-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲା ଆଗଲପୁର ଠାରୁ ଏଣିକି ବସ୍ ଗଡିବ

10-May-2023



ବଲାଙ୍ଗୀର (ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୫୦ କିମି ଦୂରତା ରେ ଆଗଲପୁର ଅବସ୍ଥିତ। ଦେଶ ସ୍ବାଧୀନତା ହେବା ଠାରୁ ଗୋଟାଏ ଅନୁନ୍ନତ ବ୍ଳକ୍ ଭାବରେ ପରିଚିତ ରହି ଆସୁଥିଲା। ଜିଲ୍ଳା ର ଲୋକଙ୍କ ପାଇଁ ଗୋଟାଏ ଢଗ ହୋଇ ରହିଥିଲା 'ଯଦି ଯିବୁ ଆଗଲପୁର ଥରିଥିବୁ ଚୁଡା ଗୁଡ '।କିନ୍ତୁ ତାହା ଏବେ ଭୁଲ୍ ପ୍ରମାଣିତ ହୋଇ ସାରିଲାଣି। ରାଜ୍ୟରେ ସରକାର ବଦଳିଳା। ବିଜେଡି ସରକାର ଆସୁ ଆସୁ ବହୁ ଦିନରୁ ଏଠିକାର ଲୋକଙ୍କ ପାଇଁ ଏକ ସ୍ବପ୍ନ ସାକାର ହେଲା। ମୂଖ୍ୟମନ୍ତ୍ରୀ  ନବୀନ ବାବୁ ଏକ ନିର୍ବାଚନୀ ସଭାକୁ ଆସିଥିବା ସମୟରେ ଅଙ୍ଗ ନଦୀ ଉପରେ ଏକ ବିରାଟ ପୋଲ ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଲେ। ସେହି ପୋଲ ନିର୍ମାଣ ରେ ଅବଶ୍ୟ ସ୍ଥାନୀୟ ତତ୍କାଳୀନ ସରପଞ୍ଚ ଓ ଯୁବ ଇଂଜିନିୟର୍ସ ଶ୍ରୀ ନାୟକ ବାବୁଙ୍କ ପ୍ରଚେଷ୍ଟା ମଧ୍ୟ ରହିଛି। ପୋଲ ନିର୍ମାଣ ହେବା ପରେ ଆସ୍ତେ ଆସ୍ତେ ଆଗଲପୁର ବିକାଶ ହେବାରେ ଲାଗିଲା। ପରବର୍ତ୍ତୀ ସମୟରେ ଭରସୁଜା ଦେଇ ଯାଇଥିବା ଆଗଲପୁର ରାସ୍ତା ଉପରେ ପୁଣି ଅଙ୍ଗ ନଦୀ ଉପରେ ଏକ ବିରାଟ ପୋଲ ନିର୍ମାଣ ହେଲା। ଏଇ କିଛି ମାସ ହେବ ସେହି ପୋଲ ଉଦ୍‌ଘାଟନ ହୋଇ ଲୋକେ ଯିବା ଆସିବା କରିବାର ସୁବିଧା ପାଇଲେ।  ବଲାଙ୍ଗୀର ଠାରୁ ପଡୋଶୀ ରାଜ୍ୟ ରାୟପୁର କୁ ଅଳ୍ପ ରାସ୍ତା ହେଲା। ବାଣିଜ୍ୟ ଓ ପରିବହନ ପାଇଁ ଏକ ସୁଯୋଗ ସୃଷ୍ଟି ହେଲା। ଦୁଇଟି ବଡ ପୋଲ ହିଁ ଆଗଲପୁର ବିକାଶ ପାଇଁ ବଡ ସହଯୋଗ ରହିଲା। ବିଭିନ୍ନ ସଂପ୍ରଦାୟ ଲୋକେ ଏଠି ବସବାସ କରୁଥିବା ଆଗଲପୁର ଏବେ ହୁ ହୁ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଗମନାଗମନ ସୁବିଧା ପାଇଁ ଏକ ବସ୍ ଷ୍ଟାଣ୍ଡ  ଅନୁମୋଦିତ କରିଛନ୍ତି। ସେହି ବସ୍ ଷ୍ଟାଣ୍ଡ କେବେ ଠାରୁ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ଆଗଲପୁର ଠାରୁ ବସ୍ ଗଡିବା ଆରମ୍ଭ ହୋଇଥାନ୍ତା କିନ୍ତୁ ବିଡମ୍ବନା ବିଷୟ ରାଜ୍ୟ ସଡକ ପରିବହନ ନିଗମ ଅଧିକାରୀ ଓ ପୂର୍ବତନ ତହସିଲଦାର ଙ୍କ ମଧ୍ୟରେ ଜାଗା ଚିହ୍ନଟ ରେ ଟଣା ଓଟଣା ହୋଇ ତାହା ପଡି ରହିଲା। ଏବେ ନୂତନ ତହସିଲଦାର ଯୋଗ ଦେବା ପରେ ତହସିଲଦାର ମହୋଦୟା ସ୍ଥାନ ନିରୁପଣ କରି ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ସୁଚନା ମିଳିଛି। ରାଜ୍ୟ ସଡକ ପରିବହନ ନିଗମ ଅଧିକାରୀ ଯଥାଶୀଘ୍ର ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ଓ ଆଗଲପୁର ଠାରୁ ହିଁ ବିଭିନ୍ନ ଦିଗକୁ ବସ୍ ଗଡିବ ବୋଲି ଜଣାପଡିଛି। ଏବେ ଆଗଲପୁର ନୂତନ ତହସିଲଦାର ମହୋଦୟା ସରୋଜା ବେହେରାଙ୍କୁ ସବୁ ଦିଗରୁ ପ୍ରଶଂସା ର ସୁଅ ଛୁଟୁଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like