-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଖାକି ପୋଷାକରେ ଗୋଲାପି ଛିଟା !   (07-May-2026)       ||      ଡିସେମ୍ବର ସୁଦ୍ଧା ସମସ୍ତ ଜମି ମାମଲା ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ   (07-May-2026)       ||      ଦୀର୍ଘଦିନ ଧରି ହୋଟେଲରେ ଚାଲିଥିଲା ଜୁଆଖେଳ   (07-May-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ହେବ ଜୁନ ୨୮ ରେ    (07-May-2026)       ||      ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା    (07-May-2026)       ||      ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   (07-May-2026)       ||      ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   (07-May-2026)       ||      ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   (07-May-2026)       ||      ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ    (07-May-2026)       ||      ନାବାଳକ ନିଖୋଜକୁ ୯ଦିନ ୫୦ ହଜାର ପୁରସ୍କାର ଘୋଷଣା କଲା ପୁଲିସ   (07-May-2026)       ||      ବଲାଙ୍ଗିର ସହରରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ   (07-May-2026)       ||      *ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ*   (07-May-2026)       ||      ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ମହିଳାଙ୍କ ବିରାଟ କଳସ ଶୋଭାଯାତ୍ରା    (07-May-2026)       ||      ସ୍ବର୍ଗତ ଘେନୁରାମ ନିଆଲ ଓ ସ୍ବର୍ଗୀୟା କୌଶଲ୍ୟା ନିଆଲଙ୍କ ଗଙ୍ଗାଶ୍ରାଦ୍ଧ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା   (07-May-2026)       ||      କଶୀସ ଅଗ୍ରୱାଲ ନାଁ ରଖିଲେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ବୟସ ଦୁଇ ବର୍ଷ ନଅ ମାସ   (07-May-2026)       ||      ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   (07-May-2026)       ||      ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ    (07-May-2026)       ||      କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   (06-May-2026)       ||      ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   (06-May-2026)       ||      *ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||     

HOME   ଜିଲ୍ଲା

ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନ ର ଧର୍ମଘଟ କୁ ସମର୍ଥନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

04-Oct-2023



ବଲାଙ୍ଗିର : ବଲାଙ୍ଗିର ମୁଖ୍ୟ ଡାକଘର ସମ୍ମୁଖରେ ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନର ଦେଶବ୍ୟାପି ଦିନିକିଆ ଧର୍ମଘଟକୁ ବିଶିଷ୍ଟ ଶ୍ରମିକ ନେତା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସମର୍ଥନ ଜଣାଇଥିଲେ l ଗ୍ରାମୀଣ ଡାକ ସେବକ ୟୁନିଅନର ପ୍ରମୁଖ ଦାବୀ ହେଲା ଦେଶର ୧ ଲକ୍ଷ ୫୬ ହଜାର ଡାକଘରରେ ୨ ଲକ୍ଷ ୭୨ ହଜାର ଗ୍ରାମୀଣ ଡାକ ସେବକ (ଜିଡ଼ିଏସ)ଶହେ କୋଟିରୁ ଉର୍ଦ୍ଧ ନାଗରିକ ଙ୍କୁ ଡାକ ସେବା ଯୋଗାଇ ଦେଉଛନ୍ତି l ତେଣୁ

ଜିଡ଼ିଏସ ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା,ଚାକିରୀ ର ୬୫ବର୍ଷ ଅବସର ପରେ ପେନସନ ପ୍ରଦାନ, ପ୍ରତି ୧୨ ବର୍ଷ ରେ ଥରେ ଲେଖାଏଁ ପଦୋନ୍ନତି, ଟିଏ ଡିଏ ପ୍ରଦାନ, ଗ୍ରାଚୁଇଟି ୫ ଲକ୍ଷ କୁ ବୃଦ୍ଧି, ଗ୍ରୁପ ବୀମା ୫ ଲକ୍ଷ ଟଙ୍କା ପ୍ରଦାନ,ମହିଳା ଜିଡ଼ିଏସ ମାନଙ୍କୁ ୬ ମାସ ପ୍ରସବକାଳୀନ ଛୁଟି, ୧୮୦ ଦିନର ଲିଭ ସରେଣ୍ଡର,ଚାକିରୀ କାଳ ମଧ୍ୟରେ ମୃତ୍ୟୁ କ୍ଷେତ୍ରରେ ପରିବାର ସଦସ୍ୟଙ୍କୁ ନିଯୁକ୍ତି, ଜିଡ଼ିଏସ ମାନଙ୍କ ସପକ୍ଷରେ କମଲେଶ ଚନ୍ଦ୍ର କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ସଂଘ ତରଫରୁ କରାଯାଇଥିବା ଦାବୀ ଗୁଡିକ ର ଯଥାର୍ଥତା କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସମର୍ଥନ ଜଣାଇଥିଲେ l କେନ୍ଦ୍ର ସରକାର ତୁରନ୍ତ ଗ୍ରାମୀଣ ଡାକ ସେବକ ମାନଙ୍କ

ନ୍ୟାୟସଙ୍ଗତ ଦାବୀ ଗୁଡିକୁ ପୂରଣ କରିବା ଉଚିତ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ନଚେତ ଆଗାମୀ ଅଧିବେଶନ ରେ ଜିଡ଼ିଏସ ମାନଙ୍କ ଦାବୀ ସଂସଦ ରେ ଉପସ୍ଥାପନ କରିବେ ବୋଲି ସୂଚନା ଦେଇଥିଲେ l ଧର୍ମଘଟ ରେ ବଲାଙ୍ଗିର ଡିଭିଜନ ସଭାପତି ଜୟକୃଷ୍ଣ ସାହୁ, ମଣ୍ଡଳ ସମ୍ପାଦକ ଦଶରଥ ଦାଶ ଉଦବୋଧନ ଦେଇଥିଲେ l ବଲାଙ୍ଗିର ଜ଼ିଲ୍ଲାର ସମସ୍ତ ଡାକ ସେବକ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଖାକି ପୋଷାକରେ ଗୋଲାପି ଛିଟା !   07-May-2026
  ଜିଲ୍ଲା  
ଡିସେମ୍ବର ସୁଦ୍ଧା ସମସ୍ତ ଜମି ମାମଲା ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ   07-May-2026
  ରାଜ୍ୟ  
ଦୀର୍ଘଦିନ ଧରି ହୋଟେଲରେ ଚାଲିଥିଲା ଜୁଆଖେଳ   07-May-2026
  ରାଜ୍ୟ  
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ହେବ ଜୁନ ୨୮ ରେ   07-May-2026
  ରାଜ୍ୟ  
ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା   07-May-2026
  ଜିଲ୍ଲା  
ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   07-May-2026
  ଜିଲ୍ଲା  
ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   07-May-2026
  ରାଜ୍ୟ  
ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   07-May-2026
  ଜିଲ୍ଲା  
ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ   07-May-2026
  ଜିଲ୍ଲା  
ନାବାଳକ ନିଖୋଜକୁ ୯ଦିନ ୫୦ ହଜାର ପୁରସ୍କାର ଘୋଷଣା କଲା ପୁଲିସ   07-May-2026
  ଜିଲ୍ଲା  
ବଲାଙ୍ଗିର ସହରରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ   07-May-2026
  ଜିଲ୍ଲା  
*ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ*   07-May-2026

You Might Also Like