-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
30-Nov-2022
ପଦ୍ମପୁର, (ପ୍ରେରଣା ଖବର) ଚାଷୀ ଇନ୍ସୁରାନ୍ସ ତଥା ବିଭିନ୍ନ ସମସ୍ୟାକୁ ନେଇ ଚାଷୀନେତା ରମେଶ ମହାପାତ୍ରଙ୍କ ନେତୃତ୍ୱରେ ଚାଷୀ ମାନେ ସାଇକେଲ ଯୋଗେ ରେଲି କରିଥିଲେ l ଚାଷୀର ଇନ୍ସୁରାନ୍ସକୁ ନେଇ ପଦ୍ମପୁର ରାଜ ବୋଡାଶମ୍ବର କୃଷକ ସଂଗଠନ ତଥା ଝାରବନ୍ଧ ବ୍ଲକ ଗରଠୁଗୁଡା ପଂଚାୟତର ଚାଷୀମାନେ ଝାରବନ୍ଧ ବ୍ଲକ, ପାଇକମାଲ ଓ ପଦ୍ମପୁରକୁ ବାଇକ ରେଲି କରିଥିଲେ l ଆଗାମୀ ଦିନରେ ଏମାନଙ୍କ ସହଯୋଗ କରିଥିଲେ ସମସ୍ତ ଝାରବନ୍ଧ, ପାଇକମାଲ ଓ ପଦ୍ମପୁର ର ଚାଷୀମାନ l