-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଜିଲ୍ଲା ସ୍ତରୀୟ ବ୍ୟାଞ୍ଚ ପ୍ରେସ ଓ ଡେଡ୍ ଲିଫ୍ଟ ଚମ୍ପିୟନସିପ

03-Oct-2023



ବଲାଙ୍ଗୀର, (ପ୍ରେରଣା ଖବର)- ବଲାଙ୍ଗିର ଜିଲ୍ଲା ଅନ୍ ଫିଟନେସ ଆନୁକୁଲ୍ୟରେ ସ୍ଥାନୀୟ ଗୋପାଳଜୀ ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ବ୍ୟାଞ୍ଚ ପ୍ରେସ ଓ ଡେଡ୍ ଲିଫ୍ଟ ଚମ୍ପିୟନସିପ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ତଥା ସହରର ବିଭିନ୍ନ କ୍ଲବର ସଭ୍ୟମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜିବୀ ଅମରେନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠି, ସମ୍ମାନିତ ଅତିଥି ପୂର୍ବତନ ଡିଏସ୍‌ଓ ରାଜେନ୍ଦ୍ର ବଢେଇ, ସମ୍ମାନିତ ଅତିଥି ଶ୍ରୀମନ୍ତ ପଣ୍ଡା, ସମ୍ମାନିତ ଅତିଥି ମନୋରଂଜନ ମିଶ୍ର, ଜୁଲୁ ପଟ୍ଟନାୟକ, ବୁଲୁ ଦାନୀ ପ୍ରମୁଖ ପୁରଷ୍କାର ବିତରଣ କରିଥିଲେ । ମୁଖ୍ୟ ଆୟୋଜକ ଅନ୍ ଫିଟନେସ ଅନିଲ ନାଏକ, ସଂଜୟ ଶତପଥି, ରୁପକ ବରାଳ, ବିଡିଜିଏ ସମ୍ପାଦକ ସଂଗ୍ରାମ ବହିଦାର ବିଚାରକ ଦାୟିତ୍ୱ ତୁଳାଇଥିଲେ । ମହିଳା ଡେଡ୍ ଲିଫ୍ଟ ରେ ୫୨ କେଜି ବିଭାଗରେ ପ୍ରଥମ ଗୁଞ୍ଜନ ପଟ୍ଟନାୟକ, ଦ୍ୱିତୀୟ ମନୋଲିସା ବିଶି, ତୃତୀୟ ଅର୍ଚ୍ଚନା ଚୈାହାନ । ଦ୍ୱିତୀୟ ଗ୍ରୁପ ବିଭାଗରେ ପ୍ରଥମ ପୁଜା ଚୈାହାନ, ଦ୍ୱିତୀୟ ସୁନନ୍ଦା ଭୋଇ, ତୃତୀୟ ରୋଜି ବାଗ । ତୃତୀୟ ବିଭାଗରେ ପ୍ରଥମ ନୀତୁ ଡୁଙ୍ଗଡୁଙ୍ଗ, ଦ୍ୱିତୀୟ କିରନ ରଥ, ତୃତୀୟ ପୁଷ୍ପାଞ୍ଜଳି ମଲ୍ଲିକ । ଚତୁର୍ଥ ବିଭାଗରେ ପ୍ରଥମ ସରୀନା ଡୁଙ୍ଗଡୁଙ୍ଗ, ଦ୍ୱିତୀୟ ସମୀକ୍ଷା ମାହାଣା, ତୃତୀୟ ରେ ରୀଙ୍କୁ ସୁନା । ଷ୍ଟ୍ରଙ୍ଗ ଓମେନ ରେ ନୀତୁ ଡୁଙ୍ଗଡୁଙ୍ଗ ହାସଲ କରିଥିଲେ । ପୁରୁଷ ବେଞ୍ଚ ପ୍ରେସ ୫୨ କେଜି ବିଭାଗରେ ପ୍ରଥମ ସାହିଲ ସ୍ୱାଇଁ, ଦ୍ୱିତୀୟ ଆଶିକ୍ ମାଝି, ତୃତୀୟ ହେମନ୍ତ ନାଗ । ୫୯ କେଜି ବିଭାଗରେ ପ୍ରଥମ ବିଶ୍ୱଜିତ ସୁନା, ଦ୍ୱିତୀୟ ଛୋଟୁ ପୋଡ, ତୃତୀୟ ନିଖିଲ ନାଗ । ୬୬ କେଜି ବିଭାଗରେ ପ୍ରଥମ ମନୋରଞ୍ଜନ ସାହୁ, ଦ୍ୱିତୀୟ ମିଲନ ନାଗ, ତୃତୀୟ ବିଷ୍ଣୁ ପ୍ରସାଦ ନାଏକ । ୭୪ କେଜି ବିଭାଗରେ ପ୍ରଥମ ଆଲୋକ ସାଗର, ଦ୍ୱିତୀୟ ନିଖିଲ ସୁନା, ତୃତୀୟ ସେଖ୍ ଅଖତର । ୮୩ କେଜି ବିଭାଗରେ ପ୍ରଥମ ଯୁବରାଜ ବରୁଆ, ଦ୍ୱିତୀୟ ସିଦ୍ଧାନ୍ତ ପଡିହାରି, ତୃତୀୟ ସୁଶାନ୍ତ ମନହିରା । ୯୩ କେଜି ବିଭାଗରେ ପ୍ରଥମ ସାର୍ତକ ଶ୍ରୀୱସ୍ତବ, ଦ୍ୱିତୀୟରେ ସିବୁ ରାଉତ, ତୃତୀୟରେ ଆନନ୍ଦ ଛତର । ପ୍ରତିଯୋଗିତାରେ ସର୍ବାଧିକ ବେଞ୍ଚ ପ୍ରେସ ସାର୍ଥକ ଶ୍ରୀୱାସ୍ତବ ୧୪୦ କେଜି ମାରିଥିଲେ । ଷ୍ଟ୍ରଙ୍ଗ ମ୍ୟାନ ମନୋରଞ୍ଜନ ସାହୁ ଚମ୍ପିୟନ ଅଫ୍ ଚମ୍ପିୟନ ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାକୁ ସଫଳ କରିବାରେ ସଭ୍ୟ ବବନ ମିଶ୍ର, ଦିଲିପ୍ ପଟ୍ଟନାୟକ ଘନ ପଟେଲ, ବାଦଲ ପାତ୍ର, ରାମ ସିଂ ପ୍ରମୁଖ ସହଯୋଗ କରିଥିଲେ । ହେଣ୍ଡିକେପ୍ ପ୍ରତିଯୋଗିତାରେ ବବୁଲୁ ମିଶ୍ର ତାଙ୍କ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like