-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
29-Jul-2023
ଉଦଳା - ଖୁଣ୍ଟା ଥାନା ଟୁଙ୍କି ଜଳପ୍ରପାତ ରେ ଫଟୋ ଉଠାଉଥିବା ବେଳେ ଜଳପ୍ରପାତରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଯୁବକ ଉଦଳା କଲେଜ ଯୁକ୍ତ ୩ ବିଜ୍ଞାନ ଦ୍ଵିତୀୟ ବର୍ଷର ଛାତ୍ର ଅମିତାଂସୁ ବେହେରା । ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା l