-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ବକେୟା ପାଣିଟଙ୍କାକୁନେଇ ପିଇଓ ଙ୍କୁ ତାଲାଦେଲେ ଟ୍ରାକ୍ଟର ମାଳିକ,: ବିଡିଓ ଙ୍କ ପ୍ରତିଶ୍ରୁତି ପରେ ଖୋଲିଲା ତାଲା 

10-May-2023



ପାଟଣାଗଡ଼(ଦିଲୀପ ପଣ୍ଡା ): ପାଟଣାଗଡ଼ ବ୍ଲକ ଭଇଁଷା ପଞ୍ଚାୟତ ବାସୀଙ୍କୁ ଗତବର୍ଷ ଗ୍ରୀଷ୍ମଋତୁରେ ଦିଆଯାଇଥିବା ପାଣିର ବକେୟା ଟଙ୍କା ଟ୍ରାକ୍ଟର ମାଲିକ ମାନେ ଏଜାଏଁ ପାଇନଥିଲେ । ଯାହାକୁନେଇ ଆଜି ସେମାନେ ପଞ୍ଚାୟତ ପିଇଓ ଙ୍କୁ ତାଲାଦେଇ ଅଟକ ରଖିଥିଲେ । ବିଡିଓ ସୁମନ୍ତ କୁମ୍ଭାର ଙ୍କ ପ୍ରତିଶ୍ରୁତି ପରେ ଟ୍ରାକ୍ଟର ମାଲିକ ମାନେ ତାଲାଖୋଲି ପିଇଓ ଙ୍କୁ ଛାଡିଦେଇଥିବା ଜଣାପଡିଛି । ସୁଚନା ଅନୁସାରେ ଭଇଁଷା ପଞ୍ଚାୟତ ବାସୀଙ୍କୁ ଗତବର୍ଷ ପାଣିଜୋଗାଇ ଦେବାପାଇଁ ଜିପିଡିପି ଏକସନପ୍ଲାନ ହିସାବରେ  ୧ ଲକ୍ଷ ୩୯ ହଜାର ୫ ଶହ ଟଙ୍କାର ଅନୁଦାନ ରାଶିଥିଲା । କିନ୍ତୁ ପଞ୍ଚାୟତ ବାସୀଙ୍କ ଆବଶ୍ୟକ ଅନୁଜାଇ ଗତବର୍ଷ ଅନୁଦାନ ରାଶିରୁ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ପାଣି ସେମାନଙ୍କୁ ଯୋଗାଇ ଦିଆଯାଇଥିଲା   । ତତ୍ କାଳୀନ ପିଇଓ ମନୋରଞ୍ଜନ ଖମାରୀ, ତତ୍ କାଳୀନ ବିଡ଼ିଓ ନୀଲମାଧବ ସୁନାକୁ ଏସମ୍ପର୍କରେ ଲିଖିତ ଭାବରେ ଅବଗତ ମଧ୍ୟ କରାଇଥିଲେ ।  ବ୍ଲକ ପ୍ରଶାସନ ଅବଗତ ସ୍ବତ୍ବେ ମଧ୍ୟ ପାଖାପାଖି ୧ ବର୍ଷହେବ ୬ ଗୋଟି ଟ୍ରାକ୍ଟର ମାଲିକ ସେମାନଙ୍କର ପ୍ରାପ୍ୟଟଙ୍କା ଏଜାଏଁ ପାଇନଥିଲେ । ଯାହାକୁନେଇ ସେମାନେ ନୂତନ ଭାବରେ ଯୋଗଦେଇଥିବା ବିଡ଼ିଓ ସୁମନ୍ତ କୁମ୍ଭାର ଓ ପିଇଓ ଦୁଃଖିତ ବାଗ ଙ୍କୁ ଅବଗତ ମଧ୍ୟ କରାଇଥିଲେ । ବ୍ଲକ ପ୍ରଶାସନ ଏସଂକ୍ରାନ୍ତରେ ଅନୁଦାନ ରାଶି ଠାରୁ ଅଧିକ ଟଙ୍କା ଆସିଲାପରେ ସେମାନଙ୍କୁ ତାଙ୍କ ପ୍ରାପ୍ୟରାଶି ଦେବାପାଇଁ ଦିନ ଗଡାଇ ଚାଲିଥିଲେ । ଆଜି ସକାଳ ୮ ଟା ୩୦ ସମୟରେ ଶସିଭୁଷଣ ସାହୁ ଙ୍କ ନେତୃତ୍ବରେ ୬ ଜଣ ଟ୍ରାକ୍ଟର ମାଲିକ ପିଇଓ ଵାର୍ଦ୍ଧକ୍ୟ ଭର୍ତ୍ତା ଟଙ୍କା ବାଣ୍ଟିବା ସମୟରେ ତାଙ୍କୁ ତାଲା ପକାଇଦେଇ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଅଟକରଖି ନିଜଜିତରେ ଅଡିବସିଥିଲେ । ପିଇଓ ଘଟଣା ସମ୍ପର୍କରେ ବିଡ଼ିଓ ଙ୍କୁ ଅବଗତ ପରେ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ମାଲିକ ମାନଙ୍କୁ ବୁଝାସୁଝା ସହ ବକେୟା ଟଙ୍କା ଦେବାର ପ୍ରତିଶୃତିପରେ ଟ୍ରାକ୍ଟର ମାଲିକ ମାନେ ପିଇଓ ଙ୍କୁ ତାଲା ଖୋଲି ଛାଡିଦେଇଥିବା ସହ ସେମାନଙ୍କୁ ଦିନେଦୁଇଦିନ ଭିତରେ ତାଙ୍କ ପ୍ରାପ୍ୟରାଶି ଦିଆଯିବବୋଲି ବିଡ଼ିଓ ଶ୍ରୀ କୁମ୍ଭାର ଙ୍କ ଠାରୁ ଜଣାପଡିଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like