-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
19-Dec-2020
କୋକସରା(ତ୍ରିନାଥ ବେଶ୍ରା )
କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗପାଲି। ପଞ୍ଚାୟତ ଡଙ୍ଗରି ଗୁଡା ଗାଁ ରେ ଗ୍ୟାସ ଟ।ଙ୍କି ସଂଜେ।ଗ ସମୟରେ ଗ୍ୟାସ ଲିକ୍ ହୋଇ ତିନି ବ ଖରା ଘର୍ ଜଳି ଯାଇ ଥିବା ବେଳେ ଲକ୍ଷ। ଧିକ୍ ଟଙ୍କା ରେ ସଂପତି ନଷ୍ଟ ହୋଇ ଥିବା ଅଭିଯୋଗ ହୋଇ ଛି।ସୂଚନା ଅନୁସାରେ ଡଙ୍ଗରି ଗୁଡା ର ଗାଁ ର ନରେନ୍ଦ୍ର କଇବର୍ତ ଙ୍କୁ ଉଜ୍ଜଳ। ଗ୍ୟାସ ଯୋଜନାରେ ଏକ ନୂତନ ଗ୍ୟାସ ମିଳି ଥିଲା। ଶୁକ୍ରବାର ସେ ଗ୍ୟାସ କୁ ନେଇ ସଂଯୋଗ କରୁଥିଲେ ସେହି ସମୟରେ ହଠାତ୍ ଗ୍ୟାସ ଲିକ୍ ହୋଇ ଯାଇ ନିଆ ଲାଗି ଯାଇ ନିମିଷକ ମଧ୍ୟରେ ଘର୍ ସ।ରl ବ୍ୟାପି ଯାଇ ଥିଲା ଫଳରେ ଘର ଭିତରେ ଥିବା ଡାଲି,ଚ।ଉ ଲ, ଲୁଗା ପଟ। ଜଳି ନଷ୍ଟ ହେବା ସହ ୩ ବଖରାଘର ଜଳି ନଷ୍ଟ ହୋଇ ଥିବା ଅଭିଯୋଗ ହେଉଛି। ଘଟଣା ପରେ କୋକସରା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ତଥାପି ୩ ବଖରାଘର୍ ଜଳି ଲକ୍ଷ ଧିକ ଟଙ୍କା ର ସମ୍ପତି ନଷ୍ଟ ହୋଇ ଥିବା ଅଭିଯୋଗ ହୋଇଛି।ଲୁଗା ପଟା ମଧ୍ୟ ଜଳି ଯାଇ ଥିବା ବେଳେ ପରିବାର ୮ ପ୍ରାଣୀ ଅଳ୍ପକେ ବର୍ତିଯାଇ ଛନ୍ତି।କ୍ଷତୀ ଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇ ପରିବାରର ପକ୍ଷୁରୁ ଦାବି ହେଉଛି।