେ ଦେବୀ ମାହେଶ୍ୱରୀଙ୍କ ସେବାୟତ ଓ ପୁରୋହିତ କାୟ ମନୋବାକ୍ୟରେ ନିଷ୍ଠାର ସହିତ ସାମିଲ ହୋଇ ଦେବୀ ମା ନାରାୟଣୀଙ୍କ ଖମ୍ବ ପ୍ରତିମାଙ୍କ ପୁନଃ ପ୍ରତିଷ୍ଠା କରିଛନ୍ତି।ଏହି ଦିବ୍ୟ ଓ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଖପାଖ 50 କୋଶ ଅଂଚଳର ଜନସାଧାରଣ ସାମିଲ ହୋଇ ଦେବୀଙ୍କ କୃପା ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ଆଜି ଚୈତ୍ର ଶୁକ୍ଳ ଦ୍ଵାଦଶୀ ତିଥିରେ ଦେବୀ ମାଙ୍କ ଚୈତ୍ର ଆରାଧନା ସହ ନାରାୟଣୀଙ୍କ ପ୍ରତିଷ୍ଠା ପର୍ବ ମହାସମାରୋହରେ ସମ୍ପନ୍ନ ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026
  ଜିଲ୍ଲା  
ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   08-Oct-2026
  ଜିଲ୍ଲା  
ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   08-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   08-Oct-2026
  ଜିଲ୍ଲା  
କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   08-Oct-2026
  ରାଜ୍ୟ  
ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ   08-Oct-2026
ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   08-Oct-2026
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026

You Might Also Like