-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jul-2026)       ||      କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   (08-Jul-2026)       ||      ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||     

HOME   ଜିଲ୍ଲା

ରବି ଫସଲର ପୂର୍ବ ପ୍ରସ୍ତୁତି ଓ ଏସ ଇ, ରେତ୍ ଡ୍ୟାମ ଡିଭିଜନ ଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

03-Jan-2024



କେସିଙ୍ଗା  ( କେଶବ ମେହେର)କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ରେତ ଡ୍ୟାମ ଡିଭିଜନ ପକ୍ଷରୁ ରବି ଫସଲ ର ପୂର୍ବ ପ୍ରସ୍ତୁତି ଓ ଏସ ଇ,ରେତ ଡିଭିଜନ ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ତା ୦୩/୦୧/୨୦୨୪ ରିଖ ବୁଧବାର ଦିନ ରେତ ଡ୍ୟlମ ଠାରେ ରେତ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଆପେସ୍କ କମିଟି  ଭବାନୀପାଟଣା ,ପକ୍ଷରୁ ଅନୁଷ୍ଠିତ।ଉକ୍ତ ସଭା କାର୍ଯ୍ୟ ପ୍ରକଳ୍ପ କମିଟି ସଭାନେତ୍ରୀ ଶ୍ରୀମତୀ ଚନ୍ଦ୍ରକାନ୍ତି ମେହେର ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭା କାର୍ଯ୍ୟ ର ମୁଖ୍ୟ ଅତିଥି ଭାବରେ ସି ସି ଇ ଶ୍ରୀ ସୁଜିତ୍ କୁମାର ମହାରଣା ଓ ନିମନ୍ତ୍ରିତ ଅତିଥି  ପୂର୍ବତନ ଏସ ଇ ଶ୍ରୀ ଗିରିଜା ଶଙ୍କର ମିଶ୍ର,ସମ୍ମାନିତ ଅତିଥି ଏସ ଇ ନର୍ଲା ଶ୍ରୀମତୀ ଏଲିଶାବା ଡୁମ ଡୁମ,ଓ ସ୍ବାଗତ ଭାଷଣ ଦେଇଥିଲେ ଆପେଷ୍କ କମିଟି ସଂପାଦକ ଶ୍ରୀ ଶୂନ୍ୟ ମଙ୍ଗରାଜ, ଓ ସହଯୋଗ କରିଥିଲେ ସମାଜ ସେବୀ ଶ୍ରୀ ଟଙ୍କଧର ମେହେର ,ଏବଂ ସଭାକାର୍ଯ୍ୟ ରେ ଉପସ୍ଥିତ ଥିଲେ ଏସ ଡି ଓ ଶ୍ରୀ ଧିରୋଜ କୁମାର କହଁର ,ଏସ ଡି ଓ ଶ୍ରୀ ନରେନ୍ଦ୍ର ଛତ୍ରିଆ,ଏସ ଡି ଓ ଶ୍ରୀମତୀ ଜୟ ଶ୍ରୀ ଓଝା, ଏସ ଡି ଓ ବିଶ୍ୱ ଭୂଷଣ ହ୍ନାଶାଦା ଏସ ଡି ଓ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ,ଜେଇ ଶ୍ରୀ ହେମନ୍ତ କୁମାର ନାଏକ, ଜେଇ ଶ୍ରୀ ବିଦେଶୀ ନାହକ, ଜେଇ ଶ୍ରୀ ବାଳକୃଷ୍ଣ ମହାପାତ୍ର , ଜେଇ ଶ୍ରୀ ପ୍ରଦୀପ ମାଝୀ, ଜେଇ ଶ୍ରୀ ରେଙ୍ଗୋ ନାଏକ, ଜେଇ ଶ୍ରୀ ସତ୍ୟବ୍ରତ ତ୍ରିପାଠୀ ,ଓ ଉଣେଇଶ ଗୋଟି ପାଣି ପଞ୍ଚାୟତ ର କର୍ମ କର୍ତ୍ତା ଓ ଚାଷୀ ବୃନ୍ଦ ଏବଂ ବିଭାଗୀୟ ଅଧିକାରୀ ଓ ଜଳସମ୍ପଦ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତିରେ   ଚଳିତ ବର୍ଷ ର ରବି ଫସଲ ପାଇଁ ଜଳ ନିସ୍କାସନ ହେବ ପୁଙ୍ଖ ନୁ ପୁଙ୍ଖା ଭାବରେ ତର୍ଜମା କରି ଶାନ୍ତି ଶୃଙ୍ଖଳା ର ଶହ ସଭା କାର୍ଯ୍ୟ ହୋଇଥିଲା 

ବାମ କେନାଲ ଗ୍ରାମ ଗୁମା ପଦର,ବଡ ଛତିକୁଡ଼ା, ସାନ ଛତିକୁଡ଼ା, ଖଇର ମାଲ, ସିନାଙ୍ଗ ଭଟା , ଡଙ୍ଗାରି ଗୁଡା, ଡେପୂର୍,ଗୋପୀନାଥ ପୁର,ଉଦେ ପୂର,ବସୁମତୀ ପୁର, ଜନକ ପୁର, ଡଙ୍ଗର ଗଡ,ବିଜେପୁର ,ଇଚ୍ଛାପୁର,ବଳରାମ ପୁର, ସରଧା ପୁର,ଗୁଡ଼ିଆଲ ପଦର,ଗଣନାଥ ପୁର, ଜଗନ୍ନାଥ ପୁର, ଉଣେଇଶ ଗ୍ରାମ ର ଚଉଦ ଶହ ହେକ୍ଟର ଜମିକୁ  ଜଳ ସେଚନ ପାଇଁ ରବି ଚାଷ ହେବ ଓ ଡାହାଣ କେନାଲ ର ଗ୍ରାମ ପାଜିଦୁହୁନି, ରାତୁଲ, ଟିକ୍ରପଡ଼ା, ବଡ ଚିଚିଙ୍ଗ,ବଡ ଚିଛିଙ୍ଗ, ସାନ୍ତପୁର,ବଡ ଧାରପୁର, ଗୋହିରା ପଦର,          ମାଣ୍ଡେଲ,ପାଜିବହାଲି,ଶଙ୍କର ମାଲ,ଖାସ ବାହାଲି, ଧାମନ୍ ଖୁଣ୍ଟl, ଘୁପୁଟି, ପାନିମୁଣ୍ଡା, ଦର୍ଲୀ ପଡ଼ା, ସାନ ଧାର ପୁର,ଖାଇଙ୍ଗ, ଗ୍ରାମ ର ଏଗାର ଶହ ହେକ୍ଟର ଜଳସେଚନ ପାଇଁ ସଭାକାର୍ଯ୍ୟ ରେ ବିତର୍କ ହୋଇଥିଲା । ଏସ ଇ ଶ୍ରୀ ଗିରିଜା  ଶଙ୍କର ମିଶ୍ର ଙ୍କ କାର୍ଯ୍ୟ କଳାପ ଓ ତାଙ୍କର ଗୁଣ ବତ୍ତା କୁ କମିଟି ର ସମସ୍ତ କାର୍ଯ୍ୟ କର୍ତ୍ତା ସମାଲୋଚନା କରିଥିଲେ l
ସର୍ବ ଶେଷରେ  କମିଟି ର କୋଷାଧ୍ୟକ୍ଷ ଶ୍ରୀ ରୋମଞ୍ଚାଲ ମଙ୍ଗରାଜ ସମସ୍ତ ଙ୍କୁ ଧନ୍ୟବାଦ୍ ସଭା ସାଙ୍ଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026
  ରାଜ୍ୟ  
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   08-Jul-2026
  ଜିଲ୍ଲା  
ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   08-Jul-2026
  ଜିଲ୍ଲା  
ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    08-Jul-2026
  ଜିଲ୍ଲା  
ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   08-Jul-2026
  ଜିଲ୍ଲା  
କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   08-Jul-2026
  ଜିଲ୍ଲା  
ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ   08-Jul-2026
  ଜିଲ୍ଲା  
ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ   08-Jul-2026
  ଜିଲ୍ଲା  
ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   08-Jul-2026
  ଜିଲ୍ଲା  
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   08-Jul-2026
  ଜିଲ୍ଲା  
କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   08-Jul-2026

You Might Also Like