-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେବା ଘଟଣାରେ ୨ଗିରଫ

07-May-2023



ବିନିକା(ହିମାଂଶୁ ଶେଖର ପୁଟେଲ) ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ବିନିକା ସହର ଠାରୁ ସୋନପୁର ପଟକୁ ମାତ୍ର କେଇ ମିଟର ଗଲାପରେ ସ୍କୁଟିରେ BB ଯାଉଥିବା ସ୍ୱାମୀ/ସ୍ତ୍ରୀଙ୍କ ପିଛା କରି ମହିଳାଙ୍କ ବେକରୁ ଆଖି ପିଛୁଲାକେ ଦୁଇଗୋଟି ସୁନା ଚେନ ମାଳି ଲୁଟି ନେଇ ଫେରାର ଥିବା ଦୁଇଜଣ ଦୂର୍ବୁତ୍ତଙ୍କୁ ପୋଲିସ ଗିରଫ କରି ଆଜି କୋଟ ଚାଲାଣ କରିଥିବା ଜଣାପଡିଛି ।ସେହି ଦୁଇଜଣ ଦୁର୍ବୃତ୍ତ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ନାଗପାଲି ଗ୍ରାମର ନରେନ୍ଦ୍ର ଭାରତୀ ଓ ରଞ୍ଜନ ମେଘନୀ ।ଘଟଣାଟି ଚଳିତ ମାସ ୩ ତାରିଖର । ସମ୍ବଲପୁର ଜିଲ୍ଲା ଧମା ଥାନା ଅଧୀନ ସାହସପୁର ଗ୍ରାମର ତ୍ରିଲୋଚନ ପଣ୍ଡା ଓ ତାଙ୍କ ସହଧର୍ମିଣୀ ରେଣୁକା ପଣ୍ଡା ବିନିକା ଏନଏସି ଅଧିନସ୍ଥ ଡଭଲା ଠାରେ ଭୋଜି ଖାଇ ଦିନ ପ୍ରାୟ ୧୨.୪୫ ମିନିଟ ସମୟରେ ସ୍କୁଟିରେ ନିଜର ସମ୍ପର୍କୀୟ ଫୁଳମୁଠୀ ଗ୍ରାମକୁ ଯାଉଥିଲେ । ବିନିକା-ସୋନପୁର ମୁଖ୍ୟ ରାସ୍ତା ସହର ଠାରୁ କେଇ ମିଟର ସୋନାଳିକା ସୋ ରୁମ ପାରି ହେବାପରେ ପୂର୍ବରୁ ବାଇକରେ ପିଛା କରି ଆସୁଥିବା ଦୁର୍ବୃତ୍ତ ମାନେ ଆଖି ପିଛୁଳାକେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରି ଦୃତ ଗତିରେ ଆଗକୁ ଚାଲିଯାଇଥିଲେ ।ଫଳରେ ଉଭୟ ସ୍ବାମୀ ସ୍ତ୍ରୀ ଭୟଭୀତ ହୋଇପଡ଼ିଥିଲେ ।ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଘଟଣା ଜାଣି ଦୁର୍ବୃତ୍ତ ମାନଙ୍କ ପିଛା କରିଥିଲେ ହେଁ ସେମାନେ ଧରା ପଡିନଥିଲେ । ଏନେଇ ରେଣୁକା ୪ତାରିଖରେ ବିନିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତରଫରୁ ମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ସହର ମୁଖ୍ୟରାସ୍ତାର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି ଫୁଟେଜ ଅଭିଯୋଗକାରୀଙ୍କ ସମ୍ପର୍କ ଓ ପୋଲିସ ତରଫରୁ ଯାଞ୍ଚ କରାଯାଇଥିଲା ସିସିଟିଭି ଫୁଟେଜ ଫଟୋକୁ ଦେଖି  ସେହିଦିନ ଅଭିଯୋଗକାରୀ ସମ୍ପର୍କୀୟ ଚୋର ମାନଙ୍କୁ କୌଣସି ମାଧ୍ୟମରେ ଚିହ୍ନଟ କରି ପୋଲିସ କୁ ଜଣାଇବା ପରେ ପୋଲିସ ୩ଜଣଙ୍କୁ ସନ୍ଦେହରେ ଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।ପରେ କୌଣସି କାରଣରୁ ଉକ୍ତ ବ୍ୟକ୍ତି ମାନଙ୍କୁ ଛାଡ଼ି ଦେଇଥିଲା ।ଅଭିଯୋଗକାରୀ ଏବଂ ସାଧାରଣ ଜନତାଙ୍କ ତରଫରୁ ପୋଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହେବାସହ ଆନ୍ଦୋଳନ ପାଇଁ ଧମକ ଦେବାପରେ ପୋଲିସ ୫ତାରିଖରେ ଲୁଟ ଘଟଣାରେ ସଂଶ୍ଲିଷ୍ଟ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ଆଣିଥିଲା ।ଟିକିନିଖି ଭାବରେ ତଦନ୍ତ କରିବା ପରେ ଉକ୍ତ ଦୁର୍ବୃତ୍ତ ମାନଙ୍କ ଠାରୁ ୩ବାଇକ,ମୋବାଇଲ ଫୋନ,ବିଭିନ୍ନ ପ୍ରକାରର ହତିଆର ଜବତ କରାଯାଇଥିବା ଜଣାପଡ଼ିଛି।ହେଲେ ଲୁଟ ହୋଇଥିବା ୪୦ଗ୍ରାମ ସୁନା ଚେନ ମାଳି(ଯାହାର ମୂଲ୍ୟ ୨ଲକ୍ଷ ୪୦ହଜାର ହେବ)ଦୁର୍ବୃତ୍ତ ମାନେ କେଉଁଠି ରଖିଛନ୍ତି,କାହାକୁ ବିକ୍ରି କରିଛନ୍ତି ତାହା ପୋଲିସ ଉଦ୍ଧାର କରିବାରେ କେତେଦୂର ସଫଳ ହେବ ନା ଘଟଣାଟି ଫସକି ଯିବ  ସେନେଇ ସାଧାରଣରେ ଆଲୋଚନା ହେଉଛି । ରାସ୍ତା ମାନଙ୍କରେ ଲୁଟ,ଡକାୟତି,ରାହାଜାନୀ ଭଳି ଅନେକ ଘଟଣା ଘଟୁଥିବାରୁ ତାହାକୁ ପ୍ରତିହତ କରିବା ଦିଗରେ ସୁରକ୍ଷାର ପ୍ରହରୀ  ଭାବେ କାର୍ଯ୍ୟରତ ପୋଲିସ ଲୋକଙ୍କୁ ସୁରକ୍ଷା ଦେବାରେ ସଫଳ ହେବ ନା ନାହିଁ ତାହା ସମୟ ହିଁ କହିବ ।ତେବେ ଉକ୍ତ ଦୁଇ ଦୁବୁତ୍ତଙ୍କୁ ଆଜି ବିନିକା କୋଟକୁ ଚାଲାଣ କରାଯାଇଥିବା ବେଳେ ସେଠାରେ ବେଲ ନାମଞ୍ଜୁର ହେବାରୁ ଉଭୟଙ୍କୁ ସୋନପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like