-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Jan-2024
ବଲାଙ୍ଗୀର, (ପ୍ରେରଣା ଖବର) ଭଗବାନ ବିଦ୍ୟାମନ୍ଦିର ଖୁଜେନପାଲି ଉଚ୍ଚ ବିଦ୍ୟାଳୟ ର 1998 ବ୍ୟାଚ ଛାତ୍ରଛାତ୍ରୀ ଙ୍କ ପରିବାର ମଧ୍ୟରେ ନୂଆବର୍ଷ ଅବସରରେ ବଲାଙ୍ଗୀର ନିକଟସ୍ଥ ଭୀମଡୁଙ୍ଗୁରି ଠାରେ ଗତ ରବିବାର ଦିନ ଏକ ବଣଭୋଜି ଅନୁଷ୍ଠିତ ହୋଇଯାଇଛି l ଏହି ବଣଭୋଜି ରେ ଭଗବାନ ବିଦ୍ୟାମନ୍ଦିର ଖୁଜେନପାଲି ଉଚ୍ଚ ବିଦ୍ୟାଳୟ ର 25 ଜଣ ଛାତ୍ରଛାତ୍ରୀ ଙ୍କ ସହ ନିଜ ପରିବାର ମାନ ଯୋଗ ଦେଇଥିଲେ l
ପରିବାର ଙ୍କ ଗହଣରେ ଏହି ବଣଭୋଜି ଆନନ୍ଦ ଉଲ୍ଲାସ ରେ ହୋଇଥିବା ବେଳେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାକି ସମସ୍ତେ ମନୋରଞ୍ଜନ କରିଥିଲେ l