-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
24-Apr-2023
ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର): ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସର୍ଭେ ପାଇଁ ଆଜି ବ୍ଲକ କାର୍ଯ୍ୟଳୟ ସଭାଗୃହରେ ତାଲିମ ପ୍ରଦାନ କରାଯାଇଛି । ଏହି ବ୍ଲକର କାର୍ଯ୍ୟରତ ଅଙ୍ଗନୱାଡି କର୍ମୀମାନଙ୍କୁ ନେଇ ଦୁଇ ଦିନିଆ ତାଲିମ ଶିବିର ଡୁଙ୍ଗୁରିପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରୀପୁର ମହାନନ୍ଦଙ୍କ ଅଧ୍ୟକ୍ଷତାରେ କରିଥିଲେ । ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇ କିପିର ଭାବରେ ଜନଗଣନା କରାଯିବ ସେ ଉପରେ ତାଲିମ ପ୍ରଦାନ କରିଥିଲେ । ଏବିଡିଓ ଆନନ୍ଦ ଚନ୍ଦ୍ର ମିଶ୍ର, ସିଡିପିଓ ଜୟନ୍ତୀ ଗଡତିଆ, ସିଆରସିସି ଥବୀର ଦୋରା, ବିଭିନ୍ନ ସେକ୍ଟରେ କାର୍ଯ୍ୟରତ ମହିଳା ଶିଶୁ ବିକାଶର କ୍ଷେତ୍ର ପରିଦର୍ଶୀକାମାନେ ଉପସ୍ଥିତ ଥିଲେ ।