-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
30-Nov-2022
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ସଦର ବ୍ଲକ ବାରକାନି ପଞ୍ଚାୟତ ଅନ୍ତର୍ଗତ ମାଙ୍କଡଚୁଅଁl ଗାଁ ରେ କ୍ଷେତ
ଜମିରେ ଗତ ରାତିରେ ବଣୁଆଁ ହାତୀ ପଲର ଆତଙ୍କରେ ଲୋକେ ଅତିଷ୍ଟ ହୋଇ ଯାଇଛନ୍ତି ll ଏହି ଗାଁ ର. ଶତୃଘ୍ନ ପଟେଲଙ୍କ ଚାଷ ଜମିରେ ହାତୀ ମାନେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି l ଏପରିକି ଏନ୍ ଆର୍ ଇ ଜି ଏସ୍ ଯୋଜନାରେ ଚାଷ ଜମିରେ ହୋଇଥିବା ଫସଲ କୁ ମଧ୍ୟ ହାତୀ ମାନେ ନଷ୍ଟ କରି ଦେଇଛନ୍ତି l ଏ ନେଇ ଶତୃଘ୍ନ ସମ୍ପୃକ୍ତ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ଚାଷୀ ଙ୍କ ଅଭିଯୋଗ ପ୍ରତି କେହି କର୍ଣ୍ଣପାତ କରି ନାହାଁନ୍ତି l