-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ବିଧାନସଭାରେ ପୁଣି ଉଠିଲା ରାଣୀପୁର ଝରିଆଲ ବିକାଶ ପ୍ରସଙ୍ଗ । ପୁରୀ ପାଇଁ ରାଜ୍ଯ ସରକାର ହଜାର ହଜାର କୋଟି ଖର୍ଚ୍ଚ କରୁଛନ୍ତି କିନ୍ତୁ ରାଣୀପୁର ଝରିଆଲ ପାଇଁ ଉଦାସୀନ କାହିଁକି ।

30-Nov-2022



(ଅନିଲ କୁମାର ତ୍ରିପାଠି) ବଲାଙ୍ଗୀର ଜିଲ୍ଲାର ସର୍ବ ପୁରାତନ ଐତିହ୍ଯ ସମ୍ପନ୍ନ ରାଣୀପୁର ଝରିଆଲର ବିକାଶ କୁ ନେଇ ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ପୁଣୀ ଥରେ ପ୍ରଶ୍ନ ଉଠାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ଏହାକୁନେଇ ରାଣୀପୁର ଝରିଆଲ ଯୋଗିନୀ ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଦେଇଛି ଏବଂ ଶହଶହ ବର୍ଷ ଧରି ଅନୁନ୍ନତ ହୋଇ ବିକାଶ ଅପେକ୍ଷାରେ ଥିବା ଯୋଗିନୀପିଠ କୁନେଇ ବିଧାନସଭାରେ ବିଭିନ୍ନ ଅଧିବେଶନ ରେ ବାରମ୍ବାର ପ୍ରଶ୍ନ ପଚାରି ଓଡିଶା ସରକାର ଓ ବିଭାଗିୟ ମନ୍ତ୍ରୀ ଙ୍କ ଠାରୁ ଉତ୍ତର ଚାହୁଁଛନ୍ତି ବିଧାୟକ। ତେବେ ଚଳିତ ଶୀତ ଅଧିବେଶନ ରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସାଲୁଜା ପ୍ରଥମରୁ ଯୋଗିନୀପିଠ ପାଇଁ ୨୦୧୯ ଜାନୁଆରି ୧୫ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତ ସମୟରେ ଅନୁଦାନ ଘୋଷଣା କରିଥିଲେ ହେଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ପହଞ୍ଚିପାରିନି, ଜଦି ପହଞ୍ଚିପାରିନି ତେବେ ତାହାକୁନେଇ ଓଡିଶା ସରକାର କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି , ଜଦି ଜାଣି ପାରିନାହାନ୍ତି ତେବେ ତଥ୍ଯ ସଂଗ୍ରହ କରି ଆସନ୍ତା ଅଧିବେଶନରେ ଉତ୍ତର ରଖିବେ କି  ବୋଳି ପଚାରିଥିଲେ। ଏବଂ ବାଚସ୍ପତିଙ୍କୁ ମଧ୍ଯ ବିଧାୟକ ଅନୁରୋଧ କରିଥିଲେ ଯେ ନିଜେ ପ୍ରଧାନମନ୍ତ୍ରୀ ଅନୁଦାନ ଦେଇଥିବା ଟଙ୍କା କୁଆଡେ ଗଲା ତାର ତଥ୍ଯ ଦେବାପାଇଁ ରାସ୍ତା ଦେଖାଇବା ପାଇଁ ଅନୁରୋଧ କରିଥିଲେ। ତାସହ ପର୍ଯ୍ୟଟନ ମନ୍ତ୍ରୀ ନିଜେ ରାଣୀପୁର ଝରିଆଲ ଯୋଗିନୀପିଠ କୁ ଯାଇ କୋଉଭଲି ଭାବରେ ୬୪ ଯୋଗିନୀପିଠ, ଚକ୍ରବ୍ୟୁହ, ଶଙ୍ଖବ୍ୟୁହ, ଇନ୍ଦ୍ରଲାଟ ମନ୍ଦିର, ସୋମେଶ୍ବର ଶୈବପୀଠ ଓ ସୋମ ପୁଷ୍କରିଣୀ କୁ ଦେଖି ନିଜେ ହୃଦୟଙ୍ଗମ କରି ଆର୍ଥିକ ସହାୟତା ଦେଇ ପିଠର ବିକାଶ କରନ୍ତୁ ଏବଂ ଏକ ପଞ୍ଚତାରକା ହୋଟେଲ, ବୋଟିଂ ବ୍ୟବସ୍ଥା ଏବଂ ଅନ୍ଯାନ୍ଯ ଆନୁସାଙ୍ଗିକ ବ୍ୟବସ୍ଥା କରନ୍ତୁ ବୋଳି କହିଥିଲେ। ଏହାର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ରାଣୀପୁର ଝରିଆଲ ଯୋଗିନୀପିଠ ପାଇଁ ପ୍ରଧାନମନ୍ତ୍ରୀ କେତେଟଙ୍କା ଘୋଷଣା କରିଥିଲେ ଓ କେବେ ଘୋଷଣା କରିଥିଲେ ତାର ତଥ୍ଯ ବର୍ତ୍ତମାନ ତାଙ୍କ ପାଖରେ ନ ଥିବା ଯୋଗୁଁ ବିଭାଗ ସହ ଆଲୋଚନା କରି ଜଣାଇବି ବୋଳି କହିଥିଲେ ଏବଂ ଦ୍ବିତିୟ ପ୍ରଶ୍ନର ଉତ୍ତର ଦେଇ ରାଣୀପୁର ଝରିଆଲ ଯୋଗିନୀପିଠ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧିନରେ ବର୍ତ୍ତମାନ ଥିବାରୁ ତାର ଡିମାରକେସନ ଇତ୍ୟାଦି ଏଏସଆଇ ଅଧିନରେ ଆସୁଛି ତେଣୁ ଆମେ କିଛି କରିବା ଆମ ସରକାର କିଛି କରିବା ସମ୍ଭବ ହୋଇ ପାରୁନାହିଁ। ତଥାପି ୨୦୨୦/୨୧ ଆର୍ଥିକ ବର୍ଷରେ ୨୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଇଥିବା ସୁଚନା ଦେଇଥିଲେ । ପରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ଏହି ଉତ୍ତର କୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବାଚସ୍ପତିଙ୍କ ମାଧ୍ୟମରେ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପଚାରିଥିଲେ ଯେ ଜଗନ୍ନାଥ ଧାମ ପୁରୀ ମଧ୍ଯ ଏଏସଆଇ ଅଧିନରେ ଆସୁଛି ତେବେ ପୁରୀ ପାଇଁ ରାଜ୍ଯ ସରକାର ହଜାରହଜାର କୋଟି ଟଙ୍କା ଖର୍ଚ୍ଚ କରି ପାରୁଥିବା ବେଳେ ରାଣୀପୁର ଝରିଆଲ ପାଇଁ କାହିଁକି ଖର୍ଚ୍ଚ କରିପାରୁନାହାନ୍ତି ବୋଳି ପଚାରିଥିଲେ ଏବଂ ତାର ଉପାୟ ଖୋଜି ବାହାର କରାଗଲେ ବିକାଶ କରା ଯାଇପାରିବ ଏବଂ ଏହାଏକ ଟୁରିଜିମ ସ୍ପଟ ହିସାବରେ ପରିଗଣିତ ହେବ ବୋଳି କହିଥିଲେ। ଏହାର ଉତ୍ତର ରଖି ବିଭାଗିୟ ମନ୍ତ୍ରୀ ଆଗକୁ ନିଜେ ବଲାଙ୍ଗୀର ଗସ୍ତ କରିବି ଓ ରାଜ୍ଯର ସ୍ବାର୍ଥ ଦୃଷ୍ଟିକୁ ଆଖି ଆଗରେ ରଖି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଳି କହିଥିଲେ। ଏହାକୁନେଇ ନେଇ ଏବେ ଜିଲ୍ଲା ସାରା ଚର୍ଚ୍ଚା ବଲାଙ୍ଗୀରର ଦୁଇ ସିଂହ ଏଥର ବଲାଙ୍ଗୀର ଜିଲ୍ଲାର ହକ ପାଇଁ ବାରମ୍ବାର ବିଭିନ୍ନ ଅଧିବେଶନ ରେ ନିଜ ଆବାଜକୁ ଆହୁରୀ ଶାଣିତ କରୁଥିବାରୁ ଶିଘ୍ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସହ ଷଷ୍ଠ ରୁ ନବମ ଶତାବ୍ଦୀର ଐତିହାସିକ  ରାଣୀପୁର ଝରିଆଲ ରେ ବି ବିକାଶ ହେବ ଓ ଶହଶହ ବର୍ଷ ଧରି ବିସ୍ତିର୍ଣ୍ଣ ପାହାଡ ରେ ଛିଡାହୋଇ ନିଜକୁ ବଞ୍ଚାଇ ରଖିବାକୁ ସଂଘର୍ଷ କରି ଜିଲ୍ଲାର ଐତିହାସିକ ଗାଥାକୁ ବଞ୍ଚାଇ ରଖିଥିବା ଯୋଗିନୀ ଗଣ ଙ୍କ ସଂଘର୍ଷ ଶେଷ ହେବ କି ବୋଳି ଚର୍ଚ୍ଚା ଜୋର ଧରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like