-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||     

HOME   ଜିଲ୍ଲା

ଚାନ୍ଦାପାଇଁ କଳେଜ ଅଧ୍ୟକ୍ଷଙ୍କୁ ଗାଳିଗୁଲଜ ପ୍ରସଙ୍ଗ, ଭୁଲତଥ୍ୟ ଦେଇ ଧୁମାଭଟl ସରପଞ୍ଚ ଏସଡିଜେଏମ କୋର୍ଟରୁ ଜାମିନ ମଞ୍ଜୁରକୁ ନେଇ ସାମ୍ବାଦିକ ସମ୍ମିଳନୀ 

10-Jul-2023



ପାଟଣାଗଡ(ଦିଲୀପ ପଣ୍ଡା) ପାଟଣଗଡ ଏସଡିଜେଏମ କୋର୍ଟରେ  ଚଞ୍ଚକତା କରି ହାଇକୋର୍ଟର ଜାମିନ ଆବେଦନ ଶୁଣାଣି ଚାଲୁରହିଥିବା ନଦର୍ଶାଇ ନ୍ୟାୟଧିଶ ଙ୍କ ଠାରେ ସଠିକ୍ ତଥ୍ୟ ଲୁଚାଇ ଭୁଲତଥ୍ୟ ଓ ଭୁଲ ‌ସତ୍ୟପାଠ ଉପସ୍ଥାପନା କରି ଗୋପନରେ ଧୁମାଭଟ ସରପଞ୍ଚ ବନମାଳୀ ନାଏକ ଙ୍କ ଜାମିନ ତାଙ୍କ ଓକିଲ ମଞ୍ଜୁର କରାଇ ଦେଇଥିବା କୁନେଇ ସମାଜସେବୀ ଡିଙ୍ଗର କୁମ୍ଭାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତିି । ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରତ୍ୟେକ ଭାରତୀୟଙ୍କ ଗଭୀର ଶ୍ରଦ୍ଧା, ସମ୍ନାନ ଓ ବିଶ୍ଵାସ ରହିଥିବାବେଲେ ପାଟଣଗଡ ଏସଡିଜେଏମ କୋର୍ଟରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଧୁମାଭଟl ସରପଞ୍ଚ ବନମାଳୀ ନାଏକ ଗ୍ରାମପଞ୍ଚାୟତରେ  ସରପଞ୍ଚ ଭାବରେ ନିର୍ବାଚିତ ହେବାପରେ ସେତାଙ୍କ ପଦ ମଯ୍ୟାଦାର ଘୋର ଅପବ୍ୟବହାର ଓ ଉଲ୍ଲଂଘନ କରି ଗତ ନଭେମ୍ବର ୨୮ ତାରିଖ ଦିନ ବେଳପଡା ବ୍ଲକ ଧୁମାଭଟା ବୀଣାପାଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚାନ୍ଦା ମାଗିବା ସହ ଗାଲିଗୁଳଜ କରିଥିଲେ । କଳେଜ ଅଧ୍ୟକ୍ଷଙ୍କ ଅଭିଯୋଗ ପରେ ବଲାଙ୍ଗୀର ଜିଲ୍ଲାପାଳ ସରପଞ୍ଚଙ୍କୁ  କାରଣ ଦର୍ଶାଅ ନୋଟିସ୍ କରିଥିଲେ ।  ହେଲେ ସରପଞ୍ଚଙ୍କ ଠାରୁ କୈ।ଣସି ପ୍ରତ୍ୟୃତ୍ବର ନପାଇବାରୁ ଜିଲ୍ଲାପାଳ  ବେଳପଡା ଵିଡିଓ ଙ୍କୁ ସରପଞ୍ଚଙ୍କ ନାମରେ ଥାନାରେ ଏତଲା ଦେବାକୁ  ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ବେଳପଡା ଵିଡିଓ ଜାନୁଆରୀ ୫ ତାରିଖରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଜାରିରଖିଥିବା ବେଲେ ମାର୍ଚ୍ଚ ୧୧ ତାରିଖ ଦିନ ବେଳପଡା ପୁଲିସ ପାଟଣଗଡ ପୁଲିସର ସହାୟତାରେ ସରପଞ୍ଚ ଶ୍ରୀ ନାଏକଙ୍କୁ ଧୁମାଭଟ ଛକରୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ମାର୍ଚ୍ଚ ୨୬ ତାରିଖରେ ସରପଞ୍ଚଙ୍କ ବାହାଘର ଥିବାରୁ ତାଙ୍କୁ ଏଡିଜେ କୋର୍ଟ ଗତ ମାର୍ଚ୍ଚ ୨୨ ତାରିଖ ଏକ ମାସପାଇଁ ଅନ୍ତରୀଣ ଜାମିନରେ ଛାଡିଥିଲେ । ଏହି ଜାମିନ ଅବଧିର ୨ ଦିନ ପୂର୍ବରୁ ଶ୍ରୀ ନାଏକ ତାଙ୍କ ଓକିଲ ଙ୍କ ନିର୍ଦ୍ଦେଶ ମୁତାବକ ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିବାକୁ ଆସିଧିଲେ । କୋର୍ଟ ପ୍ରକିୟା ସରିବାପରେ ପୁର୍ବରୁ ଥିବା କେଶର ଜାମିନ ନାମଞ୍ଜୁର ହୋଇଥିବା ସେ ତାଙ୍କ ଓକିଲଙ୍କ ମାଧ୍ୟମରେ ଜାଣିବାକୁ ପାଇଥିଲେ । ଏହାପରେ ସେ ପୁର୍ବ ଯୋଜନା ମୁତାବକ ପରିଶ୍ରା ଜିବାକୁ କହି ତାଙ୍କ ଦାଇତ୍ବରେ ଥିବା କନେଷ୍ଟବଳ ଦ୍ଵୟଙ୍କୁ ଧକ୍କା ଦେଇ ଫେରାର ଉଦ୍ୟମ କରିଥିଲେ । ସେ ଫେରାର ମାରିବା ଆଗରୁ ପୁଲିସ ତାକୁ ଧୁମାଭଟା ରାସ୍ତାରୁ କାବୁକରି ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ହାଜର କରାଇଥିଲା । ଏସଡିଜେଏମ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ସରପଞ୍ଚ ଙ୍କୁ କୋର୍ଟ ଚାଲାଣ କରାଜିବାସହ କୋର୍ଟ ଦାଇତ୍ବରେ ଥିବା ଏସଆଇ ପିଡି ବେହେରା ବନମାଳୀ ନାଏକ ଙ୍କ ନାମରେ ପାଟଣଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିଦିନଠାରୁ ବନମାଳୀ ନାଏକ ପାଟଣଗଡ ଜେଲରେ ବିଚାର ଧିନ କଏଦୀ ଭାବରେ ରହି ଆସୁଥିଲେ । ଏପରିକି ବେଳପଡା ଥାନାରେ ବନମାଳୀ ନାଏକ ଙ୍କ ନାମରେ ଏକାଧିକ ମାମଲା ମଧ୍ୟ ରହିଛି । ଏହି ସବୁ ମାମଲାକୁ ନେଇ ତାଙ୍କ ଓକିଲ ଉଚ୍ଚ ନ୍ୟାୟାଳୟର ଦ୍ଵାରାସ୍ତ ହୋଇଛନ୍ତି । ଉଚ୍ଚ ନ

ନ୍ୟାୟାଳୟରେ ଏହି ସବୁ ପ୍ରଶଙ୍ଗ ବିଚାର ଧିନ ରହିଛି । ଏହା ସ୍ବତ୍ବେ ପାଟଣଗଡ ଏସଡିଜେଏମ କୋର୍ଟରେ ଭୁଲତଥ୍ୟ ଦେଇ ବନମାଳୀ ନାଏକ ଜାମିନ ପାଇଛନ୍ତି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମ୍ଭାର ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026

You Might Also Like