-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ରାଜ୍ୟ

ବିପଦରେ ବାରପାହାଡ ରିଜର୍ଭଜଙ୍ଗଲ... ସପ୍ତାହେ ହେଲା ନିଆଁରେ ଶହଶହ ହେକ୍ଟର ଜଙ୍ଗଲପୋଡିଲା, ଜଙ୍ଗଲବିଭାଗ ଚେଇଁ ଶୋଇଛି

21-Apr-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାର ସୀମାନ୍ତରୁ ସୋନପୁର ଜିଲ୍ଲାର ତରଭାବ୍ଲକ ଓ ସୋନପୁର ବ୍ଲକ ଅଞ୍ଚଳକୁ ଲମ୍ବିଥିବା ୧୦୨ ବର୍ଗ କିଲୋମିଟର ଜଙ୍ଗଲ ବିପଦରେ ରହିଛି । ଗତ ସପ୍ତାହେ ହେଲେ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁଲାଗି ହୁତୁ ହୁତୁ ହୋଇ ଜଳୁଛି । ସେପଟେ ସରକାରଙ୍କ କଡା ନିର୍ଦ୍ଦେଶ ସତ୍ୱେ ବନବିଭାଗ ଜଙ୍ଗଲର ନିଆଁକୁ ଲିଭାଇବାରେ ବିଫଳ ହୋଇଛି । ଦିନ ଦିନ ଧରି ଜଙ୍ଗଲ ଜଳୁଛି କିନ୍ତୁ ଜଙ୍ଗଲବିଭାଗର ନିଆଁଲିଭାଳି ଟିମ୍ କିମ୍ବା ବନବିଭାଗର କର୍ମଚାରୀଙ୍କ ଦେଖା ମିଳୁନାହିଁ । ଗତକାଲି ବାରପାହଡ ଜଙ୍ଗଲର ରାଣିସର୍ଡା ଛକ ପାଖ ଜଙ୍ଗଲରେ ତଳୁ ଉପର ପର୍ଯ୍ୟନ୍ତ ନିଆଁ ଲାଗିଥିବା ଓ ଏହା ଗତ ଦୁଇଦିନ ହେଲା ଜଳୁଥିଲେ ହେଁ କୌଣସି ବନକର୍ମଚାରୀ ପହଞ୍ଚିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଚଳିତ କେନ୍ଦ୍ରପତ୍ର ସିଜନରେ କିଛି କେନ୍ଦୁପତ୍ର ବିଭାଗର ତଳିଆ କର୍ମଚାରୀ ଗୋଚ୍ଛାକଟାଇରେ ହେରଫେର କରି ଜଙ୍ଗଲର ତଳି ଅଞ୍ଚଳରେ ନିଆଁ ଲଗାଉଥିବା ଓ ଏହା ଜଙ୍ଗଲକୁ ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଠିକ ସେହିପରି ଯେଉଁ ଅଞ୍ଚଳରେ ବନବିଭାଗ  ବୃକ୍ଷରୋପଣ କରିଥିଲା ସେଠାରେ କମପରିମାଣର ଚାରା ଲଗାଇ ବହୁତ ପରିମାଣରେ ଦୁର୍ନୀତି କରାଯାଇଥିବାରୁ ତାକୁ ଲୁଚାଇବାକୁ ତୃତୀୟବର୍ଷ ବେଳକୁ ନିଜେ ନିଆଁ ଲଗାଇଦେଉଥିବା ମଧ୍ୟ ଅଭିଯୋଗ ହେଉଛି ।  ସୋନପୁର ରେଞ୍ଜ  ଅନ୍ତର୍ଗତ ନାରାୟଣପୁର ସେକ୍ସନରେ ଥିବା ଫରେଷ୍ଟର ତିଲେଇମାଲ ଅଫିସରେ ନରହି କେବଳ ରେଞ୍ଜରଙ୍କ ସହିତ ମିଶି ବନୀକରଣ ଅର୍ଥ ହିସାବ କରିବାକୁ ସୋନପୁରରେ ଡେରା ପକାଇଛନ୍ତି । ନାରାୟଣପୁର ସେକ୍ସନରେ ଜଣେ ଫରେଷ୍ଟର ସମେତ ମାତ୍ର ୨ଜଣ ଫରେଷ୍ଟଗାର୍ଡ ରହିଛନ୍ତି ।

ସେମାନେ ସମସ୍ତେ ଜଙ୍ଗଲ ଜଗିବା ବଦଳରେ ଜଙ୍ଗଲବିଭାଗ ତରଫରୁ ଚାଲିଥିବା ବନୀକରଣ ଓ ଅନ୍ୟାନ୍ୟ ଉନ୍ନୟନ କାମରେ ଅର୍ଥ ହେରଫେର କରିବାରେ ବ୍ୟକ୍ତ ଥିବା ଅଭିଯୋଗ ଉଠୁଛି । ଏବେ ସୋନପୁର ରେଞ୍ଜର ଥିବା ମନୋରଂଜନ ବାଘଙ୍କ ପଦୋନ୍ନତି ହୋଇଛଲିଭାଇବା ଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗ ଉଠିଛି ।  ସେଥିପାଇଁ ସେ ତାଙ୍କର ହିସାବକିତାବରେ ବ୍ୟସ୍ତ ରହୁଥିବାରୁ ଜଙ୍ଗଲ ନିଆଁକୁ  ସବୁଠୁ ବିଡମ୍ବନାର ବିଷୟ ହେଲା ସେଟଲାଇଟ ରୁ ଜଙ୍ଗଲର କେଉଁ ପଏଣ୍ଟରେ ନିଆଁ ଲାଗିଛି ତାହା ତୁରନ୍ତ ବିଭାଗକୁ ସୂଚନା ଆସିଥାଏ । ଏହି ତଥ୍ୟକୁ ଆଧାର କରି ଜଙ୍ଗଲ ବିଭାଗରେ ନିୟୋଜିତ କର୍ମଚାରୀ ଓ ନିଆଁଲିଭାଳି ଟିମ୍ ପହଞ୍ଚି ନିଆଁକୁ ଲିଭାଇଥାନ୍ତି । କିନ୍ତୁ ଦିନ ଦିନ ଧରି ଜଙ୍ଗଲ ଜଳୁଥିଲେ ହେଁ ନିଆଁ ଲିଭାଇବାକୁ ଆସୁନଥିବାରୁ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଉଛି । ପ୍ରଥମରେ ଜଙ୍ଗଲରୁ ଗଛଚୋରୀ ବଢୁଥିବା ଓ ଏହି ସମୟରେ ଜଙ୍ଗଲ ନିଆଁ କାରଣରୁ ବାରାପାହାଡ ରିଜର୍ଭ ଜଙ୍ଗଲ ତାର ଅସ୍ତିତ୍ୱ ହରାଇବାକୁ ଯାଉଛି । ବଲାଙ୍ଗୀର ଜିଲ୍ଲା ସୀମାନ୍ତ ରାଣିସର୍ଡାଠାରୁ ଆରମ୍ଭ କରି ଅର୍ଡା, ଖଗସାକନା, ରାଜପାଲି ଅରଖଖୋଲ, ଜଡାଖୋଲ, ବାରପାହାଡଖୋଲ, ଡାହିମାଳର କଟଙ୍ଗଖୋଲ ଓ ତିଲେଇମାଲ ଜଙ୍ଗଲରେ ନିଆଁ ଲାଗି ବ୍ୟାପ ଜଙ୍ଗଲନଷ୍ଟ ହୋଇସାରିଛି । ଏବେ ନିଆଁ ନଲିଭାଉଥିବାରୁ ଅନ୍ୟ ଅଞ୍ଚଳରେ ମଧ୍ୟ ଜଙ୍ଗଲ ଜଳୁଛି । ଏହି ଅଭିଯୋଗ ନେଇ ସୋନପୁର ଏସିଏଫ ପି.କେ.ଧରୁଆଙ୍କୁ ପଚାରିବାରୁ ଯେଉଁ ଯେଉଁ ପଏଣ୍ଟରେ ନିଆଁ ଲାଗୁଛି ତାହାର ସୂଚନା ଆସିଲେ ଆମେ ଟିମ ପଠାଇ ନିଆଁ ଲିଭାଉଛୁ । ରାନୀସର୍ଡା ଜଙ୍ଗଲର ନିଆଁର ସୂଚନା ଆସିଛି କି ନାହିଁ ମୁଁ ଦେଖୁଛି ବୋଲି କହିଛନ୍ତି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like