-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
06-May-2023
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ଫଟାମୁଣ୍ଡା ଗ୍ରାମ ରେ ବାବା ଧବଲେଶ୍ଵର ଙ୍କର ଶିବମନ୍ଦିର ପ୍ରତିଷ୍ଠା ଅହୋତ୍ସବ ପାଳନ କରାଯାଇଥିଲା,ମହୋସ୍ବବ ର ଅଷ୍ଠମ ଦିନରେ ମୁଖ୍ୟଅତିଥି ଭାବେ ବିଜୁଜନତା ର ମହିଲାମୋର୍ଚ୍ଚା ରାଜ୍ୟ ସଂପାଦିକା_ ରଞ୍ଜୁ ରାଏମନ,କୃଷକନେତା ତଥା ଯୁବ ସମାଜସେବୀ_ଦିଲିପ ବାରିକ, ବିଜୁଜନତା ଦଳ ର ସକ୍ରିୟ ରାଜନେତା ମିନିକେତନ ବହିଦାର, ଓମାଗ୍ରୋବିଟେକ ଲି. ର ଏରିଆ ମେନେଜର_ରାଜିବଲୋଚନ ଭୋଇ, ଯୁବ ସମାଜସେବୀ ତଥା ବିଜୁଜନତା ଦଳ ର ସକ୍ରିୟ ନେତା କମଳ ସାହୁ ଏବଂ ବିଜୁ ଜନତାଦଳ ର ମହିଲାଯୁବନେତ୍ରୀ_ମିତା ସାହୁ ଓ ଝସକେତନ ମହାନନ ଉପସ୍ଥିତଥିଲେ l ମହାରାଜ ଜଲଦ୍ଧର ଙ୍କର ଦରବାର ଉପରେ ରାଜ୍ୟ ସଂପାଦିକା_ରଞ୍ଜୁ ରାଏମନ ଙ୍କର ଭାଷଣ ତଥା ବ୍ଲକ ର ଉନ୍ନତୀ ସାଙ୍ଗ କୁ ଗ୍ରାମ ଗୁଡିକ ର ଉନ୍ନତୀ ସଂପର୍କରେ ଆଲୋଚନା କରିଥିଲେ l
ପରିଶେଷ ରେ ଓମାଗ୍ରୋବିଟେକ ଲି. ର ମେନେଜର_ରାଜିବଲୋଚନ ଭୋଇ ଚାଷୀ ମାନଙ୍କର ସମସ୍ୟା ସାଙ୍ଗ କୁ ଜୈବିକପ୍ରଣାଳୀ ରେ କିଭଲି ଚାଷ କରିବେ ଲୋକ ମାନଙ୍କୁ ବଖାଣିଥିଲେ l ଯାତ୍ରା ର ମୁଖ୍ୟ ଆର୍କାଷଣ ସାଜିଥିଲା_ମୀନାବଜାର, ଜଳଦ୍ଦର ଦରବାର ଓ ଅନ୍ଧ ମୁକ,ବଧୀର ମାନଙ୍କର ସଂଗୀତ ଗାନ କାର୍ଯ୍ୟକ୍ରମ ଲୋକ ଙ୍କୁ ବେଶ୍ ଆର୍କଷିତ କରିଥିଲା l