-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
12-May-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର ): ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିଙ୍ଗେରକଟା ଗ୍ରାମରୁ ଏକ ୧୦ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି। ଗ୍ରାମର ଉଗ୍ରସେନ ମଟାରିଙ୍କ ବିଳ ଭିତରେ ଥିବା ପରିତ୍ୟକ୍ତ କୂଅ ରେ ସାପଟି ପଡ଼ିଥିବା ଦେଖି ଚାଷୀ ଉଗ୍ରସେନ ଗାଁ ଲୋକଙ୍କୁ ଡ଼ାକି ସାପଟିକୁ ଉଦ୍ଧାର କରିଥିଲେ। ଅଜଗର ସାପ କୁ ଦେଖିବାପାଇଁ ଗ୍ରାମର ରେ ଭିଡ ଜମିଥିଲା। ଅଜଗର କୁ ପାଖ ଜଙ୍ଗଲରେ ଛାଡ଼ିଦେଇ ଥିବା ଜଣାଯାଏ।