-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||     

HOME   ରାଜ୍ୟ

ସୁକତେଲ ବୁଡିଅଞ୍ଚଳକୁ ଯାଇନପାରି ଫେରିଗଲେ ପ୍ରଫଲ୍ଲ ସାମନ୍ତରା

24-Jul-2023



ବଲାଙ୍ଗୀର(ଦେବାଶିଷ ବହିଦାର)-ବଲାଙ୍ଗୀର ଜିଲ୍ଲାରେ ଲୋୟରସୁକତେଲ ବୁଡିଅଞ୍ଚଳରେ ବିସ୍ଥାପିତଙ୍କୁ ଉଚିତ ନ୍ୟାୟ ମିଳୁନାହିଁ । ଗଢଶଙ୍କରଡୁଙ୍ଗୁରିପାଲି ବିସ୍ଥାପିତ ପରିବାରଙ୍କ ପାନୀୟଜଳ ଓ ବିଦ୍ୟୁତ ସଂଯୋଗ କାଟିଦିଆଯାଇଛି । ସେଠାରେ ସେମାନଙ୍କ ମାନବାଧିକାରର ଉଲଂଘନ ହେଉଛି ବୋଲି ଅଭିଯୋଗ ହେଲାପରେ ବିଶିଷ୍ଟ ପରିବେଶବିଦ ତଥା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ଆଜି ଏହି ଅଞ୍ଚଳକୁ ଗସ୍ତକରି ପରିସ୍ଥିତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପ୍ରଶାସନ ଚାଲାକି କରି କିଛିଲୋକଙ୍କୁ ପଠାଇ ତାଙ୍କୁ ବାରଣ କରାଗଲା ତେଣୁ ସେ ବଲାଙ୍ଗୀର ରେଳ ଷ୍ଟେସନରୁ ଫେରିଯାଇଥିବା ସୂଚନା ଦେଇଛନ୍ତି । ଶ୍ରୀ ସାମନ୍ତରା ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି ଯେ,ସେ ଟ୍ରେନରେ ବଲାଙ୍ଗୀର ଆସିବା ପୂର୍ବରୁ ତାଙ୍କ ସାଙ୍ଗରେ ଲୋୟରସୁକତେଲ ବୁଡିଅଞ୍ଚଂଳକୁ ଯିବାକୁ ଥିବା ବଙ୍ଗୋମୁଣ୍ଡାର ସାମାଜିକକର୍ମି ରାଜୀବ ସଗରିଆଙ୍କୁ ପାଟଣାଗଡ ପୋଲିସ ଓ ବୁଡିଅଞ୍ଚଳର ସତ୍ୟ ବନଛୋରଙ୍କୁ ବଲାଙ୍ଗୀର ପୋଲିସ ଅଟକ ରଖିଥିଲା । ସେ ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିଲା ପରେ କିଛି ଅଜଣା ଯୁବକ ଲୋୟରସୁକତେଲ ବିସ୍ଥାପିତ ଲୋକ କହି ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ଓ କହିଥିଲେ କି ବୁଡିଅଞ୍ଚଳରେ ପ୍ରଶାସନ ବିସ୍ଥାପିତଙ୍କୁ ଠିକରେ ଥଇଥାନ କରାଉଛି । ସେ ସେଠିକି ନଯାଆନ୍ତୁ ବୋଲି ବାରଣ କରିଥିଲେ । ବିସ୍ଥାପିତ ନାମରେ ଫୁଲତୋଡା ଦେଇଥିବା ଯୁବକମାନଙ୍କୁ  ସେ ଚିହ୍ନିନଥିଲେ କିମ୍ବା ଜାଣିନଥିଲେ । ବିସ୍ଥାପିତଙ୍କୁ ଠିକରେ ନ୍ୟାୟ ମିଳୁନଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରଶାରିତ ଖବର କଣ ମିଛ କି ବୋଲି ପ୍ରଶ୍ନ କଲେ ସେମାନେ ତାହାକୁ ଆଡେଇ ଯାଉଥିଲେ ଓ କେବଳ ବୁଡିଅଞ୍ଚଳକୁ ନଯିବାକୁ ଯିଦ କରୁଥିଲେ । ସେମାନେ ତାଙ୍କୁ  କୌଣସି ଖରାପ ବ୍ୟବହାର ପ୍ରଦର୍ଶନ କରିନଥିଲେ ହେଁ ତାଙ୍କ କଥାବାର୍ତ୍ତା ଓ ବାରଣରୁ ଜଣାପଡୁଥିଲା ଯେ, ସେମାନେ ପ୍ରଶାସନ ପ୍ରାୟୋଜିତ ଲୋକମାନେଥିଲେ । ତେଣୁ ସେମାନଙ୍କ ସହିତ ଅପ୍ରିତିକର ପରିସ୍ଥିତି ସୃଷ୍ଟିନକରି ଫେରି ଯାଉଛି ,କିନ୍ତୁ ବିସ୍ଥାପିତଙ୍କ ନ୍ୟାୟ ପାଇଁ ଲଢେଇ ଚାଲୁରହିବ ବୋଲି ପ୍ରଫୁଲ୍ଲ ସାମନ୍ତରା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଇଥିବା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ପ୍ରଫୁଲ୍ଲ ସାମନ୍ତରା ଆଜିର ଘଟଣାପରେ ପ୍ରଶ୍ନ କରିଛନ୍ତି ଯେ, ଯଦି ବିସ୍ଥାପିତଙ୍କୁ ଠିକରେ ପ୍ରଶାସନ କ୍ଷତିପୂରଣ ଦେଉଛି ଓ ଥଇଥାନ କରୁଛି ତାହେଲେ ବୁଡିଅଞ୍ଚଳକୁ ଲୋକଲଗାଇ ବାରଣ କରାଯାଉଛି କାହିଁକି? ପ୍ରଶାସନ ନିଶ୍ଚୟ କିଛି ଲୁଚାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ।  ପ୍ରକାଶ୍ୟ ଯେ,କିଛିବର୍ଷ ପୂର୍ବରୁ ଡେମକାମ ଚାଲିଥିବା ବେଳେ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା ଓ ଲିଙ୍ଗରାଜଙ୍କୁ ଥରେ ବଲାଙ୍ଗୀର ରେଳ ଷ୍ଟେସନରେ କିଛି ପ୍ରକଲ୍ପ ସପକ୍ଷବାଦୀମାନେ  ଦୁର୍ବ୍ୟବହାର ପ୍ରଦର୍ଶନ କରି ବଲାଙ୍ଗୀର ନ ଆସିବାକୁ ଧମକ ମଧ୍ୟ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026

You Might Also Like