-+91-9937148622 |

prerana_bgr@rediffmail.com |

  Wednesday 22nd July 2026 |

| | | |

R.N.I. Regd No. ODIODI/2010/46693

Breaking News

*ନବରଙ୍ଗପୁର ଜିଲ୍ଲାରେ ହଜିବାକୁ ବସିଲାଣି ମଧୁର ଚୁନାମାଛ*   (22-Jul-2026)       ||      *ଜିଲ୍ଲା ପି ସି ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ - ଭ୍ରୁଣ ହତ୍ୟା ରୋକିବାକୁ ବ୍ୟାପକ ସଚେତନତା ଜରୁରୀ - ଏ ଡି ଏମ୍*   (22-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣ କାଳୀୟ ଦଳନ ବଳରାମ ବେଶ ଦର୍ଶନ ଓ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ବଲାଙ୍ଗିର କଳାକାର ଙ୍କ ସଙ୍ଗୀତ ରେ ବିଭୋର ଦର୍ଶକ*   (22-Jul-2026)       ||      ସମ୍ବଲପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସମୀକ୍ଷା ବୈଠକ   (22-Jul-2026)       ||      ଶଶଧର ପଣ୍ଡାକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ   (22-Jul-2026)       ||      ସମ୍ବଲପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ   (22-Jul-2026)       ||      ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ   (21-Jul-2026)       ||      ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା   (21-Jul-2026)       ||      ବଡଟିକ। ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ            (21-Jul-2026)       ||      *ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,*   (21-Jul-2026)       ||      ଆଦର୍ଶ ଶିକ୍ଷକ ସୁଧୀର ଚନ୍ଦ୍ର କରଙ୍କ ସ୍ମୃତିଚାରଣ ସଭା   (21-Jul-2026)       ||      ଅନ୍ତର୍ହିତ ହେଲେ ବରପାଲି ଆକାଶର ଧ୍ରୁବତାରା ବିଶିଷ୍ଟ ସମାଜସେବୀ ଧ୍ରୁବ ଚରଣ ମେହେରଙ୍କ ପରଲୋକ   (20-Jul-2026)       ||      ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍♦️ ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା   (20-Jul-2026)       ||      ବଡ଼ଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (20-Jul-2026)       ||      ବରପାଲିରେ ରାଜ୍ୟ ସ୍ତରୀୟ ଶ୍ରୀ ଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ।   (20-Jul-2026)       ||      ହେରା ପଞ୍ଚମୀରେ ଗୁଣ୍ଡିଚା ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ରାମ-ଲକ୍ଷ୍ମଣ ଅବତାର ବେଶ   (20-Jul-2026)       ||      ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ   (20-Jul-2026)       ||      ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ ଦାବୀରେ ଗ୍ରାମବାସୀ ସ୍କୁଲରେ ତାଲା ମାରିଲେ ।   (20-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ବେଶ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ପାଇଁ ଚଳ ଚଞ୍ଚଳ ଶ୍ରୀ ଗୁଣ୍ଡିଚା ମନ୍ଦିର*-   (20-Jul-2026)       ||      ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ*   (20-Jul-2026)       ||     

HOME   ଜିଲ୍ଲା

ସୋଲାର ପ୍ରକଲ୍ପ ଅଚଳ, ମରାମତି ପାଇଁ ଦାବି

16-Feb-2023



ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମର ବାହାରି ପଠା ଠାରେ ଥିବା ସୋଲାର ପ୍ରକଲ୍ପ ଦୀର୍ଘ ଆଠ ମାସ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି।  ସ୍ଥାନୀୟ ଜନସାଧାରଣ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ପ୍ରକଳ୍ପ ଅଚଳ ହୋଇଥିବା ନେଇ ସ୍ଥାନୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମରାମତି ହୋଇନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଏହି ପ୍ରକଳ୍ପ ମରାମତି ପାଇଁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ହଜିବାକୁ ବସିଲାଣି ମଧୁର ଚୁନାମାଛ*   22-Jul-2026
  ଜିଲ୍ଲା  
*ଜିଲ୍ଲା ପି ସି ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ - ଭ୍ରୁଣ ହତ୍ୟା ରୋକିବାକୁ ବ୍ୟାପକ ସଚେତନତା ଜରୁରୀ - ଏ ଡି ଏମ୍*   22-Jul-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣ କାଳୀୟ ଦଳନ ବଳରାମ ବେଶ ଦର୍ଶନ ଓ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ବଲାଙ୍ଗିର କଳାକାର ଙ୍କ ସଙ୍ଗୀତ ରେ ବିଭୋର ଦର୍ଶକ*   22-Jul-2026
  ଜିଲ୍ଲା  
ସମ୍ବଲପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସମୀକ୍ଷା ବୈଠକ   22-Jul-2026
  ଜିଲ୍ଲା  
ଶଶଧର ପଣ୍ଡାକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ   22-Jul-2026
  ଜିଲ୍ଲା  
ସମ୍ବଲପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା କଲେ ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ   22-Jul-2026
  ଜିଲ୍ଲା  
ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ   21-Jul-2026
  ଜିଲ୍ଲା  
ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା   21-Jul-2026
  ଜିଲ୍ଲା  
ବଡଟିକ। ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ           21-Jul-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,*   21-Jul-2026
  ଜିଲ୍ଲା  
ଆଦର୍ଶ ଶିକ୍ଷକ ସୁଧୀର ଚନ୍ଦ୍ର କରଙ୍କ ସ୍ମୃତିଚାରଣ ସଭା   21-Jul-2026
  ଜିଲ୍ଲା  
ଅନ୍ତର୍ହିତ ହେଲେ ବରପାଲି ଆକାଶର ଧ୍ରୁବତାରା ବିଶିଷ୍ଟ ସମାଜସେବୀ ଧ୍ରୁବ ଚରଣ ମେହେରଙ୍କ ପରଲୋକ   20-Jul-2026

You Might Also Like