-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ଅଞ୍ଚଳ ବାସୀଙ୍କ ପାଇଁ ଦୁଃଖ ସାଜିଛି ଉନ୍ଦେର ନଦୀର ବାଳି ଚାଳାଣ, ପ୍ରଶାସନ ନିରବଦ୍ରଷ୍ଟା

11-Jul-2023



ବଙ୍ଗୋମୁଣ୍ଡା /ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସିନ୍ଧେକେଲା ଅଞ୍ଚଳ ଦେଇ ବହି ଯାଇଥିବା ଉନ୍ଦେର ନଦୀର ବାଳି ଚାଳାଣ ଏବେ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ସାଜିଛି। ସିନ୍ଧେକେଲା ଅଞ୍ଚଳର ଲାଇଫ ଲାଇନ କୁହା ଯାଉଥିବା ଉନ୍ଦେର ନଦୀର ବିଭିନ୍ନ ବାଲିଘାଟ କୁ ଟେଣ୍ଡର କରି ଠିକା ଦିଆ ଯାଇଛି। ହେଲେ ଚିନ୍ତାର ବିଷୟ ପ୍ରତିଦିନ ଶହଶହ ଟ୍ରିପ କେବଳ ଉନ୍ଦେର ନଦୀର ବାଳି ଟ୍ରକ, ଟ୍ରାକ୍ଟର ଓ ହାଇୱା ରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଓ ତା ସହିତ ରାଜ୍ଯ ବାହାରକୁ ମଧ୍ଯ ଉନ୍ଦେର ନଦୀର ବାଲି ଚାଲାଣ ହେଉଛି । ଏଥିପାଇଁ ପ୍ରତିଦିନ ସିନ୍ଧେକେଲା ମୁଖ୍ଯ ରାସ୍ତାରେ ଘୋର ଟ୍ରାଫିକ ଜାମ ର ଶିକାର ହେଉଛନ୍ତି ରାସ୍ତାରେ ଯାତାୟାତ କରୁଥିବା ଲୋକେ ହସ୍ପିଟାଲକୁ 

ଆସୁଥିବା ରୋଗୀ, ବ୍ଯବସାୟୀ, ପୋଲିସ ଷ୍ଟେସନ, ରାଜସ୍ବ ନିରୀକ୍ଷକ, ପ୍ରାଣୀ ଚିକିତ୍ସାଳୟ , ବ୍ୟାଙ୍କ, ସ୍କୁଲ କଲେଜ ଆସୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆବାଳବୃଦ୍ଧ ବନିତା ସମସ୍ତେ ହଇରାଣ ହରକତ ହେଉଛନ୍ତି ଲୋକେ। ସିନ୍ଧେକେଲା ବାସୀଙ୍କ ହଇରାଣ ହରକତ ବଦଳରେ ଜଦି ଉଚିତ ରାଜସ୍ବ ବି ସରକାରୀ ତହବିଲକୁ ଯାଉଥାନ୍ତା ତେବେ କିଛି କଥା ନାହିଁ କିନ୍ତୁ ମିଳିଥିବା ସୁଚନାନୁଯାଇ ବଙ୍ଗୋମୁଣ୍ଡା ତହସିଲ ଅଞ୍ଚଳରେ ମାଟି ଇଟାର ରୟାଳ୍ଟି , ପଥର ଖାଦାନ ଓ ବାଲିଘାଟ ଗୁଡିକର ଠିକା ତଥା ଫାଇନ ଓ ଅନ୍ଯାନ୍ଯ ମାଧ୍ୟମରେ ଆର୍ଥିକ ବର୍ଷ ୨୦୨୨/୨୩ ରେ ସରକାରୀ ତହବିଲ କୁ ମାତ୍ର ୨ କୋଟି ୯୫ ଲକ୍ଷ ପାଖାପାଖି ଟଙ୍କା ରାଜସ୍ବ ଆଦାୟ ହୋଇଥିବା ଜଣାପଡିଛି। ଏଠାରେ ଚିନ୍ତାର ବିଷୟ ପ୍ରତିଦିନ ଶହଶହ ଟ୍ରିପ କେବଳ ଉନ୍ଦେର ନଦୀର ବାଳି ଟ୍ରକ, ଟ୍ରାକ୍ଟର ଓ ହାଇୱା ରେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଓ ତା ସହିତ ରାଜ୍ଯ ବାହାରକୁ ମଧ୍ଯ ଉନ୍ଦେର ନଦୀର ବାଲି ଚାଲାଣ ହେଉଥିବା ବେଳେ ମାତ୍ର ୨ କୋଟି ୯୫ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ ନୁହେଁ କି। ଏ ଉପରେ ବିଭାଗୀୟ ଅଧିକାରୀ ମାନେ ଆନ୍ତରିକତା ଦେଖାଇଲେ ରାଜସ୍ବ ଆଦାୟ ବେଶ ବଢିପାରିବ। ତା ମଧ୍ଯରେ ୨୦୨୨/୨୩ ଆର୍ଥିକ ବର୍ଷରେ  ଫାଇନ ରୁ ପ୍ରାୟ ୧୫ ଲକ୍ଷ ଟଙ୍କା ମାତ୍ର ଆଦାୟ ହୋଇଛି। ତଥାପି ପ୍ରଶାସନ କାହିଁକି କେଜାଣି ନିରବ ଦ୍ରଷ୍ଟା ହୋଇ ନିଜ କାମ ସାରି ଦେଉଛି। କୋଉ ଠିକାଦାର କେତେ ଏରିଆ ଲିଜ ନେଇଛି କେତେ ବାଳି ଉଠାଇ ସାରିଲେଣି ତାହା ବୋଧେ କେବଳ କାଗଜ କଲମ ରେ ହିସାବ ହେଉଛି । କାହିଁକିନା  ଲଘୁଖଣିଜ ଦ୍ରବ୍ଯର ସ୍ବତନ୍ତ୍ର ଆଇନକୁ ଦଳି ଚକଟି ଦିନ ରାତି ମେସିନ ସାହାଯ୍ଯରେ ବାଳିଚାଳାଣ ହେଉଥିବା ରାଜସ୍ବ ନିରୀକ୍ଷକ ଙ୍କ ଠାରୁ ତହସିଲଦାର ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ଥିବାବେଲେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାହା ଚିନ୍ତାର ବିଷୟ। ଏ ଉପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାସହ ସିନ୍ଧେକେଲାରେ ହେଉଥିବା ଟ୍ରାଫିକ ଜାମ ପାଇଁ ବାଳିଚାଳାଣ କରୁଥିବା ଗାଡି ଗୁଡିକର ସମୟ ନିର୍ଧାରିତ କରାଯିବା ପାଇଁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like