-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ବିଶ୍ୱାସ ନାମରେ ବିଶ୍ୱାସଘାତକତା କରିଛି ବୀମା କଂପାନୀ, ଚିକିତ୍ସା ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଧ୍ୟ ନିଜ ପ୍ରାପ୍ୟରୁ ବଂଚିତ ମୁକେଶ

02-Aug-2023



ବଲାଙ୍ଗୀର(ପ୍ରେରଣା ଖବର): ସହଜରେ ଓ ବିନା ଖର୍ଚ୍ଚରେ ଜରୁରୀ ଚିକିତ୍ସା ସୁବିଧା ଲକ୍ଷ୍ୟ ନେଇ ଜନସାଧାରଣ ବିଭିନ୍ନ କଂପାନୀକୁ ଭରଷା କରି ସ୍ୱାସ୍ଥ୍ୟ ବୀମା କରିଥାନ୍ତି । ତେବେ ଲୋକଙ୍କ ଅଜ୍ଞାନତାର ସୁଯୋଗ ନେଇ ବେଳେ ବେଳେ ଏହି କଂପାନୀ ମାନଙ୍କ ଶୋଷଣର ଶିକର ହୋଇଥାନ୍ତି ଗ୍ରାହକ ମାନେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣlଗଡ଼ ଅଂଚଳରେ । ବୀମା କଂପାନୀରେ ଇନ୍‌ସ୍ୟୁରେନ୍ସ କରି ମଧ୍ୟ ନିଃଶୁକ୍ଲ୍ଲ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇଛନ୍ତି ଜଣେ ବ୍ୟକ୍ତି । ଏ ନେଇ ଚିକିତ୍ସା ଟଙ୍କା ଭରଣା ପାଇଁ ବୀମା କଂପାନୀକୁ ବାରମ୍ବାର ହାରିଗୁହାରୀ କଲା ପରେ ମଧ୍ୟ ଦୀର୍ଘ ମାସ ହେଲା ଏହି ବ୍ୟକ୍ତି ଜଣକ ବୀମା କଂପାନୀ ଠାରୁ ପ୍ରତିଶୃତି ନାଁ ରେ କେବଳ ପ୍ରତାରଣା ପାଇଛନ୍ତି ।

   ସୂଚନାରୁ ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଗ୍ରାମର ମୁକେଶ କୁମାର ଅଗ୍ରୱାଲ(୪୩) ନାମକ ଏହି ବ୍ୟକ୍ତି ଜଣକ ଗତ ୩୦.୦୯.୨୦୨୨ ରେ ଏକ ଅପରେସନ ପାଇଁ ବଲାଙ୍ଗୀର ସ୍ୱରାଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୁକେଶ ପେଶାରେ ଜଣେ ବ୍ୟବସାୟୀ ଅଟନ୍ତି ।

ଅପରେସନ ଓ ସମସ୍ତ ଚିକିତ୍ସା ବାବଦକୁ ସେ ମୋଟ୍ ୧ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ପାଟଣାଗଡ଼ ଡିସିବି ବ୍ୟାଙ୍କ ମାଧ୍ୟମରେ ରୋୟଲ ସୁନ୍ଦରମ୍ ନାମକ ଏକ ବୀମା କଂପାନରେ ସେ ହେଲ୍‌ଥ ଇନ୍‌ସ୍ୟୁରେନ୍ସ କରିଥିଲେ । ପ୍ରତିବର୍ଷ ଆବଶ୍ୟକ ପ୍ରିମିୟମ ରାଶି ମଧ୍ୟ ସେ ବୁଝାଇ ଆସୁଥିଲେ । ଏହି ହେଲ୍‌ଥ ଇନ୍‌ସ୍ୟୁରେନ୍ସ କାର୍ଡ ବଳରେ ମୁକେଶଙ୍କୁ ସ୍ୱରାଜ ହସ୍ପିଟାଲରେ ଅପରେସନ୍ ହେବା ପାଇଁ ଅନୁମତି ମଧ୍ୟ ମିଳିଥିଲା । ବୀମା କଂପାନୀର ଚୁକ୍ତିନାମା ମୁତାବକ ଚିକିତ୍ସା ସଂକ୍ରାନ୍ତୀୟ ସମସ୍ତ ଖର୍ଚ୍ଚ ଗ୍ରାହକଙ୍କ ପକେଟରୁ ନୁହେଁ ବୀମା କଂପାନୀ ତରଫରୁ ସଂପୃକ୍ତ ଡାକ୍ତରଖାନାକୁ ପଇଠ କରିବା କଥା । ତେବେ ଚକିତ୍ସା ସରିବା ପରେ ବୀମା କଂପାନୀ ଆଜି ପର୍ଯ୍ଯନ୍ତ 

 ଦୀର୍ଘ ୧୧ମାସ ହେଲା ମୁକେଶଙ୍କୁ ବିଭିନ୍ନ ଆଳରେ ଠକି ଚାଲଛି । ନିଜର ପ୍ରାପ୍ୟ ପାଇବା ପାଇଁ ମଧ୍ୟ ମୁକେଶଙ୍କୁ ରୋୟଲ ସୁନ୍ଦମ୍‌କୁ ଜୁହାରମୁଣ୍ଡିଆ ମାରିବାକୁ ପଡୁଛି । କେବଳ ସେତିକି ନୁହେଁ ବୀମା କଂପାନୀର ପାଟଣାଗଡ଼ ଏଜେଣ୍ଟ ମଧ୍ୟ ମୁକେଶ ଙ୍କୁ ଆଜି ଏଇ ଡୋକୁମେଣ୍ଟ ଦିଅ, କାଲି ସେଇ ଡୋକୁମେଣ୍ଟ ଦିଅ କହି ଦିନ ଗଡାଇ ଚାଲଛନ୍ତି । ଅନ୍ୟ ପଟରେ ବୀମା କଂପାନୀ ଓ ବୀମା କଂପାନୀର ଏଜେଣ୍ଟଙ୍କ ଦାଓପେଂଚରେ ବିଚରା ମୁକେଶ ଚିକତ୍ସା ବାବଦକୁ ଲକ୍ଷାଧିକ ଟଙ୍କା ଖଚ୍ଚ କରି ଏବେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହିଛନ୍ତି । ତେବେ ରୋୟଲ ସୁନ୍ଦରମ୍ ନାମକ ଏହି ବୀମା କଂପାନୀ ର ବିଶ୍ୱାସଘାତକତା କାମକୁ ମୁକେଶ ନିନ୍ଦା କରିବା ସହ ଆଗାମୀ ଦିନରେ ଚିକିତ୍ସା ଟଙ୍କା ନ ପାଇଲେ ବୀମା କଂପାନୀ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କଡା ଚେତାବନୀ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like