-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2023
ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଧଣ୍ଡାମାଲ-ରୁଗୁଡିପାଲି ରାସ୍ତାର ରୁଗୁଡୁପାଲି ଛକ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣ ସାଂଗଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ରୁଗୁଡିପାଲି ଗାଁର
ଶଂକର କାଲସାଏ ଓ ଆକାଶ କ୍ଷେତୀ । ଦୁଇଜଣ ସାଂଗଧଣ୍ଡାମାଲ ଗାଁରୁ ଫେରୁଥିବା ସମୟରେ, ଗୋଳେଇ ଛକ ଠାରେ ଭାରସାମ୍ୟ ହରାଇ ସିମେଣ୍ଟ ଖମ୍ୱରେ ପିଟି ହୋଇଥିଲେ । ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ
ମେଡିକାଲ କଲେଜ ହସପିଟାଲକୁ ଅଣାଯାଉଥିବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଥିଲା । ଦୃତଗତି ବିପତ୍ତିର କାରଣ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଦେଓଗାଁ ପୋଲିସ ତଦନ୍ତ ଜାରୀ ରଖିଛି ।