-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
15-Dec-2020
କଣ୍ଟାମାଳ (ଅକ୍ରୁର ସାହୁ) କଣ୍ଟାମାଳ ବ୍ଳକ ବରଗାଁ ଗ୍ରାମ ପଞ୍ଚାୟତ କାଣିସିମିଲି ଖେଳ ପଡିଆଠାରେ ଗ୍ରାମ ର ଜୟ ମା ମହାଲକ୍ଷ୍ମୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l କ୍ରିକେଟ ପ୍ରତିଯୋଗିତା ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା ! ଫାଇଲ ମ୍ଯାଚ ଶ୍ରୀମାଳ ଓ ଲୁଈସିଙ୍ଗ ଦଳମଧ୍ଯରେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! ଲୁଈସିଙ୍ଗ ଦଳ ଟର୍ଚ୍ଚ ଜିଣି ଵ୍ଯାଟଙ୍ଗ୍ ନିଷ୍ପତି ନେଇ ନିଦ୍ଦାରିତ 6 ଓଭରରେ 67 ରନକରି 68 ରନ ଟାର୍ଗେଟ ଦେଇ ଥିଲେ ! ଜବାରେ ଶ୍ରୀମାଳ ଦଳ ମାତ୍ର 30 ରନ କରି ପରାଜୟ କରି ଥିଲେ !
ଜୟ ମା ମହାଲକ୍ଷ୍ମୀ କ୍ରିକେଟ୍ କ୍ଳବ ର ଭୋଜରାଜ ଘିବିଳା ଓ ଜୟକୃଷ୍ଣ କଅର ଖେଳ ପରିଚାଳନା କରିଥିଲେ ! କ୍ଲବର ସଭାପତି ପୁରଷ୍କୃତ କରି ଲୁଇସିଙ୍ଗ୍ ଦଳର ମନୋଜ କୁମାର ଜାଳଙ୍କୁ ମେନ୍ ଅପ୍ ଦି ମ୍ଯାଚ ପୁରଷ୍କୃତ କରି ଥିଲେ