-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2023
ନବରଙ୍ଗପୁର (ମିହିର ଶଙ୍କର ଦାସ ): ଦୁର୍ଘଟଣାରେ ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ଖେଳ ଶିକ୍ଷକ ପ୍ରଭାସ ଜେନା ମୃତ l ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ରେ ବସ୍ ଦୁର୍ଘଟଣାଗ୍ରସ୍ତ । ଚନ୍ଦାହାଣ୍ଡି ଠାରେ ଜିଲ୍ଲାସ୍ତରୀୟ କ୍ରୀଡାରେ ଯୋଗ ଦେବାକୁ ଛାତ୍ରଛାତ୍ରୀ ଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟି ରେ ଓଲଟିଲା ବସ୍ । ଏହି ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।