-+91-9937148622 |

prerana_bgr@rediffmail.com |

  Wednesday 8th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jul-2026)       ||      କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   (08-Jul-2026)       ||      ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||     

HOME   ଜିଲ୍ଲା

ମୁରିବାହାଲ ବ୍ଲକ ସ୍ତରିୟ ଧନୁଯାତ୍ରା ମହୋତ୍ସବ ଉଦଯାପିତ।

04-Jan-2024



ମୁରିବାହାଲ (ସୁଦାମ ଚରଣ   ବଘlର)
 ବଲାଙ୍ଗିର ଜିଲ୍ଲା  ମୁରିବାହାଲ ବ୍ଲକ ସଦରମହକୁମା ରେ ଅନୁଷ୍ଠିତ ମୁରିବାହାଲ ବ୍ଲକ ସ୍ତରିୟ ଧନୁଯାତ୍ରା ମହୋତ୍ସବ ସପ୍ତମ ଦିବସ ରେ ଉଦଯାପନୀ ଦିବସରେ ବୁଧବାର ବିରାଧିବିରବର ପ୍ରବଳ ପ୍ରତାପି ମହାରାଜ କଂସ ଙ୍କ ଦରବାର ରେ ନିମନ୍ତ୍ରିତ ମୁଖ୍ଯ ଅତିଥି  ଭାବରେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ତଥା ରାଜ୍ଯ ବିଜେଡି ସାଧାରଣ ସଂପାଦକ ହାଜି ମହମ୍ମଦ ଆୟୁବ ଖାଁ ଯୋଗଦାନ କରି ଥିଲେ। ସ୍ବତନ୍ତ୍ର ସମ୍ମାନୀୟ ଅତିଥି ଭାବେ  ମୁରିବାହାଲ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର,  ଡାକ୍ତର ଅମଜଦ୍ ଖାଁ,ପତ୍ରାପାଲି (କ)ପଂଚାୟତ ର ସମିତି ସଭ୍ୟ ସନ୍ୟାସୀ ପୁଟେଲ,ରାଜ୍ୟସଭା ସାଂସଦ ପ୍ରତିନିଧି ମୁରିବାହାଲ ବ୍ଲକ  ସିଦ୍ଧେଶ୍ୱର ଦାସ,ମୁରିବାହାଲ ସାମ୍ବାଦିକ ସଂଘର ସଭାପତି ଡା ସୁବ୍ରତ ମହାକୁର, ଯୁବ ନେତା ସରୋଜ ମେହେର ,ସ୍ବାସ୍ଥ୍ଯକର୍ମୀ ଯେମାକାନ୍ତ ବାଗ,ଧନୁଯାତ୍ରା କମିଟିର କୋଷାଧ୍ୟକ୍ଷ ରମାରଞ୍ଜନ ପାତ୍ର ମଞ୍ଚରେ ଉପସ୍ଥିତ ଥିଲେ ।ଗୋପପୁର  ବନ୍ଧବାହାଲ ରେ ଅକୃର ଙ୍କୁ ସ୍ବାଗତ , କୃଷ୍ଣ ବଳରାମ ଙ୍କ ମଥୁରା ପ୍ରସ୍ଥାନ,ଗୋପାଙ୍ଗନା ମାନଙ୍କ ଅଶୃଳ ବିଦାୟ ପରିବେଷଣ ହୋଇ ଥିଲା। ମଥୁରା ନାଗରୀ ରେ ଅଷ୍ଠମଲ୍ଲ ନିଧନ, କଂସ ବଧ ନାଟକ ପରିବେଷଣ ହୋଇଥିଲା।

ଏହି କର୍ଯ୍ୟକ୍ରମ ରେ ଆଜକୁ ସାତ ଦିନ ଧରି କଂସ ଦରବାର ରେ କଂସ ଭୂମିକାରେ ଅଭିନୟ କରୁଥିବା ମହାନ ନାୟକ ଆର୍ତତ୍ରାଣ ସୁନାନୀଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଦରବାର ରେ ଅଭିନୟ କରୁଥିବା ସମସ୍ତ କଳାକାର, ବାଦ୍ଯକାର, ଗାୟକ ଓ ନ୍ରୁତ୍ଯଙ୍ଗନା ମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ତଥା ଦୀର୍ଘ ସାତ ଦିନ  ଧରି ବ୍ଲକ ସ୍ତରୀୟ ଧନୁଯାତ୍ରା ର ବିଭିନ୍ନ କର୍ଯ୍ୟକ୍ରମ କୁ ପ୍ରଚାର ଓ ପ୍ରସାର କରିଥିବା ଗଣମାଧ୍ୟମ ର ପ୍ରତିନିଧି, ଗୋପପୁର, ମଥୁରା ନଗରୀ ର କର୍ତ୍ତା, ପୂଜକ, ଅଞ୍ଚଳର ବିଶିଷ୍ଟ କଳାକାର, କମିଟିର କର୍ମକର୍ତ୍ତା ମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। । ରମେଶ ନାଗ,  ଲକ୍ଷ୍ମୀକାନ୍ତ ଧରୁଆ,ଦିବ୍ଯସୁନ୍ଦର ସାହୁ,ରମାରଞ୍ଜନ ପାତ୍ର, ସୁଦାମ ସାହୁ,ପିଙ୍କୁ ପୋଡ ଯାଦବ,ଲକ୍ଷ୍ମଣ ମହାରଣା,ଅଭୟାନନ୍ଦ ଦାସ ,ଭରତ ଦାସ, ଙ୍କ ସହ କମିଟିର ସମସ୍ତ ସଦସ୍ଯ ଓ ଗ୍ରାମବାସି  କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଧନୁଯାତ୍ରା ମହୋତ୍ସବ ରେ ମଞ୍ଚ ପରିଚାଳନା ଧନୁଯାତ୍ରା ମହୋତ୍ସବ କମିଟି ର ସଭାପତି ଶ୍ରୀବତ୍ସ ବେହେରା କରିଥିବା ବେଳେ କମିଟିର ସାଧାରଣ ସଂପାଦକ ତରୁଣ ପୋଢ ଧନ୍ଯବାଦ ଅର୍ପଣ କରି ଥିଲେ ।ମିନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ମୁରିବାହାଲ ପୋଲିସ ପ୍ରଶାସନ, ସ୍ବାସ୍ଥ୍ଯ ବିଭାଗ ର କର୍ମଚାରୀ ବ୍ରୁନ୍ଦ ଉପସ୍ଥିତ ରହିଏହି ମହୋତ୍ସବ କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026
  ରାଜ୍ୟ  
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   08-Jul-2026
  ଜିଲ୍ଲା  
ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   08-Jul-2026
  ଜିଲ୍ଲା  
ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    08-Jul-2026
  ଜିଲ୍ଲା  
ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   08-Jul-2026
  ଜିଲ୍ଲା  
କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   08-Jul-2026
  ଜିଲ୍ଲା  
ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ   08-Jul-2026
  ଜିଲ୍ଲା  
ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ   08-Jul-2026
  ଜିଲ୍ଲା  
ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   08-Jul-2026
  ଜିଲ୍ଲା  
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   08-Jul-2026
  ଜିଲ୍ଲା  
କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   08-Jul-2026

You Might Also Like