-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||     

HOME   ଜିଲ୍ଲା

ସହଯୋଗର ହାତ ବଢାଇଲା ଜୁନିଅର ରେଡକ୍ରସ ୟୁନିଟ 

19-Jan-2023



 ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ସମାଜରେ ଅବହେଳିତ ପରିବାର ଖରା, ବର୍ଷା ଏବଂ ଶିତ ରୁ ଅସୁରକ୍ଷିତ ହୋଇଥାଏ । ନିଜ ନିଜର ମୌଳିକ ଆବଶ୍ୟକତା ପୂରଣ କରିବାରେ ଅକ୍ଷମ ହୋଇଥାଏ । ସେମାନେଙ୍କୁ ମାନବୀୟ ସେବା ଯେଗାଇଦେବାର ସମୟ ଆସିଛି । ଏ କଥାକୁ ଲକ୍ଷ୍ୟ କରି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଗରିବ ଏବଂ ଅସହାୟ ବ୍ୟକ୍ତି ବିଶେଷଙ୍କୁ ଶିତରୁ ସୁରକ୍ଷିତ ରହିବା ଉଦ୍ଦେଶ୍ୟରେ କମ୍ବଳ ଯୋଗଇ ସହଯୋଗର ହାତ ବଢାଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ତତ୍ୱାବଧାନରେ ଆଜି ବୁଧବାର ମାୟାବର୍ହା ହାଇସ୍କୁଲ, ପଣ୍ଡକିଟାଲ ଅପର ପ୍ରାଇମେରେୀ ସ୍କୁଲ, ବାଙ୍କିପାଲି, ବଡକର୍ଲ୍ଲେ, ରାମପୁର ବାଳକ, ରାମପୁର ବାଳିକା ଡୁଙ୍ଗୁରିପାଲି ବାଳକ , ରାଧାକୃଷ୍ଣ ବାଳିକା ହାଇସ୍କୁଲ, ଡୁଙ୍ଗୁରିପାଲି ଶିଶୁ ବିଦ୍ୟାମନ୍ଦିର, ତମାମୁରା ହାଇସ୍କୁ. ସହଲା ଆଦିବାସୀ ହାଇସ୍କୁଲ ସମେତ ବିଭିନ୍ନ  ବିଦ୍ୟାଳୟ

ସ୍ତରୀୟ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଆର୍ôଥକ ଅନଗ୍ରସର ପରିବାର, ଅସହାୟ ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ବ୍ୟକ୍ତି ବିଶେଷଙ୍କୁ ଭାରତୀୟ ରେଡକ୍ରସ ତରଫରୁ ଆସିଥିବା କମ୍ବଳକୁ ବଂଟନ କରାଯାଇଛି । ଏଥି ସହିତ କରୋନା ଲଢେଇର ଅସଲ ଅସ୍ତ୍ର ହାତଧୋଇବାର ସଠିକ ଉପାୟ, ସାମାଜିକ ଦୂରତା ପାଳନ ଭଳି ବିଭିନ୍ନ ବିଷୟରେ ସମସ୍ତ ହିତାଧିକାରୀ ମାନଙ୍କୁ ଜୁନିଅର ରେଡକ୍ରସର ଛାତ୍ରଛାତ୍ରୀ ଏବଂ ପରାମର୍ଶଦାତାମାନେ ବୁଝାଇଥିଲେ ।ଡୁଙ୍ଗୁରିପାଲି ବ୍ଲକ ବିସିସି ନିମାଇ ମଲ୍ଲୀକ,ସାଧନକର୍ମି ହୃଷିକେଶ ଡାଙ୍ଗ, ଅନୁପ୍ରୀୟା ମିଶ୍ର, ରକ୍ଷକ ସାଧନକର୍ମି ତପସ୍ୱିନୀ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟ ତରଫରୁ କିଭଳି ଗୋଷ୍ଠି ସହଭାଗିତାରେ ମାନବୀୟ ସେବାକୁ ପ୍ରସାରିତ କରାଯିବ ତାର ଅଣୁସ୍ତରୀୟ ଯୋଜନା କରାଯାଇଥିବା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଏଡିଓ ରାଧାକାନ୍ତ ଗଡତିଆ,

ଏଡିଇଓ ମଞ୍ଜୁଲତା ଭୋଇ ପ୍ରମୁଖ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଅତିଥି ଭାବରେ ସୋନପୁର ଡାଏଟ ପ୍ରିନସିପାଲ ଡ. ପ୍ରଶନ୍ନ ସାହୁ, ଟିଚର ଏଡୁକେଟର ଅକ୍ଷୟ ବେରିହା, ଏବିଇଓ ବଟକୃଷ୍ଣ ପାଢୀ, ଡୁଙ୍ଗୁରିପାଲି ହସପିଟାଲର ଡା. ଶେଷଦେବ ଥନାପତି, ଡୁଙ୍ଗୁରିପାଲି ପ୍ଲସଟୁ ମହାବିଦ୍ୟାଳୟର ଲେକଚେରର୍  ଲକ୍ଷ୍ମଣ ଭୁଏ , ମାୟାବର୍ହା ସରପଂଚ ପ୍ରମୋଦିନୀ ଯୁଆଡି, ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ସ୍ୱାଇଁ,ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ, ବୈଶାଖୁ ପଧାନ, ପ୍ରାଣବନ୍ଧୁ ହୋତା, କୃଷ୍ଣପ୍ରୀୟା ସାହାଣୀ, ସମଲେଇଚୁଆଁ ପ୍ରଧାନଶି÷କ୍ଷକ ତଥା ଡିଏସଏସ ପର୍ଶୁରାମ ମେହେର, ଶିଶୁବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ମହେନ୍ଦ୍ର ନାଏକ, ତମାମୁରା ହାଇସ୍କୁଲର ଧ୍ରୁବ ବାରିକ, କାଉନସିଲର ରବିନ୍ଦ୍ର ଦୀପ, ଆକୁନ୍ଦ ସାହୁ, ରମେଶ ପଧାନ  ପ୍ରମୁଖ ଏହି କମ୍ବଳ ବଂଟନ କାର୍ଯ୍ୟକ୍ରମରେ ଯୋଗଦେଇ ଜେଆରସି ୟୁିନିଟ ର ମାନବୀୟ ସେବାକୁ ପ୍ରଂଶସା କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026

You Might Also Like