-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

କଂଗ୍ରେସ ତରଫରୁ ଗାନ୍ଧୀ ଜୟନ୍ତୀ ଓ ସମ୍ବର୍ଦ୍ଧନା ସଭା

04-Oct-2023



ବିନିକା(ହିମାଂଶୁ ଶେଖର ପୁଟେଲ)ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପୁଣ୍ୟ ଜନ୍ମ ତିଥିକୁ ଆଜି ବିନିକା ବ୍ଲକ କଂଗ୍ରେସ ସ୍ଥାନୀୟ ହୋଟେଲ ଚନ୍ଦ୍ରମା ଠାରେ ଧୂମଧାମରେ ପାଳନ କରାଯାଇଛି ।ଏହି ଅବସରରେ ଓଡ଼ିଶା କଂଗ୍ରେସ କମିଟି ତରଫରୁ ବିନିକା ବ୍ଲକର ୧୬ଗୋଟି ପଞ୍ଚାୟତ ପାଇଁ ନିଯୁକ୍ତି ହୋଇଥିବା ନୂତନ ସଭାପତି ଓ ବିଭିନ୍ନ ଛାମୁଆ ସଂଗଠନର ମୁଖ୍ୟ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବ୍ଲକ କଂଗ୍ରେସ କମିଟି ସଭାପତି ରବୀନ୍ଦ୍ର କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବରେ ପୂର୍ବତନ ବିଧାୟକ ବିନୋଦ ପାତ୍ର,ବରିଷ୍ଟ କଂଗ୍ରେସ ନେତା ସନ୍ତୋଷ ପଣ୍ଡା,ନରେନ୍ଦ୍ର ସାହୁ,ବୀରମହାରାଜପୁର ବ୍ଲକ ସଭାପତି ବସନ୍ତ ମହାକୁଡ,ପଛୁଆବର୍ଗ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜଟି,ବ୍ଲକ କଂଗ୍ରେସ ସଭାନେତ୍ରୀ ପଦ୍ମିନୀ ଭୋଇ ପ୍ରମୁଖ ଯୋଗଦେଇ କଂଗ୍ରେସର ମୃତ୍ୟୁ କେବେ ବି ହେବ ନାହିଁ କେବଳ ଆମ୍ଭ ମାନଙ୍କ ମନୋବଳ ହ୍ରାସ ପାଇଛି ତେଣୁ ସମୟ ଆସିଛି ମନୋବଳକୁ ଶକ୍ତିଶାଳୀ କରିବା ପାଇଁ ଘର ଘର ବୁଲି କଂଗ୍ରେସର ନୀତି ଆଦର୍ଶକୁ ଲୋକଙ୍କ ଠାରେ ଅନୁପ୍ରାଣିତ କରିବା ପାଇଁ ଉପସ୍ଥିତ ନବ ନିଯୁକ୍ତ ସଭାପତି ଏବଂ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଏହା ବ୍ୟତୀତ ଭାରତର ଅଖଣ୍ଡତା ରକ୍ଷା କରିବା ଦିଗରେ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ କଂଗ୍ରେସର ବିଚାରଧାରାକୁ ବଜାଜ ରଖିବା ପାଇଁ ଦୃଢ ସଂକଳ୍ପ ନେବା ଜରୁରୀ ହୋଇପଡ଼ିଛି ।କାର୍ଯ୍ୟକ୍ରମରେ ଚରଦା ପଞ୍ଚାୟତ ପାଇଁ ନିଯୁକ୍ତି ହୋଇଥିବା ସଭାପତି ଭାବରେ ନରସିଂହ ମିଶ୍ର, ଶଙ୍କରାର ଦୁର୍ଯ୍ୟୋଧନ କ୍ଷେତି,ମହାଦେବପାଲି ସୋମିତ୍ରୀ ତରିଆ,ସେଲେଡି ସୀତାରାମ ବହିଦାର,କଇଁନ୍ତରା ଆନନ୍ଦ ଦାଶ,ବାଉଁସୁଣି ନିଲାଞ୍ଚଲ ଷାଣ୍ଢ,ମେଘେଲା ବାଲେଶ୍ଵର ସାହୁ,ସିଲାଟି ରଶ୍ମିରଞ୍ଜନ ବିଶି,ଭଣ୍ଡାର ଟିକେଶ୍ୱର୍ ପ୍ରଧାନ,ଶିଂହିଯୁବା ଜୟନାରାୟଣ ନାୟକ,ବାବୁପାଲି ଋଷୁଭ ଭୋଏ,ବାଙ୍କୀଘିରିଡି ସୀତା ପୁଟେଲ,ସିନ୍ଦୁରପୁର ବିଶ୍ଵାମିତ୍ର ପଣ୍ଡା,ମହଦା ସୁରଥ ଚନ୍ଦ୍ର ପ୍ରଧାନ,ଜୁଲୁଣ୍ଡା ନବଘନ ନାଗ,କୁହିବାହାଲ ଜିନ୍ଦାର ମହାନନ୍ଦ,ସଂଗଠକ କୃଷ୍ଣ ଚନ୍ଦ୍ର ପ୍ରଧାନ,ମିତ୍ରଭାନୁ ଭୁଏ,ପଞ୍ଚାନନ ପାତ୍ର,ସୂର୍ଯ୍ୟ କୁମାର କ୍ଷେତି,ଏନଏସ ୟୁଆଇ  ଜିଲ୍ଲା ସଭାପତି ଟିକୁ ହୋତା ପ୍ରମୁଖଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଘବ ଦାସ,ସୁଧାଂଶୁ ପଣ୍ଡା,ଗୋବିନ୍ଦା ଝାଙ୍କର,ବିରାଜି ପେରା,ଅଶୋକ ମହାନନ୍ଦ,ରାଧା ମୋହନ ଭୋଇ,ପ୍ରକାଶ ମହାନନ୍ଦ,ବିପିନ ମେହେର,ବିଶ୍ୱନାଥ ନେଗି,ଜବଦୁ ସାହୁ ପ୍ରମୁଖ ନିଜର ମତ ପୋଷଣ କରିଥିଲେ।ଶେଷରେ ଯୁବ କଂଗ୍ରେସ ବ୍ଲକ ସଭାପତି ବିଜୟ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like