-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
29-Mar-2023
ସଇଁତଳା (ପ୍ରେରଣା ଖବର ):ବୋରଭଟା ପ୍ରକଳ୍ପ ଉପ୍ରାବିଦ୍ୟଳୟ ଠାରେ ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟପାଳଶବର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୁସ୍ତକ ଜୀବନର ସବୁ ସମସ୍ୟା ଦୂର କରିଚଲାପଥ କୁସୁମିତ କରି ଥାଏ ବୋଲି ମତ ପ୍ରକାଶ କରିଥିଲେ। ସହକାରୀ ଶିକ୍ଷକ ନୀଳାମ୍ବର ଗହୀର ପୁଷ୍ପଲତା
ବେହେରା, ନିବେଦିତା ଜେନା , ଚିନ୍ମୟୀ ମହାନ୍ତି ସମୟ ଅପଚୟ ନକରି ପୁସ୍ତକ ମନସ୍କହେବାକୁ ପରାମର୍ଶ ଦେଇଥିଲେ। ପ୍ରତିଯୋଗିତା ରେ ପାସ୍ କରିଥିବା ସଂନ୍ଧ୍ୟାଗହିର ଓରାଜ କୁମର ବାଗଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପାଠାଗାରର ଆୟୋଜକ ବୃନ୍ଦାବନ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।