-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ରାଜ୍ୟ

ଚର୍ଚ୍ଚାରେ ଯୁବ ମିଡ଼ିଆ ପ୍ଲାନର ଭରତ ପ୍ରଧାନ 

16-May-2023



ଆଖିରେ ତାଙ୍କର ଥିଲା ଅନେକ ସ୍ୱପ୍ନ । ଜୀବନରେ କିଛି ନିଆରା କାମ କରି ଦେଖେଇବାର ଦୃଢ ଇଚ୍ଛା ଥିଲା ମନରେ। ସ୍କୁଲ ଓ କଲେଜରେ ପଢିବା ବେଳୁ ସେ ଇଚ୍ଛା କରିଥିଲେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବେ। ଆଉ ଏହି ଆଶାରେ ସେ ଅନ୍ୟ ଯୁବକଙ୍କ ପରି ସରକାରୀ ଚାକିରି ପଛରେ ନ ଦୌଡ଼ି ନିଜସ୍ୱ ଉଦ୍ୟମରେ କିଛି କରିବାକୁ ଚାହିଁଥିଲେ। ନିଜ ଭିତରେ ଥିବା ସୃଜନଶୀଳତାକୁ ଉଦଜୀବିତ କରିଥିଲେ । ଏହାପରେ ତାଙ୍କର ଆରମ୍ଭ ହୋଇଥିଲା ଗାଁରୁ ରାଜଧାନୀ ଭୁବନେଶ୍ୱର ଯାତ୍ରା। ଏହି ଉଦ୍ୟମୀ ଯୁବକ ଜଣଙ୍କ ହେଉଛନ୍ତି ଭରତ ପ୍ରଧାନ। ଆଜି ଜଣେ ଯୁବ ମିଡିଆ ପ୍ଲାନର ଭାବେ ସେ ଓଡିଶା ଗଣମାଧ୍ୟମରେ ଖୁବ୍ ଜଣାଶୁଣା ।
ମେଳାପୀ ମନୋଭାବ,ନିଜ କାମ ପ୍ରତି ନିଷ୍ଠା  ଓ ସମର୍ପିତ ମନୋଭାବ ଭରତଙ୍କୁ ଆଜି ଜଣେ ସଫଳ ଯୁବ ମିଡ଼ିଆ ପ୍ଲାନରର ପରିଚୟ ଦେଇଛି । ୨୫ ବର୍ଷିୟ ଭରତଙ୍କର ନୟାଗଡ଼ ଜିଲ୍ଲା ବୋଦସା ଗ୍ରାମରରେ ଜନ୍ମ। ସେ ନୀଳମାଧବ ମହାବିଦ୍ୟାଳୟ , କଣ୍ଟିଲୋରୁ ସୋସିଓଲୋଜି( ଅନର୍ସ)ରେ ପାଠପଢାପରେ ନିଜର ସ୍ୱପ୍ନକୁ ସାକାର କରିବାକୁ ଗାଁ ଛାଡ଼ିଥିଲେ। ଭୁବନେଶ୍ୱରରେ ଆରମ୍ଭ କରିଥିଲେ ସଂଘର୍ଷର ଜୀବନ। ଟିଭିରେ ଆଙ୍କରିଂ ଦେଖି ପ୍ରଥମେ ସେ ଆଙ୍କରିଂ କରିବାର ନିଶାରେ ପଡ଼ି ଯାଇଥିଲେ । ଘରେ ଦର୍ପଣ ଆଗରେ ଠିଆ ହୋଇ ନିଜେ ଆଙ୍କରିଂ ଅଭ୍ୟାସ କରୁଥିଲେ । ସାଙ୍ଗସାଥିଙ୍କ ଠାରୁ ପ୍ରତିକ୍ରିୟା ନେଉଥିଲେ । ହେଲେ ଭୁଲ ହୋଇଯିବା ଭୟରେ ସେ କେବେ ରହି ଯାଇନଥିଲେ । କାହାର ନେଗେଟିଭ୍ କଥାକୁ ସେ ଶୁଣୁ ନଥିଲେ । କେବଳ ଗୋଟିଏ ଲକ୍ଷ୍ୟ ଥିଲା ଆଗକୁ ଆଗେଇବା ।   
ଭୁବନେଶ୍ୱର ଆସିବା ପରେ ସେ ଏକ ଘରୋଇ ଟିଭି

ନୟାଗଡ଼ : ଚ୍ୟାନେଲରେ ଆଙ୍କରିଂର ସୁଯୋଗ ପାଇଥିଲେ । ଏହାପରେ ସେ ଆରମ୍ଭ କରିଥିଲେ ପେଟିଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ସମାଜସେବା । ସେ ଇଭେଣ୍ଟ ମ୍ୟାନେଜମେଣ୍ଟ ଲାଇନ୍ରେ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କୁ ନିଜର ଗୁରୁ ମାନନ୍ତି। ସେ ହିଁ ଭରତଙ୍କୁ ଶିଖାଇଥିଲେ ଇଭେଣ୍ଟ ପରିଚାଳନା ଉପାୟ ଓ କୌଶଳ । ଭରତ ନିଜେ ମଧ୍ୟ ‘ନିର୍ବାଣ ଫାଇଣ୍ଡେସନ ଟ୍ରଷ୍ଟ’ ନାମରେ ଏକ ଟ୍ରଷ୍ଟ ଗଢିଛନ୍ତି । ଏହାସହ ଓଡ଼ିଆ ଫିଲ୍ମର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛନ୍ତି ।  
ବର୍ତ୍ତମାନ ୪୫୦ରୁ ଉର୍ଦ୍ଧ୍ୱ ଇଭେଣ୍ଟକୁ ଭରତ ସଫଳତାର ସହ ଆୟୋଜନ କରିବା ସହ ଗଣମାଧ୍ୟମ ଜଗତରେ ପରିଚିତ ହୋଇପାରିଛନ୍ତି। ଭରତ ନିଜର ସଫଳ କାର୍ଯ୍ୟ ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି । ଭରତ ନିଜର ଏକ ମନୋରଞ୍ଜନଧର୍ମୀ ୟୁଟ୍ୟୁବ୍ ଚ୍ୟାନେଲ ଖୋଲି ସେଥିରେ ନୂଆ ନୂଆ ଓଡିଆ ସିନେମା ବିଷୟରେ ସୂଚନା ଦେଉଛନ୍ତି । ଆଗକୁ ଏକ ଷ୍ଟେଟ ବିଜନେସ ଆୱାର୍ଡ ୨୦୨୩ ନାମକ ବଡ଼ ଇଭେଣ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇ ଥିବା ଭରତ କୁହନ୍ତି ।

(ଅମୃତ ନନ୍ଦ ଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like