ବିନିକା(ହିମାଂଶୁ ଶେଖର ପୁଟେଲ): ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପରିଚିତ ତଥା ବିନିକା ସାମ୍ବାଦିକ ସଂଘର ସମ୍ପାଦକ ଅଶୋକ ପଣ୍ଡାଙ୍କ ପିତା ନିରଞ୍ଜନ ପଣ୍ଡା(୭୬)ଙ୍କ ଆଜି ସକାଳରେ ପରଲୋକ ଘଟିଛି।ଏହି ଦୁଃଖଦ ଖବର ପାଇବା ପରେ ପରିବାର ତଥା ତାଙ୍କର ଆତ୍ମୀୟ ମହଲରେ ଶୋକର ଲହରୀ ଖେଳିଯାଇଛି।ତାଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ ବର୍ଗ ଓ ଆଖ ପାଖର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଘରକୁ ଆସିଥିଲେ ।ସୂଚନା ଯୋଗ୍ୟ ଯେ ସ୍ବର୍ଗତ ନିରଞ୍ଜନ ପଣ୍ଡା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅତି ପରିଚିତ ଥିଲେ।୧୯୮୨ମସିହାରେ ଯେତେବେଳେ ବିଜୁ ପଟ୍ଟନାୟକ   ପଦଯାତ୍ରାରେ ବିନିକା ଆସିଥିଲେ ସେତେବେଳେ ନିରଞ୍ଜନ ଦକ୍ଷତାର ସହିତ   ତାଙ୍କର ସେବା କରିଥିଲେ ।ବିଜୁ ବାବୁ ତାଙ୍କ ଘରକୁ ଆସି କିଛି ସମୟ ବିତାଇ ଲାଲ  'ଚା' ପିଇବା ସହିତ ସତ ସାହାସିକତା ପ୍ରଦର୍ଶନ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ପରେ ବିଜୁ ବାବୁ ଅସୁସ୍ଥ ନିରଞ୍ଜନଙ୍କୁ ନିଜ ଜିପ ଗାଡିରେ ବସାଇ ରାମପୁର ଡାକ୍ତରଖାନାକୁ ଆଣି ଭର୍ତି କରି ଡାକ୍ତର କୃପାସିନ୍ଧୁ ବଡ଼ପଣ୍ଡାଙ୍କ ଠାରେ ଦେଖାଇ ଘରେ ଛାଡ଼ିଥିଲେ ।ନିରଞ୍ଜନଙ୍କ ଦକ୍ଷତା ଓ ସାହସିକତାକୁ ଦେଖି  ରାଜନୀତି ଜୀବନର ଉଜ୍ଜଳ ଭବିଷ୍ୟତ ପାଇଁ ଭୁବନେଶ୍ୱର ବାସଭବନକୁ ଆସିବାକୁ କହି ଚାଲିଯାଇଥିଲେ।ହେଲେ ସେହି ସମୟରେ ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ନିରଞ୍ଜନ ବିଜୁ ବାବୁଙ୍କ ପାଖକୁ ଯାଇ ପାରିନଥିଲେ ।ସେହିପରି  ନିରଞ୍ଜନ ବିନିକାରେ ମାରୱାଡ଼ି ଦଙ୍ଗା ସମୟରେ ସାମିଲ ହୋଇ ବିନିକା ମାଟି ପାଇଁ ୬ମାସ ଜେଲ ଜୀବନ କଟାଇଥିଲେ ।ଏହା ବ୍ୟତୀତ କିଏ ଯଦି କୌଣସି ଅସୁବିଧାରେ ଅଛି ତାକୁ ସହଯୋଗ କରିବା ସହିତ ଦୃଢ ମନୋବଳ ରଖି କାର୍ଯ୍ୟ ତୁଲାଇଲେ ନିଶ୍ଚିତ ସଫଳ ହେବେ ବୋଲି ନିରଞ୍ଜନ ଲୋକଙ୍କୁ ଦିଗଦର୍ଶନ ଦେଉଥିଲେ ।ସେ ପାରାଲିଶିସ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୪ମାସ ହେଲା ଶଯ୍ୟାଶାୟୀ ଥିଲେ।ଆଜି ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିକଟ ଦେଣ୍ଡୁପଦର ଶ୍ଵସାନକୁ ନିଆଯାଇଥିଲା ସେଠାରେ ତାଙ୍କ ପୁଅ ସାମ୍ବାଦିକ ଅଶୋକ ପଣ୍ଡା ମୂଖାଗ୍ନୀ ପ୍ରଦାନ କରିଥିଲେ । ବନ୍ଧୁ ବର୍ଗ ଉପସ୍ଥିତ ଥିଲେ l

"/>

-+91-9937148622 |

prerana_bgr@rediffmail.com |

  Friday 28th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||      ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   (27-Aug-2026)       ||      ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   (27-Aug-2026)       ||      ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   (27-Aug-2026)       ||      ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।   (27-Aug-2026)       ||      ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ  ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ମୁକ୍ତ ଚିକିତ୍ସା କେନ୍ଦ୍ର   (27-Aug-2026)       ||      ଐତିହାସିକ ବାଲିଯାତ୍ରା କଟକ -୨୦୨୬ ଅୟୋଜନ ନିମନ୍ତେ ପ୍ରସାଶନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ନଭେମ୍ବର ୨୪ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏ ବର୍ଷର ବାଲିଯାତ୍ରା |   (27-Aug-2026)       ||      ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   (26-Aug-2026)       ||      ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   (26-Aug-2026)       ||      କେନାଲ ପାଣି ଚାଷୀଙ୍କ ପାଇଁ ସ୍ୱପ୍ନ,ହେଲେ ରାଜସ୍ୱ ବିଭାଗ ଜଳକର ନେଉଛି(ଅଭିଯୋଗ ପରେ ତଦନ୍ତ ଆରମ୍ଭ)   (26-Aug-2026)       ||      ବଲାଙ୍ଗୀର : ଏସ୍ ପି ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କଲା ସିଭିଲ ସୋସାଇଟି   (26-Aug-2026)       ||      *ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏଟିଏମ ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ*   (26-Aug-2026)       ||      ରୋତ୍‌ ଗ୍ରାମରେ ଏକ ନାବାଳକ ର ହତ୍ୟା, ଦିନ ସମୟରେ ହତ୍ୟାକାଣ୍ଡ, ତଦନ୍ତ ଚଳାଇଛି ପୋଲିସ    (26-Aug-2026)       ||      *ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନରେ ସମ୍ମାନିତ ହେଲେ ଅଧ୍ୟାପକ ଦେବାଶିଷ ପଧାନ*   (26-Aug-2026)       ||      ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବକ୍ତୄତା ଓ ଗୀତ ପ୍ରତିଯୋଗିତା-   (26-Aug-2026)       ||      *ସୁବର୍ଣ୍ଣପୁର ଠାରେ ‘ପଞ୍ଚମକାର’ ସ୍ମରଣିକା ର ଲୋକାର୍ପଣ*-: *ଏ ସ୍ୱପ୍ନ ଥିଲା ମୋର କିନ୍ତୁ ସବୁ ଶ୍ରେୟ ଓ ସମର୍ଥନ ଆପଣ ମାନଙ୍କ ର*- "ଜିଲ୍ଲାପାଳ" -   (26-Aug-2026)       ||      ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ♦️ ଆସନ୍ତା ସେପ୍ଟେମ୍ବର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ଯାତ୍ରା    (26-Aug-2026)       ||     

HOME   ଜିଲ୍ଲା

ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପିତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା

24-Nov-2023

 ବିନିକା(ହିମାଂଶୁ ଶେଖର ପୁଟେଲ): ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପରିଚିତ ତଥା ବିନିକା ସାମ୍ବାଦିକ ସଂଘର ସମ୍ପାଦକ ଅଶୋକ ପଣ୍ଡାଙ୍କ ପିତା ନିରଞ୍ଜନ ପଣ୍ଡା(୭୬)ଙ୍କ ଆଜି ସକାଳରେ ପରଲୋକ ଘଟିଛି।ଏହି ଦୁଃଖଦ ଖବର ପାଇବା ପରେ ପରିବାର ତଥା ତାଙ୍କର ଆତ୍ମୀୟ ମହଲରେ ଶୋକର ଲହରୀ ଖେଳିଯାଇଛି।ତାଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ ବର୍ଗ ଓ ଆଖ ପାଖର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଘରକୁ ଆସିଥିଲେ ।ସୂଚନା ଯୋଗ୍ୟ ଯେ ସ୍ବର୍ଗତ ନିରଞ୍ଜନ ପଣ୍ଡା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅତି ପରିଚିତ ଥିଲେ।୧୯୮୨ମସିହାରେ ଯେତେବେଳେ ବିଜୁ ପଟ୍ଟନାୟକ   ପଦଯାତ୍ରାରେ ବିନିକା ଆସିଥିଲେ ସେତେବେଳେ ନିରଞ୍ଜନ ଦକ୍ଷତାର ସହିତ   ତାଙ୍କର ସେବା କରିଥିଲେ ।ବିଜୁ ବାବୁ ତାଙ୍କ ଘରକୁ ଆସି କିଛି ସମୟ ବିତାଇ ଲାଲ  'ଚା' ପିଇବା ସହିତ ସତ ସାହାସିକତା ପ୍ରଦର୍ଶନ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ପରେ ବିଜୁ ବାବୁ ଅସୁସ୍ଥ ନିରଞ୍ଜନଙ୍କୁ ନିଜ ଜିପ ଗାଡିରେ ବସାଇ ରାମପୁର ଡାକ୍ତରଖାନାକୁ ଆଣି ଭର୍ତି କରି ଡାକ୍ତର କୃପାସିନ୍ଧୁ ବଡ଼ପଣ୍ଡାଙ୍କ ଠାରେ ଦେଖାଇ ଘରେ ଛାଡ଼ିଥିଲେ ।ନିରଞ୍ଜନଙ୍କ ଦକ୍ଷତା ଓ ସାହସିକତାକୁ ଦେଖି  ରାଜନୀତି ଜୀବନର ଉଜ୍ଜଳ ଭବିଷ୍ୟତ ପାଇଁ ଭୁବନେଶ୍ୱର ବାସଭବନକୁ ଆସିବାକୁ କହି ଚାଲିଯାଇଥିଲେ।ହେଲେ ସେହି ସମୟରେ ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ନିରଞ୍ଜନ ବିଜୁ ବାବୁଙ୍କ ପାଖକୁ ଯାଇ ପାରିନଥିଲେ ।ସେହିପରି  ନିରଞ୍ଜନ ବିନିକାରେ ମାରୱାଡ଼ି ଦଙ୍ଗା ସମୟରେ ସାମିଲ ହୋଇ ବିନିକା ମାଟି ପାଇଁ ୬ମାସ ଜେଲ ଜୀବନ କଟାଇଥିଲେ ।ଏହା ବ୍ୟତୀତ କିଏ ଯଦି କୌଣସି ଅସୁବିଧାରେ ଅଛି ତାକୁ ସହଯୋଗ କରିବା ସହିତ ଦୃଢ ମନୋବଳ ରଖି କାର୍ଯ୍ୟ ତୁଲାଇଲେ ନିଶ୍ଚିତ ସଫଳ ହେବେ ବୋଲି ନିରଞ୍ଜନ ଲୋକଙ୍କୁ ଦିଗଦର୍ଶନ ଦେଉଥିଲେ ।ସେ ପାରାଲିଶିସ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୪ମାସ ହେଲା ଶଯ୍ୟାଶାୟୀ ଥିଲେ।ଆଜି ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିକଟ ଦେଣ୍ଡୁପଦର ଶ୍ଵସାନକୁ ନିଆଯାଇଥିଲା ସେଠାରେ ତାଙ୍କ ପୁଅ ସାମ୍ବାଦିକ ଅଶୋକ ପଣ୍ଡା ମୂଖାଗ୍ନୀ ପ୍ରଦାନ କରିଥିଲେ । ବନ୍ଧୁ ବର୍ଗ ଉପସ୍ଥିତ ଥିଲେ l

News Comment

Photo in News

Advertisment
Lastest News
  ଜିଲ୍ଲା  
*ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   27-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   27-Aug-2026
  ଜିଲ୍ଲା  
ଦିଶା ଓ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରାଜଶ୍ରୀ ପବ୍ଲିକ ସ୍କୁଲରେ ରକ୍ଷାବନ୍ଧନ ମହୋତ୍ସବ ପାଳିତ   27-Aug-2026
  ଜିଲ୍ଲା  
ଶ୍ରୀ ଜଗନ୍ନାଥ ମନ୍ଦିର କିଟ ଭୁବନେଶ୍ୱର ତରଫରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ତିଥିରେ ବ୍ରହ୍ମପୁରା ଶ୍ରୀ ବଳଦେବଜୀଉଙ୍କୁ ପାଟ୍ଟ ରାକ୍ଷୀ ଓ ପାଟ୍ଟ ବସ୍ତ୍ର ଅର୍ପଣ   27-Aug-2026
  ଜିଲ୍ଲା  
ଲିଙ୍ଗରାଜ ମନ୍ଦିର ଚଟାଣରେ ପଡିଲା କାର୍ପେଟ୍‌   27-Aug-2026
  ରାଜ୍ୟ  
ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   27-Aug-2026
  ରାଜ୍ୟ  
ପ୍ରଭୁ ଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଏବଂ "ଜୟ ଜଗନ୍ନାଥ" ଧାରାବାହିକକୁ ନେଇ ବିବାଦ ଦେଖାଦେଇଛି, ଶଙ୍କରାଚାର୍ଯ୍ୟ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି।   27-Aug-2026
  ଜିଲ୍ଲା  
ରୁପ୍ରାରୋଡ ସ୍ଥିତ ଏକଲ ଗ୍ରାମୋଥାନ୍ ଫାଉଣ୍ଡେସନ ସିଲେଇ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଥାନାରେ ରକ୍ଷାବନ୍ଧନ ପର୍ବ ପାଳନ।   27-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ  ଡା. ଦତ୍ତ୍ୱେଶ୍ୱର ହୋତା ଙ୍କ ମୁକ୍ତ ଚିକିତ୍ସା କେନ୍ଦ୍ର   27-Aug-2026
  ଜିଲ୍ଲା  
ଐତିହାସିକ ବାଲିଯାତ୍ରା କଟକ -୨୦୨୬ ଅୟୋଜନ ନିମନ୍ତେ ପ୍ରସାଶନିକ ସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ | ନଭେମ୍ବର ୨୪ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏ ବର୍ଷର ବାଲିଯାତ୍ରା |   27-Aug-2026
  ଜିଲ୍ଲା  
ଲୋଇସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଅନୁଷ୍ଠିତ   26-Aug-2026
  ଜିଲ୍ଲା  
ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି   26-Aug-2026

You Might Also Like