-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
29-Mar-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଏନଏସି ମାନ୍ୟତା ଦାବୀରେ ଲୋଇସିଂହାର ସମସ୍ତ ସରକାରୀ ବେସରକାରୀ ଅଫିସ, ବ୍ୟାଙ୍କ୍,ମଦଭାଟି ଗୁଡିକୁ ୧୨ ଘଣ୍ଟା ପାଇଁ ବନ୍ଦ କରାଯାଇଛି l ପ୍ରତ୍ୟେକ ମାସର ଶେଷ ବୁଧବାର ବନ୍ଦ କରାଯିବାର ସୂଚନା ପୂର୍ବ ରୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମ ରେ ଜଣେଇ ଦିଆଯାଇଥିବା ବେଳେ ଏହାର ନକଲ ସମସ୍ତ ଅଫିସ କୁ ମଧ୍ଯ ପୂର୍ବ ରୁ ଦିଆଯାଇଛି l ଏନଏସି ମାନ୍ୟତା ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି l