-+91-9937148622 |

prerana_bgr@rediffmail.com |

  Wednesday 10th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ    (10-Jun-2026)       ||      *ସଫଳ ଓ ସୁଶାସନ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରି କଣ୍ଟାମାଳ ବ୍ଳକ ରକ୍ସା ଗାଁ ରେ ପୂଜା ଅର୍ଚ୍ଚନା*-   (10-Jun-2026)       ||      ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-Jun-2026)       ||      *କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ପଲିଥିନ ବଣ୍ଟନ*   (10-Jun-2026)       ||      ଟୋକନ୍ ସମସ୍ୟା: ଶୁକ୍ରବାର ସୁଦ୍ଧା ସମାଧାନ ନହେଲେ ରାସ୍ତାରୋକ କରିବ ଓଡ଼ିଶା ରାଜ୍ୟ କୃଷକ ସଂଗଠନ   (10-Jun-2026)       ||      ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-Jun-2026)       ||      କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା    (10-Jun-2026)       ||      ଗାନ୍ଧୀ ନଗର ପଡା ରାସ୍ତା ଦୁର୍ଘଟଣା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ଦାବିରେ ଥାନାର ଦ୍ୱାରସ୍ଥ ହେଲା ବିଜେଡ଼ି    (10-Jun-2026)       ||      *ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ*   (10-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ   (10-Jun-2026)       ||      ଦୁର୍ଘଟଣାରେ ମାଁ ଝିଅ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରଙ୍କୁ ଭେଟିଲେ ନରସିଂହ♦️ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ସାହାଯ୍ୟ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ   (10-Jun-2026)       ||      ସମାଜସେବୀ ଶ୍ରୀଧର ସାହୁ ଙ୍କୁ ନର୍ଲା ପ୍ରେସ ଆଶ୍ସୋସିଏସନ ଦ୍ୱାରା ସମ୍ମାନିତ   (10-Jun-2026)       ||      ବଲାଙ୍ଗୀର ସହରରେ କ୍ରମବର୍ଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଜନିତ ସମସ୍ୟାକୁ ନେଇ,   ଏନ୍‌ଏଚ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କଲା ବଲାଙ୍ଗୀର ଜିଲା ସିଭିଲ ସୋସାଇଟି   (10-Jun-2026)       ||      *ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ଜୋରଦାର: ଗୋଟିଏ ଦିନରେ ୨୧ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ, ବିଭିନ୍ନ ମଣ୍ଡିରେ ଧାନ ନ ଉଠିବା ଅଭିଯୋଗ*   (10-Jun-2026)       ||      *ନୂଆପଡ଼ା ଜିଲ୍ଲାର ମନିଜର ଆର୍ଯ୍ୟଙ୍କୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ସଦସ୍ୟ ଭାବେ ମନୋନୀତ*   (10-Jun-2026)       ||      ସମାଜସେବୀଙ୍କ ସ୍ମୃତିଚାରଣ ସଭା   (10-Jun-2026)       ||      *ଆଧାର କାର୍ଡ ନଥିବା ଓ ବିଦ୍ୟାଳୟରେ ଆଦୌ ନାମ ଲେଖା ନଥିବା ଅନାଥ ପିଲାଙ୍କୁ ବୟସ ଆଧାରରେ ଶିଶୁଙ୍କ ନାମ ଲେଖା ନିଶ୍ଚିତ କରିଛନ୍ତି ସିଆରସିସି*   (10-Jun-2026)       ||      ବାରିଯୋର ରେ ଚେକଡେମ ପାଇଁ ଦାବି କଲେ ଲୋକେ ♦️ବିଜୁଳି ସମସ୍ୟା ସମାଧାନ ପାଇଁ କାମ ହେଲା ଆରମ୍ଭ   (10-Jun-2026)       ||     

HOME   ଜିଲ୍ଲା

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଲକ୍ଷାଧିକ ଟଙ୍କା ର ଘୋଟାଲା, ଠକାମୀ ର ଶିକାର ହେଲେ ନୀରିହ ଚାଷୀ

13-Aug-2023



ଲୋଇସିଂହା(ପ୍ରେରଣା ଖବର ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଲକ୍ଷାଧିକ ଟଙ୍କା ର ଘୋଟାଲା ହୋଇଥିବା ଓ ଏଥିରେ କିଛି ମଧ୍ୟସ୍ଥି ଓ ଦଲାଲ ଙ୍କ ପ୍ରଛନ୍ନ ହାତ ରହିଥିବା ନେଇ ଅଭିଯୋଗ ଆସିଛି l ଏପରି କିଛି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ରତାଖଣ୍ଡି ଗାଁ ରେ l ସୂଚନାରୁ ପ୍ରକାଶ ଯେ , ଏହି ପଞ୍ଚାୟତର ପ୍ରାୟ ୩୦ ଜଣ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ନିଜର ଜମି ର ଇନସ୍ୟୁରାନ୍ସ କରିଥିଲେ l ପରେ ଚାଷୀ ମାନଙ୍କ ଏକାଉଣ୍ଟ୍ କୁ ଏହି ଯୋଜନାରେ ବୀମା ଟଙ୍କା ମଧ୍ୟ ଡିପୋଜିଟ୍ ହୋଇଥିଲା l ତବେ ଗାଁ ର ଚାଷୀ ଙ୍କ ଅଭିଯୋଗ ମୁତାବକ ରତାଖଣ୍ଡି ପଞ୍ଚାୟତ ତାଲଜୁରି ଗାଁ ର କୃଷକ ସାଥୀ ତରୁଣ ପଟ୍ଟନାୟକ ଏହି ଚାଷୀ ମାନଙ୍କ ଠାରୁ ଇନସ୍ୟୁରାନ୍ସ କରାଇ ଦେବାକୁ କହି ଇନସ୍ୟୁରାନ୍ସ ଟଙ୍କା ର ଅଧା ଟଙ୍କା କମିସନ୍ ବାବଦକୁ ହଡ଼ପ କରିଥିବା ଅଭିଯୋଗ ହୋଇଛି l ଚାଷୀ ମାନଙ୍କ ଅଭିଯୋଗକୁ ନେଇ ଆମେ କୃଷକ ସାଥୀ ଶ୍ରୀ ପଟ୍ଟନାୟକ ଙ୍କୁ ପ୍ରଶ୍ନ କାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଥିଲେ l ତେବେ ଲକ୍ଷାଧିକ ଟଙ୍କା ର କ୍ଷତି ସହି ଥିବା ଚାଷୀ ମାନେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   10-Jun-2026
  ଜିଲ୍ଲା  
ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   10-Jun-2026
  ଜିଲ୍ଲା  
ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ   10-Jun-2026
  ଜିଲ୍ଲା  
*ସଫଳ ଓ ସୁଶାସନ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରି କଣ୍ଟାମାଳ ବ୍ଳକ ରକ୍ସା ଗାଁ ରେ ପୂଜା ଅର୍ଚ୍ଚନା*-   10-Jun-2026
  ଜିଲ୍ଲା  
ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   10-Jun-2026
  ଜିଲ୍ଲା  
*କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ପଲିଥିନ ବଣ୍ଟନ*   10-Jun-2026
  ଜିଲ୍ଲା  
ଟୋକନ୍ ସମସ୍ୟା: ଶୁକ୍ରବାର ସୁଦ୍ଧା ସମାଧାନ ନହେଲେ ରାସ୍ତାରୋକ କରିବ ଓଡ଼ିଶା ରାଜ୍ୟ କୃଷକ ସଂଗଠନ   10-Jun-2026
  ଜିଲ୍ଲା  
ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   10-Jun-2026
  ଜିଲ୍ଲା  
କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା   10-Jun-2026
  ଜିଲ୍ଲା  
ଗାନ୍ଧୀ ନଗର ପଡା ରାସ୍ତା ଦୁର୍ଘଟଣା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ଦାବିରେ ଥାନାର ଦ୍ୱାରସ୍ଥ ହେଲା ବିଜେଡ଼ି   10-Jun-2026
  ଜିଲ୍ଲା  
*ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ*   10-Jun-2026
  ଜିଲ୍ଲା  
ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ   10-Jun-2026

You Might Also Like